କଳାକୋର୍ଟର ଧଳାରୋଜଗାର: ଭେଟନ୍ତୁ ଭାରତର ହାଇପେଡ୍ ଓକିଲଙ୍କୁ, ଯାହାଙ୍କ ପାଉଣା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

କୁଳଭୂଷଣଙ୍କ ଫ।ଶି ଦଣ୍ଡାଦେଶ ଉପରେ ଅନ୍ତର୍ଜାତୀୟ କୋର୍ଟ ରୋକ୍ ଲଗାଇବା ପରେ ସମସ୍ତ ଭାରତୀୟଙ୍କ ଛାତି କୁଣ୍ଢେମୋଟ ହୋଇଯାଇଛି। କୁଳଭୂଷଣ ଯାଦବ ମାମଲାରେ ଭାରତକୁ ଅନ୍ତର୍ଜାତୀୟ କୋର୍ଟରେ ବିଜୟ ଦେଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଦେଶର ବିଶିଷ୍ଟ ଓକିଲ ହରିଶ ସାଲ୍‌ଭେ। ଭାରତର ଦାମୀ ଓକିଲଙ୍କ ମଧ୍ୟରୁ ହରିଶ ଅନ୍ୟତମ। କୁଳଭୂଷଣଙ୍କ ମାମଲା ଲଢିବା ପାଇଁ ହରିଶ ପାଉଣା ବାବଦକୁ ୧ଟଙ୍କ। ନେଇଥିବା ବେଳେ ଭାରତରେ ଏମିତି କିଛି ଓକିଲ ଅଛନ୍ତି ଯେଉଁ ମାନେ କେସ୍ ଲଢିବାକୁ […]

lawer-1

lawer-1

Rakesh Mallick
  • Published: Wednesday, 24 May 2017
  • Updated: 24 May 2017, 06:23 PM IST

Sports

Latest News

କୁଳଭୂଷଣଙ୍କ ଫ।ଶି ଦଣ୍ଡାଦେଶ ଉପରେ ଅନ୍ତର୍ଜାତୀୟ କୋର୍ଟ ରୋକ୍ ଲଗାଇବା ପରେ ସମସ୍ତ ଭାରତୀୟଙ୍କ ଛାତି କୁଣ୍ଢେମୋଟ ହୋଇଯାଇଛି। କୁଳଭୂଷଣ ଯାଦବ ମାମଲାରେ ଭାରତକୁ ଅନ୍ତର୍ଜାତୀୟ କୋର୍ଟରେ ବିଜୟ ଦେଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଦେଶର ବିଶିଷ୍ଟ ଓକିଲ ହରିଶ ସାଲ୍‌ଭେ। ଭାରତର ଦାମୀ ଓକିଲଙ୍କ ମଧ୍ୟରୁ ହରିଶ ଅନ୍ୟତମ। କୁଳଭୂଷଣଙ୍କ ମାମଲା ଲଢିବା ପାଇଁ ହରିଶ ପାଉଣା ବାବଦକୁ ୧ଟଙ୍କ। ନେଇଥିବା ବେଳେ ଭାରତରେ ଏମିତି କିଛି ଓକିଲ ଅଛନ୍ତି ଯେଉଁ ମାନେ କେସ୍ ଲଢିବାକୁ ନେଇଥାନ୍ତି ଲକ୍ଷ ଲକ୍ଷ ଟଙ୍କ।। ତେବେ ଆସନ୍ତୁ ଜାଣିବା ଦେଶର କିଛି ମହଙ୍ଗ। ଓକିଲଙ୍କ ପାଉଣା ବିଷୟରେ।ram-jetmalini

ରାମ ଜେଠମାଲିନୀ: ରାମ ଜେଠମାଲିନୀ। ଭାରତୀୟ ଆଇନ ବ୍ୟବସ୍ଥାରେ ଏକ ପରିଚିତ ନାମ। ତାଙ୍କ ଫି’ ରେଟ୍ ଶୁଣିଲେ ତାଜୁବ ହୋଇଯିବେ ଆପଣ। କୌଣସି ମାମଲାରେ ଥରେ କୋର୍ଟରେ ହାଜର ହେବାକୁ ସେ ନେଇଥାନ୍ତି ୨୫ ଲକ୍ଷ ଟଙ୍କ।। ସାଧାରଣ ଲୋକଙ୍କ ପାଇଁ ସ୍ୱପ୍ନ ଜେଠମାଲିନୀ। ଭାରତର ଦାମୀ ଓକିଲ ଭାବେ ମାନ୍ୟତା ପାଇଛନ୍ତି ଜେଠମାଲିନୀ। ଏକା ସାଙ୍ଗରେ ସେ ଜଣେ ଓକିଲ ଓ ରାଜନେତା ମଧ୍ୟ। ପୂର୍ବରୁ ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ ସେ ଆଇନ୍ ମନ୍ତ୍ରୀ ଭାବେ ମଧ୍ୟ ସ୍ଥାନ ପାଇ ସାରିଛନ୍ତି।

