ମହାଭାରତ ଯୁଦ୍ଧରୁ କ’ଣ ଶିଖିଲା ଭାରତ, ଥରେ ପଢିନିଅନ୍ତୁ ଆପଣଙ୍କ ମାନସିକତା ବି ବଦଳିଯିବ  

ମହାଭାରତରୁ ଗୋଟିଏ କଥା ସ୍ପଷ୍ଟ ଯେ, ସେ ଯେକୌଣସି ସମସ୍ୟା ହେଉ ଏହାର ସମାଧାନ ଆଲୋଚନା ମାଧ୍ୟମରେ ହୋଇପାରେନା। ଅର୍ଥାତ୍ ବିନା ଯୁଦ୍ଧରେ କିଛି ବି ହାସଲ କରି ହୁଏନା। ଏହାର ସନ୍ଦେଶ ହେଉଛି ଆଲୋଚନା ବିଫଳ ହେଲେ ଯୁଦ୍ଧ କର। ଆଉ ଯୁଦ୍ଧର ପରିଣାମ ସ୍ୱରୁପ ଯେଉଁ ବିନାଶ ହୁଏ ସେଥି ଲାଗି ଲୁହ ଗଡାଅ । ପ୍ରଶ୍ନ ଉଠେ ଆଲୋଚନା କେତେବେଳ ବିଫଳ ହୁଏ।  ଉତ୍ତର ଖୁବ୍ ସରଳ। ଆଲୋଚନା ବେଳେ ସମ୍ମୁଖଭାଗରେ  ଯଦି […]

kripacharya-1

kripacharya-1

Rakesh Mallick
  • Published: Wednesday, 31 May 2017
  • Updated: 01 June 2017, 04:15 PM IST

ମହାଭାରତରୁ ଗୋଟିଏ କଥା ସ୍ପଷ୍ଟ ଯେ, ସେ ଯେକୌଣସି ସମସ୍ୟା ହେଉ ଏହାର ସମାଧାନ ଆଲୋଚନା ମାଧ୍ୟମରେ ହୋଇପାରେନା। ଅର୍ଥାତ୍ ବିନା ଯୁଦ୍ଧରେ କିଛି ବି ହାସଲ କରି ହୁଏନା। ଏହାର ସନ୍ଦେଶ ହେଉଛି ଆଲୋଚନା ବିଫଳ ହେଲେ ଯୁଦ୍ଧ କର। ଆଉ ଯୁଦ୍ଧର ପରିଣାମ ସ୍ୱରୁପ ଯେଉଁ ବିନାଶ ହୁଏ ସେଥି ଲାଗି ଲୁହ ଗଡାଅ । ପ୍ରଶ୍ନ ଉଠେ ଆଲୋଚନା କେତେବେଳ ବିଫଳ ହୁଏ।  ଉତ୍ତର ଖୁବ୍ ସରଳ। ଆଲୋଚନା ବେଳେ ସମ୍ମୁଖଭାଗରେ  ଯଦି ଜଣେ ମୁର୍ଖର ଅବିର୍ଭାବ ହୁଏ । ଆଉ ସେଇ ମୁର୍ଖଙ୍କ କଥାରେ ଅନ୍ୟମାନେ  ଅନ୍ଧ ଭାବେ  ସମର୍ଥନ ପାଇଁ ବାଧ୍ୟ ହୁଅନ୍ତି। ଯାହାର ଉଦାହରଣ  ହେଉଛି ମହାଭାରତ ସୃଷ୍ଟିର କାରଣ।

ମହାଭାରତ ସସପେନ୍ସ

ମହାଭାରତ ଯୁଦ୍ଧ ପରେ ଭାରତର ଗତି କୁଆଡ଼େ ଥିଲା?  ଏ କଥା ସମସ୍ତେ ଚର୍ଚ୍ଚା କରନ୍ତି। କିନ୍ତୁ ଏହି ଯୁଦ୍ଧର ପରିଣାମ ଚର୍ଚ୍ଚା  ଖୁବ୍‌ କମ୍‌ ହୁଏ। ଭାରତ ଉପରେ ଏହି ଯୁଦ୍ଧର ପ୍ରଭାବ  କିଭଳି ଥିଲା ତାହା ବି କମ୍‌ ଆଲୋଚନା ହୁଏ ।  ତେବେ ଆସନ୍ତୁ ଏ ବିଷୟରେ କିଛି  ତଥ୍ୟ ଜାଣିବା

