ଜାଣନ୍ତୁ ରୁମାଲର ବ୍ୟବହାର:  ନହେଲେ ହୋଇଯିବେ ତଳିତଳାନ୍ତ

ସମସ୍ତେ ପାଖରେ ରୁମାଲ ରୁମାଲ ରଖିଥାନ୍ତି। ଏହା ମଧ୍ୟ ଏକ ଭଲ ଅଭ୍ୟାସ। ହେଲେ ଏହାର ବ୍ୟବହାରକୁ ନେଇ ବହୁତ ଲୋକ କିଛି ଜାଣନ୍ତି ନାହିଁ।  ଶାସ୍ତ୍ର ଅନୁସାରେ ରୁମାଲର ବ୍ୟବହାର ଠିକ୍‌ରେ କରୁ ନଥିଲେ ଆପଣ ତଳିତଳାନ୍ତ ହୋଇଯାଇପାରନ୍ତି। ରୁମାଲର ସଠିକ ଉପଯୋଗ ନାମ, ଯଶ, ପ୍ରତିଷ୍ଠା ଓ ସମ୍ମାନ ଦେଇଥାଏ ବୋଲି ଜ୍ୟୋତିଷ କହିଥାନ୍ତି। ଆସନ୍ତୁ ଜାଣିବା ପକେଟରେ ରଖୁଥିବା ରୁମାଲର ସଠିକ ଉପଯୋଗ ସମ୍ପର୍କରେ। ୧. ପ୍ରତିଦିନ ଧୁଆ ହୋଇଥିବା ରୁମାଲକୁ ‍ବ୍ୟବହାର […]

Hankie

Hankie

Rakesh Mallick
  • Published: Tuesday, 28 November 2017
  • Updated: 28 November 2017, 11:16 AM IST

Sports

Latest News

ସମସ୍ତେ ପାଖରେ ରୁମାଲ ରୁମାଲ ରଖିଥାନ୍ତି। ଏହା ମଧ୍ୟ ଏକ ଭଲ ଅଭ୍ୟାସ। ହେଲେ ଏହାର ବ୍ୟବହାରକୁ ନେଇ ବହୁତ ଲୋକ କିଛି ଜାଣନ୍ତି ନାହିଁ।  ଶାସ୍ତ୍ର ଅନୁସାରେ ରୁମାଲର ବ୍ୟବହାର ଠିକ୍‌ରେ କରୁ ନଥିଲେ ଆପଣ ତଳିତଳାନ୍ତ ହୋଇଯାଇପାରନ୍ତି। ରୁମାଲର ସଠିକ ଉପଯୋଗ ନାମ, ଯଶ, ପ୍ରତିଷ୍ଠା ଓ ସମ୍ମାନ ଦେଇଥାଏ ବୋଲି ଜ୍ୟୋତିଷ କହିଥାନ୍ତି। ଆସନ୍ତୁ ଜାଣିବା ପକେଟରେ ରଖୁଥିବା ରୁମାଲର ସଠିକ ଉପଯୋଗ ସମ୍ପର୍କରେ।

୧. ପ୍ରତିଦିନ ଧୁଆ ହୋଇଥିବା ରୁମାଲକୁ ‍ବ୍ୟବହାର କରନ୍ତୁ। ଅସନା ରୁମାଲ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡିବ ବୋଲି ଜ୍ୟୋତିଷଶାସ୍ତ୍ରରେ ଉଲ୍ଲେଖ ରହିଛି।

୨. ନିଜ ରୁମାଲକୁ ଅନ୍ୟ କାହାକୁ ଦିଅନ୍ତୁ ନାହିଁ କିମ୍ୱା ଅନ୍ୟ କାହା ରୁମାଲକୁ ନିଜେ ବ୍ୟବହାର କରନ୍ତୁ ନାହିଁ। ଏହା ଖରାପ ପ୍ରଭାବ ପକାଇଥାଏ।

୩. ହାଲକା ରଙ୍ଗର ରୁମାଲକୁ ୪ କିମ୍ୱା ୬ ଆକରର ଭାଙ୍ଗି ନିଜ ପାଖରେ ରଖନ୍ତୁ। ସ୍ୱାସ୍ଥ୍ୟ ଭଲ ରହିବ ଓ ମାନସମ୍ମାନ ବୃଦ୍ଧି ପାଇବ ବୋଲି ଶାସ୍ତ୍ରବିତ କହିଥାନ୍ତି।

୪. ରୁମାଲରେ ପେନ୍‌ କିମ୍ୱା କଲମରେ କିଛି ଲେଖନ୍ତୁ ନାହିଁ। ଏହା ଦ୍ୱାରା ଏକାଗ୍ରତା କମ୍‌ ହୋଇଯାଇଥାଏ ଓ ମନ ଅଶାନ୍ତ ରହିଥାଏ।

୫. ବ୍ୟବସାୟରେ କ୍ଷତି ହଉଥିଲେ ହଳଦିଆ ରଙ୍ଗର ରୁମାଲ ନିଜ ପାଖରେ ରଖନ୍ତୁ। ଦେଖିବେ ସବୁ ସମସ୍ୟା ଦୁର ହୋଇଯିବ ଓ ଆପଣ ମା’ ଲକ୍ଷ୍ମୀ କୃପା ଲାଭ କରିପାରିବେ।

୬. ଆୟରୁ ଅଧିକ ବ୍ୟୟ ହେଉଥିଲେ, ପିତୃ ଧନ ହରାଇ ବସିଥିଲେ ଅବା ଘର ସଦସ୍ୟ ବେମାରରେ ପଡୁଥିଲେ ୧୨ଟି ବାଦାମକୁ କଳାରଙ୍ଗର ରୁମାଲରେ ବାନ୍ଧି ଏକ ଲୁହାପାତ୍ରରେ ରଖନ୍ତୁ। ଏହି ଲୁହା ପାତ୍ରକୁ ଏକ ଅନ୍ଧାର କଠୋରୀରେ ରଖିଦିଅନ୍ତୁ ଅବା ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ। ଏହା ଦ୍ୱାରା ସବୁ ସମସ୍ୟା ଦୂର ହୋଇଯିବ।

୭. ଘରକୁ ଆସିଥିବା ଅତିଥିଙ୍କୁ ପୂର୍ବଦିଗକୁ ମୁହଁ କରି ବସାଇ ଖାଇବାକୁ ଦିଅନ୍ତୁ। ୩ ପ୍ରକାର  ଖାଦ୍ୟ ସହ ଦହି ଖାଇବାକୁ ଦିଅନ୍ତୁ। ଅତିଥି ଘରୁ ଗଲା ସମୟରେ ରୁମାଲ ଉପହାରରେ ଦିଅନ୍ତୁ।  ଏହି ଉପାୟ ଆପଣେଇବା ଦ୍ୱାରା ଚାକିରିରେ ପ୍ରମୋସନ ଶୀଘ୍ର ମିଳିଥାଏ ବୋଲି ପଣ୍ଡିତମାନେ କହିଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story