ମୃତ୍ୟୁକୁ ନେଇ ବିଚଳିତ ହେଉନି ମଣିଷ: ଗବେଷଣାରୁ ଆସିଲା ନୂଆ ତଥ୍ୟ

  ମହି ମଣ୍ଡଳେ ଦେହ ବହୀ, ଦେବତା ହେଲେ ବି ମରଇ। ଜନ୍ମ ଅଛି ତ ମୃତ୍ୟୁ ଅଛି। ଏହି ଧରାପୃଷ୍ଠରେ ଦେବତା ଜନ୍ମ ନେଲେ ମଧ୍ୟ ସମୟର କାଳଚକ୍ର ତାଙ୍କୁ ମଧ୍ୟ ମୃତ୍ୟୁର ରାସ୍ତା ଦେଖାଇଛି। କିନ୍ତୁ ସବୁକିଛି ସତ ଜାଣି ମଧ୍ୟ ନିଜ ମୃତ୍ୟୁକୁ ନେଇ ଭୟଭୀତ ଥାଏ ମଣିଷ। ଥରେ ଭାବନ୍ତୁ ଯଦି ଆପଣ ହଠାତ୍ ଜାଣିବେ କି ଆପଣଙ୍କ ମୃତ୍ୟୁ ଅଳ୍ପ କିଛି ଦିନ ମଧ୍ୟରେ ହେବ। ତେବେ ଆପଣ ନିଜ […]

dead man 2

dead man 2

Rakesh Mallick
  • Published: Saturday, 03 June 2017
  • Updated: 03 June 2017, 03:41 PM IST

Sports

Latest News

ମହି ମଣ୍ଡଳେ ଦେହ ବହୀ, ଦେବତା ହେଲେ ବି ମରଇ। ଜନ୍ମ ଅଛି ତ ମୃତ୍ୟୁ ଅଛି। ଏହି ଧରାପୃଷ୍ଠରେ ଦେବତା ଜନ୍ମ ନେଲେ ମଧ୍ୟ ସମୟର କାଳଚକ୍ର ତାଙ୍କୁ ମଧ୍ୟ ମୃତ୍ୟୁର ରାସ୍ତା ଦେଖାଇଛି। କିନ୍ତୁ ସବୁକିଛି ସତ ଜାଣି ମଧ୍ୟ ନିଜ ମୃତ୍ୟୁକୁ ନେଇ ଭୟଭୀତ ଥାଏ ମଣିଷ। ଥରେ ଭାବନ୍ତୁ ଯଦି ଆପଣ ହଠାତ୍ ଜାଣିବେ କି ଆପଣଙ୍କ ମୃତ୍ୟୁ ଅଳ୍ପ କିଛି ଦିନ ମଧ୍ୟରେ ହେବ। ତେବେ ଆପଣ ନିଜ ମୃତ୍ୟୁକୁ ନେଇ ଭୟଭୀତ କି ବିଚଳିତ ହେବନି କି। ତେବେ ସାଇକୋଲଜିକାଲ ସାଇନସ୍‌ର ପ୍ରକାଶିତ ଏକ ଗବେଷଣା ରିପୋର୍ଟ ଯାହା ମୃତ୍ୟୁକୁ ନେଇ ଆପଣଙ୍କ ଭିତରେ ଥିବା ଭୟକୁ ଦୂର କରିବାରେ ସହାୟକ ହେବ।

ଏହି ଗବେଷଣାରେ ଦୁଇଟି ଭିନ୍ନ ଭିନ୍ନ ରିପୋର୍ଟ ପ୍ରକାଶ ପାଇଛି ଯାହା ମୃତ୍ୟୁକୁ ନେଇ ମନରେ ଥିବା ଭ୍ରମକୁ ଦୁର କରିବ। ପ୍ରଥମ ରିପୋର୍ଟ ଅନୁଯାୟୀ ଯେଉଁ ଲୋକମାନେ ଜାଣିଥାନ୍ତି କି ସେମାନଙ୍କ ମୃତ୍ୟୁ ଆସନ୍ନ ସେମାନେ ନିଜ ମୃତ୍ୟୁକୁ ନେଇ ଆଦୌ ଚିନ୍ତିତ ନଥାନ୍ତି। ଯେପରି କ୍ୟାନସର୍ ରୋଗରେ ପୀଡିତ ଥିବା ଲୋକ ଜାଣିଥାନ୍ତି କି ସେମାନଙ୍କ ମୃତ୍ୟୁ ସୁନିଶ୍ଚିନ୍ତ । ତେଣୁ ସେ ନିଜ ମନ ଭିତରେ ଥିବା ଭାବନାକୁ ବିଭିନ୍ନ ବ୍ଲଗ ମାଧ୍ୟମରେ ଉଲ୍ଲେଖ କରିଥାନ୍ତି। ଏଥିସହ ନିଜ ମୃତ୍ୟୁକୁ ନେଇ ସକରାତ୍ମକ ଥାନ୍ତି ଏହିପରି ଲୋକ।

ଅନ୍ୟପକ୍ଷରେ ଦ୍ୱିତୀୟ ରିପୋର୍ଟ ଅନୁଯାୟୀ ମୃତ୍ୟୁ ଅପେକ୍ଷାରେ ଥିବା କିଛି ରୋଗୀଙ୍କ ଭାବନାକୁ ଗବେଷଣାରେ ସାମିଲ ଥିବା ସୁସ୍ଥ ସବଳ ଲୋକଙ୍କ ସହ ଯୋଡି ଦିଆ ଯାଇଥିଲା। ନିଜକୁ ରୋଗୀଙ୍କ ଭଳି ଅନୁଭବ କରିବାକୁ କୁହା ଯାଇଥିଲା। ରିସର୍ଚ୍ଚରୁ ଜଣାପଡିଲା ଯେ ଯେଉଁ ସୁସ୍ଥ ଲୋକଙ୍କୁ କୁହା ଯାଇଥିଲା ଯେ ସେମାନଙ୍କ ମୃତ୍ୟୁ ନିକଟବର୍ତ୍ତୀ, ସେହିମାନେ ମୃତ୍ୟୁକୁ ନେଇ ବେଶ୍ ଭୟଭୀତ ଥିଲେ। ଏପରିକି ରୋଗୀଙ୍କ ଠାରୁ ମଧ୍ୟ ନିଜ ମୃତ୍ୟୁକୁ ନେଇ ଅଧିକ ବିଚଳିତ ଥିଲେ ଏହି ଲୋକମାନେ। ହେଲେ ଜଟିଳ ଓ ମାରାତ୍ମକ ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନେ ନିଜ ମୃତ୍ୟୁକୁ ନେଇ ଏତେଟା ବିଚଳିତ ନଥିବା ଜଣା ପଡିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story