fali-nariman

ଫଲି ନରିମାନ: ଭାରତର ଜଣେ ପ୍ରଖ୍ୟାତ ଓକିଲ ଭାବେ ନାଁ ଅଛି ଫଲି ନରିମାନଙ୍କର। ନିଜର ଶାଣିତ ଯୁକ୍ତିରେ ପ୍ରତିପକ୍ଷ ଓକିଲକୁ ପରାସ୍ତ କରିବାରେ ମାହିର ନରିମାନ। ଭାରତୀୟ ସମ୍ୱିଧାନ ଉପରେ ଗଭୀର ଜ୍ଞାନ ଥିବା ଏହି ୮୭ ବର୍ଷିୟ ଓକିଲ ଏବେ ବି କୋର୍ଟ ରୁମ୍‌ରେ ବେଶ୍ ସକ୍ରିୟ। କୌଣସି ମାମଲାରେ କୋର୍ଟରେ ହାଜର ହେବାକୁ ୮ ରୁ ୧୫ ଲକ୍ଷ ଟଙ୍କ। ନେଇଥାନ୍ତି ସେ । ଗୋଟିଏ ଦିନ କୋର୍ଟରେ ରହିବାକୁ ଫି ବାବଦକୁ ନେଇଥାନ୍ତି ୨୫ ଲକ୍ଷ ଟଙ୍କ।। ପଦ୍ମଭୂଷଣ ଓ ପଦ୍ମବିଭୂଷଣ ବିଜେତା ଫଲି ନରିମାନ ୧୯୯୯ରେ ରାଷ୍ଟ୍ରପତିଙ୍କ ଦ୍ୱାରା ରାଜ୍ୟସଭାକୁ ମନୋନୀତ ହୋଇଥିଲେ।।

k.k venugopalକେ.କେ. ବେଣୁଗୋପାଳ: ସୁପ୍ରିମକୋର୍ଟର ଜଣେ ସିନିୟର ଓକିଲ ଭାବେ ଜଣାଶୁଣା କେ.କେ ବେଣୁଗୋପାଳ। ପଦ୍ମଭୂଷଣ ଓ ପଦ୍ମ ବିଭୂଷଣରେ ସମ୍ମାନିତ ହୋଇଛନ୍ତି ବେଣୁଗୋପାଳ। ଏପିରିକି ଭୁଟାନ ସରକାର ଭୁଟାନର ସମ୍ୱିଧାନ ଖସଡ଼ା ପ୍ରସ୍ତୁତ କରିବାକୁ ପରାମର୍ଶ ପାଇଁ ବେଣୁଗୋପାଳଙ୍କୁ ସାମ୍ୱିଧାନିକ ଉପଦେଷ୍ଟା ଭାବେ ନିଯୁକ୍ତି ଦେଇଥିଲେ। ପ୍ରତି କେସ୍ ପାଇଁ କୋର୍ଟରେ ଥରେ ହାଜର ହେବାକୁ ୫ ରୁ ୧୫ ଲକ୍ଷ ଟଙ୍କ। ପର୍ଯ୍ୟନ୍ତ ଫି ନେଇଥାନ୍ତି ବେଣୁଗୋପାଳ। କିନ୍ତୁ ବିଭିନ୍ନ ରାଜ୍ୟରୁ ଆସୁଥିବା ସରକାରୀ କେସ୍‌କୁ ବିନା ମୂଲ୍ୟରେ ଲଢିଥାନ୍ତି ସେ।