ସେତେବେଳର ସେନା ବଳ

ମହାଭାରତରେ ଯୁଦ୍ଧରେ ଶ୍ରୀକୃଷ୍ଣଙ୍କ ପାଖରେ ଗୋଟିଏ , କୌରବଙ୍କ ପାଖରେ ୧୦  ଏବଂ ପାଣ୍ଡବଙ୍କ ପାଖରେ ୭ଟି ଯୁଦ୍ଧ ରଥ ଥିଲା।  ସମସ୍ତ ମହାରଥୀଙ୍କ ସୈନ୍ୟକୁ ମିଶାଇଲେ ପ୍ରାୟ ୧ କୋଟିରୁ ଊର୍ଦ୍ଧ ସୈନ୍ୟ ଯୁଦ୍ଧରେ ସାମିଲ ହୋଇଥିଲେ।  । ଯଦି ଆମେ ବର୍ତ୍ତମାନ ସମୟର ୭ ଆରବ ରାଷ୍ଟ୍ରର ଜନସଂଖ୍ୟା ସହ ତୁଳନା କରିବା ତେବେ ଆଜି ସମଗ୍ର ବିଶ୍ୱର ସବୁ ସେନା ମିଶି ୧ କୋଟି ହେବ। ସେତେବେଳେ ପୃଥିବୀରେ ଜନସଂଖ୍ୟା ଖୁବ୍‌ ଅଳ୍ପ ଥିଲା। ହିସାବ ଅନୁଯାୟୀ ୧୯୪୭ ମସିହା ପୂର୍ବରୁ ଭାରତର ଜନସଂଖ୍ୟା  ଥିଲା ୪୦ କୋଟି। ଖ୍ରୀଷ୍ଟାବ୍ଦ ୧୬୫୦ ବେଳକୁ  ସମଗ୍ର ପୃଥିବୀର ଜନସଂଖ୍ୟା ଥିଲା ୫୦ କୋଟି । ସେହି ଅନୁଯାୟୀ ଅନୁମାନ ଲଗାଇଲେ ୩୧୧୨ଖ୍ରୀଷ୍ଟପୂର୍ବ ବେଳକୁ  ୧ କୋଟି ସେନା ତୁଳନାରେ ଭାରତର ଜନସଂଖ୍ୟା ୫ରୁ ୬କୋଟି ହେବ।

ଯୁଦ୍ଧରେ ସମସ୍ତେ ଟଳି ପଡ଼ିଥିଲେ, ବଞ୍ଚିଥିଲେ ୧୮

୧୮ ଦିନ ଧରି ଚାଲିଥିଲା ମହାଭାରତ ଲଢେଇ । ସାମିଲ ଥିଲେ ୧ କୋଟି ସୈନ୍ୟ । ଯୁଦ୍ଧରେ ସମସ୍ତେ ଟଳିପଡ଼ିଥିଲେ। ମାତ୍ର ୧୮ ଜଣ  ଯୋଦ୍ଧା ଜୀବିତ ଥିଲେ। ସେହି ବଞ୍ଚି ଯାଇଥିବା ଯୋଦ୍ଧାମାନେ ହେଲେ କୌରବ ପକ୍ଷର କୃତବର୍ମା, କୃପାଚାର୍ଯ୍ୟ ଏବଂ ଅଶ୍ୱତ୍ଥମା। ଆଉ ପାଣ୍ଡବମାନଙ୍କ ପକ୍ଷରୁ ହେଲେ  ଯୁଯୁତ୍ସୁ,  ଯୁଧିଷ୍ଟିର, ଅର୍ଜୁନ, ଭୀମ, ନକୁଳ, ସହଦେବ, କୃଷ୍ଣ, ସାତ୍ୱକୀ। ଇତିହାସ କୁହେ ମହାଭରତ ଯୁଦ୍ଧରେ ୩୯ ଲକ୍ଷ ୪୦ ହଜାର ସୈନିକ ମରିଥିଲେ।

କୌରବ ପକ୍ଷ: କୌରବ ପକ୍ଷରୁ ଦୁର୍ଯ୍ୟଧନ ଏବଂ ତାଙ୍କର ୯୯ ଭାଇ ସହିତ ଭୀଷ୍ମ, ଦ୍ରୋଣାଚାର୍ଯ୍ୟ,କର୍ଣ୍ଣ, ଶଲ୍ୟ, ଭୁରିଶ୍ରୱା, ଅଳମ୍ଭୁଷ, କଳିଙ୍ଗ ରାଜ, ଶ୍ରୁତାୟୁ, ଶକୁନି, ଭଗଦତ୍ତ, ଜୟଦରଥ,ବିନ୍ଦ ଅନୁବିନ୍ଦ, କମ୍ବୋଜ ରାଜ ସୁଦ୍ଦକ୍ଷିଣ  ଏବଂ ବୃହଦ୍ୱଳଙ୍କ ସହ ସେମାନଙ୍କ ପୁଅମାନେ ମଧ୍ୟ ଯୁଦ୍ଧରେ ସାମିଲ ଥିଲେ । ଏମାନେ ସମସ୍ତଙ୍କର ମୃତ୍ୟୁ ଘଟିଛି । କୌରବ କୁଳ ନଷ୍ଟ ହୋଇଯାଇଥିଲା।  ଏକମାତ୍ର ଯୁଯୁତ୍ସୁ ବଞ୍ଚିଥିଲେ।

