ନୂଆଦିଲ୍ଲୀ: ଗରିବ ଲୋକଙ୍କୁ ଶସ୍ତା ଜେନେରିକ୍ ଔଷଧ ଲେଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକ୍ତରମାନଙ୍କୁ ପରାମର୍ଶ ଦେଉଛନ୍ତି। କେତେକ ଡାକ୍ତର ମୋଦିଙ୍କ ପରାମର୍ଶକୁ ଗ୍ରହଣ କରି ଗରିବ ଶ୍ରେଣୀର ଲୋକଙ୍କୁ ଶସ୍ତା ଜେନେରିକ୍ ଔଷଧ ଲେଖୁଛନ୍ତି। ଆସନ୍ତୁ ଭେଟିବା ଏମିତି ଜଣେ ଡାକ୍ତରଙ୍କୁ ଯିଏ ବିନା ଆପଏଣ୍ଟମେଣ୍ଟ୍ ଓ ଫି’ରେ ରୋଗୀଙ୍କ ଚିକିତ୍ସା କରୁଛନ୍ତି। ସେ ହେଉଛନ୍ତି ପ୍ରସିଦ୍ଧ କ୍ୟାନସର ସର୍ଜନ ଡାକ୍ତର ଅଶୁଂମାନ କୁମାର। ପ୍ରତି ଗୁରୁବାର ଗ୍ରେଟର ନୋଏଡାର କାସନାରେ ମାଗଣାରେ ରୋଗୀଙ୍କ ଚିକିତ୍ସା କରୁଛନ୍ତି। ତାଙ୍କର ଏହି ଡାକ୍ତରଖାନାରେ କୌଣସି ସୌଖୀନ ଆସବାବପତ୍ର ନାହିଁ କିମ୍ୱା ଚଢ଼ା ଦରରେ ଔଷଧ କିଣିବାକୁ କୁହାଯାଇ ନ ଥାଏ। ଡାକ୍ତର ଅଂଶୁମାନ ଚଟାଣରେ ଏକ ଦରି ପକାଇ ରୋଗୀଙ୍କ ଚିକିତ୍ସା କରନ୍ତି। ଏହାସହିତ ସେ ରୋଗୀଙ୍କ ପାଇଁ ଶସ୍ତା ଜେନେରିକ୍ ମେଡିସନ୍ ଲେଖୁଛନ୍ତି। କେବଳ ସେତିକି ନୁହେଁ ଡାକ୍ତର ଅଶୁଂମାନ ରୋଗୀମାନଙ୍କୁ ମାଗଣାରେ ଔଷଧ ମଧ୍ୟ ଦିଅନ୍ତି।
ଦିଲ୍ଲୀ ସ୍ଥିତ ଧର୍ମଶିଲା କ୍ୟାନସର ହସପିଟାଲର ଡାଇରେକ୍ଟର ଓ ମୁଖ୍ୟ କ୍ୟାନସର ସର୍ଜନ ଭାବେ ଅଶୁଂମାନ କାର୍ଯ୍ୟ କରୁଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଭୋକର ଭୂଗୋଳ ଭିତରେ ଏମାନଙ୍କ ପାଇଁ ନୂଆବର୍ଷ ଅର୍ଥ କ’ଣ?
ବାପାଙ୍କ ଦେହାନ୍ତ ପରେ ବିକାଶଙ୍କ ପାଠ ପଢାରେ ଡୋରୀ ବାନ୍ଧିଲେ। ପେଟ ଚାଖଣ୍ଡକ ପାଇଁ ସେ ଅନୁଗୋଳରେ ଏକ ଧୂପ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ଅଞ୍ଜଳି ପାଲ୍ଙ୍କ ସଂସ୍ପର୍ଶରେ ଆସିଥିଲେ ବିକାଶ।
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।
Special
ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।
Special
ବିଶ୍ୱର ସର୍ବୋଚ୍ଚ ରେଲୱେ ବ୍ରିଜ; ଭାରତୀୟ ରେଲୱେର ଡ୍ରିମ୍ ପ୍ରୋଜେକ୍ଟ
ଚେନାବ ନଦୀ ବୁକୁରେ ଠିଆ ହୋଇଥିବା ଏହି ଚେନାବ ବ୍ରିଜର ଉଚ୍ଚତା ଆଇଫିଲ୍ ଟାୱାରଠାରୁ ବି ଅଧିକ। ଏହା ବ୍ଲାଷ୍ଟ ପ୍ରୁଫ ଓ ଭୂକଂପ ନିରୋଧୀ।