gopal-subramaniumଗୋପାଳ ସୁବ୍ରମଣ୍ୟମ: ଆତଙ୍କବାଦୀ ଅଜମଲ୍ କସାବ କେସ୍‌ର ସରକାରୀ ଓକିଲ ଭାବେ ନିଜର କାର୍ଯ୍ୟ ନିର୍ବାହ କରିଥିଲେ ଗୋପାଳ ସୁବ୍ରମଣ୍ୟମ। ଭାରତର ଜଣେ ଫୌଜଦାରୀ ଓକିଲ ଭାବେ ନାଁ କମାଇଛନ୍ତି ଗୋପାଳ ସୁବ୍ରମଣ୍ୟମ। ସେ ପୂର୍ବରୁ ମଧ୍ୟ ଜାତୀୟ ବାର୍ କାଉନସିଲର ଚେୟାରମ୍ୟାନ ଭାବେ ନିର୍ବାଚିତ ହୋଇଛନ୍ତି। ପ୍ରତି ମାମଲାରେ କୋର୍ଟରେ ଥରେ ହାଜର ହେବା ପାଇଁ ୫ ଲକ୍ଷ ରୁ ୧୬ ଲକ୍ଷ ଟଙ୍କ। ଡିମାଣ୍ଡ କରିଥାନ୍ତି ଗୋପାଳ ସୁବ୍ରମଣ୍ୟମ।

p. chidambaramପି.ଚିଦାମ୍ୱରମ: ପେଶା ଓକିଲାତି କିନ୍ତୁ ନିଶା ରାଜନୀତି। ଭାରତୀୟ ରାଜନୀତିର ଏକ ଜଣାଶୁଣା ଚେହେରା ପି. ଚିଦାମ୍ୱରମ। ଉପା ସରକାରରେ ଗୃହମନ୍ତ୍ରୀ ଓ ଅର୍ଥମନ୍ତ୍ରୀର ଦାୟିତ୍ୱ ତୁଲାଇ ସାରିଛନ୍ତି ଚିଦାମ୍ୱରମ। ତେବେ ତାଙ୍କୁ ମଧ୍ୟ ବିଭିନ୍ନ ସମୟରେ କୋର୍ଟ ପରିସର ଭିତରେ ଦେଖିବାକୁ ମିଳେ। ଏହି  ଓକିଲ କୌଣସି କେସ୍‌ରେ ଥରେ କୋର୍ଟରେ ହାଜର ହେବାକୁ ୬ଲକ୍ଷ ରୁ ୧୫ ଲକ୍ଷ ଟଙ୍କ। ନେଇଥାନ୍ତି ।

harish-salve 2

ହରିଶ ସାଲ୍‌ଭେ: ଭାରତର ଏକ ଦାମୀ ଓକିଲଙ୍କ ଭିତରୁ ହରିଶ ସାଲ୍‌ଭେ ଅନ୍ୟତମ। କୁଳଭୂଷଣ ମାମଲାରେ ଭାରତକୁ ଅନ୍ତର୍ଜାତୀୟ କୋର୍ଟରେ ବିଜୟୀ କରାଇ ଚର୍ଚ୍ଚାକୁ ଆସିଛନ୍ତି ହରିଶ। କୌଣସି କେସ୍ ପାଇଁ କୋର୍ଟରେ ଥରେ ହାଜର ହେବାକୁ ୬ଲକ୍ଷରୁ ୧୫ଲକ୍ଷ ଟଙ୍କ। ନେଉଥିବା ହରିଶ କିନ୍ତୁ ଭାରତ ତରଫରୁ କୁଳଭୂଷଣଙ୍କ କେସ୍ ଲଢିବା ପାଇଁ ନେଇଥିଲେ ମାତ୍ର ଟଙ୍କ।ଟିଏ। ଏଥିପାଇଁ ସେ ସମସ୍ତ ଭାରତୀୟଙ୍କ ପ୍ରଶଂସାର ପାତ୍ର ପାଲଟି ଯାଇଛନ୍ତି।।

ଏମାନଙ୍କ ପରି ଆଉ କିଛି ଓକିଲ ଗୋଟିଏ ଗୋଟିଏ ମିନିଟ୍‌କୁ ଆୟ କରିଥାନ୍ତି ଲକ୍ଷ ଲକ୍ଷ ଟଙ୍କ।। ଅଭିଷେକ ସିଙ୍ଘଭି, ସିଏ ସୁନ୍ଦରମ୍ ଓ ସଲମାନ ଖୁର୍ସିଦଙ୍କ ପରି ହାଇପେଡ ଓକିଲ କୌଣସି ମାମଲାରେ କୋର୍ଟରେ ଥରେ ହାଜର ହେବାକୁ ୫ଲକ୍ଷ ରୁ ୧୫ଲକ୍ଷ ଟଙ୍କ। ପାଉଣା ନେଇଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story