ଧନୀ ରେଷ୍ଟୁରାଣ୍ଟରେ ଗରିବଙ୍କ ପାଇଁ ଦିନେ: ଭେଟନ୍ତୁ ମାଲିକଙ୍କୁ, ଶୁଣନ୍ତୁ ତାଙ୍କ ମାଗଣା କାହାଣୀ

ସୁରତ: ସହରବଜାରରେ ନାମୀଦାମୀ ହୋଟେଲ୍ ଏବଂ ରେଷ୍ଟୁରାଣ୍ଟର ଭିଡ଼। ଏସବୁ ହୋଟେଲର ଥିଲାବାଲାଙ୍କ ପାଇଁ। ଗରିବଙ୍କ ପାଇଁ ଏସବୁ ଯେମିତି ସାତ ସପନ। ରେଷ୍ଟୁରାଣ୍ଟରେ ଖାଇବା ତ ଦୂରର କଥା ତା ସାମ୍ନାରେ ଛିଡ଼ା ହେବାକୁ ବି ସାହାଜ ଜୁଟାଇ ପାରିନଥିଲା ଏ ନଥିଲାବାଲା।  କିନ୍ତୁ ଏମିତି ଏକ ରେଷ୍ଟୁରାଣ୍ଟ ଅଛି ଯେଉଁଠି ସପ୍ତାହକୁ ଥରେ ଗରିବମାନଙ୍କ ପାଇଁ ମାଗଣାରେ ଖାଇବା ବ୍ୟବସ୍ଥା ରହିଛି। ସୁରତର ଉଧନା ନିକଟରେ ରହିଛି ଗୋରସ ରେଷ୍ଟୁରାଣ୍ଟ। ଯେଉଁଠି ପ୍ରତ୍ୟେକ ବୁଧବାର […]

goras-gujrathi-thali

goras-gujrathi-thali

Rakesh Mallick
  • Published: Thursday, 25 May 2017
  • Updated: 25 May 2017, 10:33 PM IST

ସୁରତ: ସହରବଜାରରେ ନାମୀଦାମୀ ହୋଟେଲ୍ ଏବଂ ରେଷ୍ଟୁରାଣ୍ଟର ଭିଡ଼। ଏସବୁ ହୋଟେଲର ଥିଲାବାଲାଙ୍କ ପାଇଁ। ଗରିବଙ୍କ ପାଇଁ ଏସବୁ ଯେମିତି ସାତ ସପନ। ରେଷ୍ଟୁରାଣ୍ଟରେ ଖାଇବା ତ ଦୂରର କଥା ତା ସାମ୍ନାରେ ଛିଡ଼ା ହେବାକୁ ବି ସାହାଜ ଜୁଟାଇ ପାରିନଥିଲା ଏ ନଥିଲାବାଲା।  କିନ୍ତୁ ଏମିତି ଏକ ରେଷ୍ଟୁରାଣ୍ଟ ଅଛି ଯେଉଁଠି ସପ୍ତାହକୁ ଥରେ ଗରିବମାନଙ୍କ ପାଇଁ ମାଗଣାରେ ଖାଇବା ବ୍ୟବସ୍ଥା ରହିଛି।

ସୁରତର ଉଧନା ନିକଟରେ ରହିଛି ଗୋରସ ରେଷ୍ଟୁରାଣ୍ଟ। ଯେଉଁଠି ପ୍ରତ୍ୟେକ ବୁଧବାର ଦିନ ଗରିବମାନଙ୍କ ପାଇଁ ମାଗଣା ଭୋଜନ ବ୍ୟବସ୍ଥା ରହିଛି। ରେଷ୍ଟୁରାଣ୍ଟର ମାଲିକ ପିନୋ ମାଦବାନୀ ତାଙ୍କର ଦୁଇ ସହଯୋଗୀଙ୍କ ସହ ମିଶି 8ମାସ ତଳେ ଏହି ରେଷ୍ଟୁରାଣ୍ଟ ଆରମ୍ଭ କରିଥିଲେ। ରେଷ୍ଟୁରାଣ୍ଟର ଆରମ୍ଭ ଦିନରୁ ହିଁ ମାଲିକ ଗରିବ ଲୋକଙ୍କ ପାଇଁ ଏହି ବ୍ୟବସ୍ଥା ଆରମ୍ଭ କରିଥିଲେ। କାରଣ ତାଙ୍କ ବିଶ୍ୱାସ ଗରିବ ଲୋକମାନଙ୍କୁ ଖାଦ୍ୟ ଖୁଆଇବାର ସୁଯୋଗ ସମସ୍ତଙ୍କୁ ମିଳେନି ଏବଂ ତାଙ୍କୁ ଏ ସୁଯୋଗ ମିଳିଥିବାରୁ ସେ ଭାଗ୍ୟବାନ ବୋଲି ନିଜକୁ ଭାବିଛନ୍ତି।

ଉଧନାରେ ପ୍ରସିଦ୍ଧ ଗୋରସ ଥାଳି। ଯାହାକୁ ଖାଇବା ପାଇଁ ଦେଶ ବିଦେଶରୁ ଅନେକ ଲୋକ ଆସି ସେଠାରେ ଜମା ହୁଅନ୍ତି। ଏହି ଗୋରସ ଥାଳିକୁ ଖୁଆଇବାର ପରମ୍ପରା ବୁଧବାର ଦିନ  ଥାଏ।  ସେଥିପାଇଁ ବୁଧବାର ଦିନ ଏଠାରେ ଗରିବ ଲୋକଙ୍କୁ ଖାଇବାକୁ ଦିଆଯାଏ। ଯେପର୍ଯ୍ୟନ୍ତ ଲୋକ ପେଟପୁରା ନଖାଇଛନ୍ତି,  ସେପର୍ଯ୍ୟନ୍ତ ସେମାନଙ୍କୁ ଖାଇବାକୁ ଦିଆଯାଏ। ସବୁ ବୁଧବାର ଦିନ 400 ରୁ ଅଧିକ ଗରିବ ଲୋକମାନଙ୍କୁ ଏଠାରେ ଖାଇବାକୁ ଦିଆଯାଏ।

କେବଳ ଖାଦ୍ୟ ନୁହେଁ ଖାଦ୍ୟ ସହ ବସ୍ତ୍ର ବି ମାଗଣାରେ ମିଳିଥାଏ। ଏଠାରେ ବିଦେଶରୁ ରେଷ୍ଟୁରାଣ୍ଟକୁ ଖାଇବାକୁ ଆସିଥିବା ଲୋକମାନଙ୍କଠୁ ଦାନରେ ମିଳିଥିବା ପୋଷାକକୁ ଗରିବ ଲୋକଙ୍କୁ ଦାନରେ ଦିଆଯାଇଥାଏ। ଏହି ରେଷ୍ଟୁରାଣ୍ଟ ମାଲିକ ନିକଟରେ ଏକ ଅଭିଯାନ ଆରମ୍ଭ କରିଛନ୍ତି, ଯେଉଁଥିରେ ସହରର ଲୋକଙ୍କ ଠାରୁ ପୁରୁଣା କପଡ଼ା ଏକଜୁଟ କରି ଗରିବମାନଙ୍କୁ ବଣ୍ଟା ଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story