ପାଣ୍ଡବ ପକ୍ଷ: ପାଣ୍ଡବ ପକ୍ଷରୁ ଅଭିମନ୍ୟୁ, ଘଟଚକଚ୍, ବିରାଟ, ଦ୍ରୁପଦ, ଧୃଷ୍ଟଦ୍ୟୁମ୍ନ, ପାଣ୍ଡ୍ୟରାଜା, କୁନ୍ତିଭୋଜ, ଉତ୍ତମୈଜା, ଶୈବ୍ୟ ଏବଂ ଅନପରାଜ ନିଳଙ୍କ ସହିତ ପାଖାପାଖି  ୫୦ ପୁତ୍ର ଯୁଦ୍ଧରେ ମରିଥିଲେ । ପାଣ୍ଡବ ବଂଶର ଅଭିମନ୍ୟୁଙ୍କ ପୁଅ ପରୀକ୍ଷିତକୁ କୃଷ୍ଣ ବଞ୍ଚାଇଥିଲେ । ପାଣ୍ଡବ ପକ୍ଷ ଯୁଦ୍ଧ ଜିତି ବି ହାରିଯାଇଥିଲେ।  କାରଣ ତାଙ୍କ ପାଖରେ କିଛି ବି ବଞ୍ଚି ନ ଥିଲା। ସମସ୍ତ ପଣ୍ଡବଙ୍କ ପାଖରେ ୧୦-୧୦ଟି ପୁତ୍ର ଥିଲେ ।  କିନ୍ତୁ ସମସ୍ତଙ୍କ ମୃତ୍ୟୁ ଘଟିଥିଲା।

ଯାଦବ ପକ୍ଷ: ମହାଭାରତରେ ଯୁଦ୍ଧରେ ନାରାୟଣୀ ସେନାଙ୍କ ସମେତ କିଛି ଯୋଦ୍ଧା ମରିଥିଲେ ।  ପରେ ଗାନ୍ଧାରୀଙ୍କ ଅଭିଶାପରୁ ଶ୍ରୀକୃଷ୍ଣଙ୍କ କୁଳ ବୁଡ଼ିଯାଇଥିଲା। ଶ୍ରୀକୃଷ୍ଣଙ୍କୁ କୌରବଙ୍କ ମାତା ଗାନ୍ଧାରୀଙ୍କ ଅଭିଶାପ ଥିଲା ଯେ, ଯେଭଳି ମୋ ପୁଅମାନେ ଯୁଦ୍ଧରେ ବଳିପଡ଼ିଲେ ସେମିତି ତମ ଯଦୁ ବଂଶ ମଧ୍ୟରେ ପରଷ୍ପର ଲଢେଇ ହୋଇ ଲୋପ ପାଇବ। ଆଉ ଶେଷରେ ସେୟା ହିଁ ଘଟିଥିଲା।

ଖାଲି ମହାଭାରତ ନୁହେଁ

ଏହି ଯୁଦ୍ଧରେ କେଡ଼େ କେଡ଼େ ମହାରଥୀ , ପିତାମହ ଯୋଦ୍ଧାଙ୍କ ଭଳି ନିଧନ ହେଲା। ଯୁଦ୍ଧରେ ପିତା ପୁତ୍ର ସାମିଲ ହେଲେ ଆଉ ଫଳସୂରୁପ ୩ ପୁରୁଷ ପର୍ଯ୍ୟନ୍ତ ଚିହ୍ନବର୍ଣ୍ଣ ରହିଲାନି। କେବଳ ମହାଭାରତ ନୁହେଁ ଭାରତ ବର୍ଷରେ ଯେତେବେଳେ ବି ରାଜା ମହାରାଜାଙ୍କ ମଧ୍ୟରେ ଯୁଦ୍ଧ ହୋଇଛି ଅନେକ ବଂଶ ନିପାତ ହୋଇଯାଇଛି।

ଖୁବ୍ ଶୀଘ୍ର ଏହାର  ପରବର୍ତ୍ତୀ ଭାଗ ପ୍ରକାଶ ପାଇବ

ସୌଜନ୍ୟ ୱେବ ଦୁନିଆ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story