ହ୍ୱାଟ୍ସଆପ୍‌ରେ ଆସିଲା ହାରି ଯାଇଥିବା କାହାଣୀ: ଆଉ ତାପରେ କ’ଣ କଲା ପ୍ରେମିକା...?

ଗ୍ୱାଲିୟର: ଆଜିକାଲିର ଯୁବପିଢି ଛନ୍ଦି ହେଇ ଯାଉଛନ୍ତି ପ୍ରେମର ମାୟାଜାଲରେ। କ୍ଷଣିକ ସୁଖ ପାଇଁ ବରବାଦ କରୁଛନ୍ତି ପୂରା ଜୀବନ। ପ୍ରେମ ଆଗରେ ହାର ମାନୁଛି ଜୀବନ। କେହି କେହି ପ୍ରେମରେ ପ୍ରତାରିତ ହୋଇ ଜୀବନ ମଧ୍ୟ ହାରୁଛନ୍ତି। ଠିକ୍ ଏହିପରି ଘଟଣା ଘଟିଛି ଗ୍ୱାଲିୟରର ନୀଲମ୍ ଆରୋରାଙ୍କ କ୍ଷେତ୍ରରେ। ଜୀବନ ହାରିବା ପୂର୍ବରୁ କହି ଦେଇଗଲେ ନିଜ ମରିବା ପଛର କାହାଣୀ। ତାହା ପୁଣି ହ୍ୱାଟସଆପ୍ ମାଧ୍ୟମରେ। ମଧ୍ୟପ୍ରଦେଶର ନୀଲମ୍। ଗ୍ୱାଲିୟରର ଏକ ସ୍କୁଲରେ ପାଠ […]

suicide

suicide

Rakesh Mallick
  • Published: Wednesday, 10 May 2017
  • Updated: 10 May 2017, 04:22 PM IST

Sports

Latest News

ଗ୍ୱାଲିୟର: ଆଜିକାଲିର ଯୁବପିଢି ଛନ୍ଦି ହେଇ ଯାଉଛନ୍ତି ପ୍ରେମର ମାୟାଜାଲରେ। କ୍ଷଣିକ ସୁଖ ପାଇଁ ବରବାଦ କରୁଛନ୍ତି ପୂରା ଜୀବନ। ପ୍ରେମ ଆଗରେ ହାର ମାନୁଛି ଜୀବନ। କେହି କେହି ପ୍ରେମରେ ପ୍ରତାରିତ ହୋଇ ଜୀବନ ମଧ୍ୟ ହାରୁଛନ୍ତି। ଠିକ୍ ଏହିପରି ଘଟଣା ଘଟିଛି ଗ୍ୱାଲିୟରର ନୀଲମ୍ ଆରୋରାଙ୍କ କ୍ଷେତ୍ରରେ।

ଜୀବନ ହାରିବା ପୂର୍ବରୁ କହି ଦେଇଗଲେ ନିଜ ମରିବା ପଛର କାହାଣୀ। ତାହା ପୁଣି ହ୍ୱାଟସଆପ୍ ମାଧ୍ୟମରେ। ମଧ୍ୟପ୍ରଦେଶର ନୀଲମ୍। ଗ୍ୱାଲିୟରର ଏକ ସ୍କୁଲରେ ପାଠ ପଢାଇବା ସହ ପୁଲିସ ବିଭାଗରେ ଚାକିରି କରିବା ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ। ଏହା ଭିତରେ ସେ ଭଲ ପାଇ ବସିଥିଲେ ଦୀପକ ନାମକ ଯୁବକଙ୍କୁ। ବେଶ୍ ଭଲ ଚାଲିଥିଲା ନୀଲମ୍‌ଙ୍କ ଲଭ୍ ଲାଇଫ। ଏପରିକି ନୀଲମ ରହୁଥିବା ଲେଡ଼ିଜ ହେଷ୍ଟଲକୁ ଯିବା ଆସିବା କରୁଥିଲେ ଦୀପକ୍।

ଭଲପାଇବାରେ ରାଗ, ଅଭିମାନ, କଳି, ଝଗଡ଼ା କିଛି ନୂଆ କଥା ନୁହେଁ। ନୀଲମ୍ ଓ ଦୀପକଙ୍କ ଭିତରେ ମଧ୍ୟ କିଛିଦିନ ପୂର୍ବରୁ ଝଗଡ଼ା ଲାଗିଥିଲା ଓ ଉଭୟ କିଛିଦିନ ପର୍ଯ୍ୟନ୍ତ କଥା ମଧ୍ୟ ହୋଇ ନଥିଲେ। ତେବେ ରାଗ ଶାନ୍ତ ହେବା ପରେ ନୀଲମ ବାରମ୍ୱାର ଦୀପକକୁ ଫେ।ନ କରିଥିଲେ ମଧ୍ୟ ଏହାର କୌଣସି ଉତ୍ତର ପାଇନଥିଲେ। ତେଣୁ ହ୍ୱାଟସଆପ୍‌ରେ ପ୍ରେମିକକୁ ପଠାଇଥିଲେ ଜୀବନର ଶେଷ ମେସେଜ। ନିଜ ମନ ଭିତରେ ଥିବା ଭାବନାକୁ ପରିପ୍ରକାଶ କରିଥିଲା ପ୍ରେମିକ ପାଖରେ, ଆଉ ପଚାରିଥିଲେ ଭଲପାଇବାର ଶେଷ ଜବାବ କ’ଣ ତାଙ୍କର ମୃତ୍ୟୁ। ତଥାପି ତରଳିନଥିଲା ଦୀପକର କଠୋର ହୃଦୟ। ବାସ୍ ଏତିକିରେ ଧର୍ଯ୍ୟଚ୍ୟୁତ ହୋଇଥିଲେ ନୀଲମ୍। ଆଉ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ କରିବା ପୂର୍ବରୁ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ ନୀଲମ୍।

Courtesy- aaj tak

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story