ପୁରାଣ କଥା : ଜାଣନ୍ତୁ ୪ ଯୁଗର ମଣିଷ ଉଚ୍ଚତାର ରହସ୍ୟ

ହିନ୍ଦୁ ଧର୍ମରେ ଯୁଗ ଶବ୍ଦର ଅର୍ଥ ଭିନ୍ନ ଭିନ୍ନ ରହିଛି। ଯେମିତି କି ମଧ୍ୟ ଯୁଗ, ଆଧୁନିକ ଯୁଗ, ବର୍ତ୍ତମାନ ଯୁଗର ଶବ୍ଦ ଶୁଣିଥିବେ। କହିବାକୁ ଗଲେ  ଯୁଗ ଶବ୍ଦକୁ ନେଇ ବିଭିନ୍ନ ଅର୍ଥରେ ବ୍ୟବହାର କରାଯାଏ। ଏବେକାର ସମୟରେ ୧୦ ବର୍ଷକୁ ଆମେ ଗୋଟିଏ ଯୁଗ ବୋଲି  କହୁଛେ। ସେହିପରି ଜ୍ୟୋତିଷ ଶାସ୍ତ୍ର ଅନୁଶାରେ ୫ ବର୍ଷକୁ ଏକ ଯୁଗ କୁହାଯାଏ। ବୃହଷ୍ପତ୍ତିର ଗତି ଅନୁସାରେ ୬୦ ବର୍ଷରେ ୧୨ଟି ଯୁଗ ହୋଇଥାଏ।  ମୋଟାମୋଟିଭାବେ ପ୍ରତି […]

man-1

man-1

Rakesh Mallick
  • Published: Wednesday, 07 June 2017
  • Updated: 07 June 2017, 10:29 PM IST

Sports

Latest News

ହିନ୍ଦୁ ଧର୍ମରେ ଯୁଗ ଶବ୍ଦର ଅର୍ଥ ଭିନ୍ନ ଭିନ୍ନ ରହିଛି। ଯେମିତି କି ମଧ୍ୟ ଯୁଗ, ଆଧୁନିକ ଯୁଗ, ବର୍ତ୍ତମାନ ଯୁଗର ଶବ୍ଦ ଶୁଣିଥିବେ। କହିବାକୁ ଗଲେ  ଯୁଗ ଶବ୍ଦକୁ ନେଇ ବିଭିନ୍ନ ଅର୍ଥରେ ବ୍ୟବହାର କରାଯାଏ। ଏବେକାର ସମୟରେ ୧୦ ବର୍ଷକୁ ଆମେ ଗୋଟିଏ ଯୁଗ ବୋଲି  କହୁଛେ। ସେହିପରି ଜ୍ୟୋତିଷ ଶାସ୍ତ୍ର ଅନୁଶାରେ ୫ ବର୍ଷକୁ ଏକ ଯୁଗ କୁହାଯାଏ। ବୃହଷ୍ପତ୍ତିର ଗତି ଅନୁସାରେ ୬୦ ବର୍ଷରେ ୧୨ଟି ଯୁଗ ହୋଇଥାଏ।  ମୋଟାମୋଟିଭାବେ ପ୍ରତି ଥର ୫ ବର୍ଷର ପ୍ରଭେଦ ଆସୁଛି। ଏହି ୧୨ଟି ଯୁଗକୁ ପ୍ରଜାପତି, ଧାତା, ବୃଷ, ବ୍ୟୟ ,ଖର, ଦୁର୍ମୁଖ, ପ୍ଲବ, ପରାଭବ, ରୋଧକ୍ରୋତ, ଅନଳ, ଦୁର୍ମତୀ ଏବଂ କ୍ଷୟ ବୋଲି କୁହାଯାଉଛି। ସେହିପରି ପୌରାଣିକ  ମତ ଅନୁସାରେ ଲକ୍ଷ ଲକ୍ଷ ବର୍ଷକୁ ଗୋଟିଏ ଯୁଗ ବୋଲି ଧରାଯାଏ। ଯେମିତିକି ସତ୍ୟ ଯୁଗ ୧୭ ଲକ୍ଷ ୨୮ ହଜାର ବର୍ଷ, ତ୍ରେତୟା ଯୁଗ ୧୨ ଲକ୍ଷ ୯୬ ହଜାର ବର୍ଷ, ଦ୍ୱାପର ଯୁଗ ୮ ଲକ୍ଷ ୬୪ ହଜାର ବର୍ଷ ଏବଂ କଳି ଯୁଗର ଆୟୁଷ ୪ ଲକ୍ଷ ୩୨ ହଜାର ବର୍ଷ ବୋଲି କୁହାଯାଉଛି। ଏହି ପୌରାଣିକ କଥା ଅନୁଯାୟୀ ମଣିଷର ଉଚ୍ଚତାର ପ୍ରଭେଦକୁ ନେଇ ବଭିନ୍ନ ମତ ରହିଛି।  ତେବେ ଆସନ୍ତୁ ଜାଣିବା କେଉଁ ଯୁଗରେ  ମଣିଷର ଉଚ୍ଚତା କେତେ।

୧-ସତ୍ୟ: ସତ୍ୟଯୁଗର ମଣିଷର ଉଚ୍ଚତା ୩୨ ଫୁଟ୍‌ ଅର୍ଥାତ ୨୧ ହାତ  ଥିଲା ବୋଲି କୁହାଯାଉଛି।

୨-ତ୍ରେତୟା : ତ୍ରେତୟା ଯୁଗର ମଣିଷର ଉଚ୍ଚତା ୨୧ ଫୁଟ୍ ଅର୍ଥାତ ପାଖାପାଖି ୧୪ ହାତ ବୋଲି କୁହାଯାଇଛି।

୩-ଦ୍ୱାପର: ଦ୍ୱାପର ଯୁଗର ମଣିଷର  ଉଚ୍ଚତା ୧୧ ଫୁଟ୍‌ ଅର୍ଥାତ  ପ୍ରାୟ ୭ ହାତ ବୋଲି କୁହାଯାଉଛି।

୪- କଳି: କଳିଯୁଗର ମନୁଷ୍ୟର ଉଚ୍ଚତା ୫ ଫୁଟ ୫ ଇଞ୍ଚ (ହାରାହାରି)ଅର୍ଥାତ ସାଢେ ୩ ହାତ ବୋଲି କୁହାଯାଉଛି।

ସୌଜନ୍ୟ: ୱେବ ଦୁନିଆ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story