ସ୍ୱାମୀ ହେବ ତ ଏମିତି: ପ୍ରେମଶଙ୍କରଙ୍କ ପ୍ରେମ ସାଜିଛି ପ୍ରେରଣା...

ନୂଆଦିଲ୍ଲୀ: ଆପଣମାନେ ନିଶ୍ଚୟ ଦେଖିଥିବେ କିମ୍ୱା ଶୁଣିଥିବେ ପାଠ ପଢ଼ିବା ପାଇଁ କିଏ ଖବରକାଗଜ ବିକ୍ରି କରେ ତ ଆଉ କିଏ ପାର୍ଟ ଟାଇମ୍‌ ଜବ୍‌ କରିଥାଏ। ତେବେ କେରଳରେ ରହୁଥିବା ପ୍ରେମଶଙ୍କର ଏବେ ତାଙ୍କ ପତ୍ନୀ ସେହ୍ନା ଲିମ୍ବଗାଓମ୍‌କର୍‌ଙ୍କୁ ବୈଜ୍ଞାନିକ କରିବାକୁ ଚାକିରି ଛାଡ଼ି ଦେଇଛନ୍ତି। ଚାକିରି ଛାଡ଼ିବା ପଛରେ ତାଙ୍କର ରହିଛି ଦୁଇଟି ଉଦ୍ଦେଶ୍ୟ। ଗୋଟିଏ ହେଲା ପତ୍ନୀଙ୍କ ପାଖେ ପାଖେ ରହିବେ। ଦ୍ୱିତୀୟଟି ହେଲା ପତ୍ନୀଙ୍କ ପିଏଚ୍‌ଡି ପାଇଁ ଆବଶ୍ୟକ ହେଉଥିବା ଅର୍ଥ […]

premshankar

premshankar

Rakesh Mallick
  • Published: Sunday, 28 May 2017
  • Updated: 28 May 2017, 11:20 AM IST

Sports

Latest News

ନୂଆଦିଲ୍ଲୀ: ଆପଣମାନେ ନିଶ୍ଚୟ ଦେଖିଥିବେ କିମ୍ୱା ଶୁଣିଥିବେ ପାଠ ପଢ଼ିବା ପାଇଁ କିଏ ଖବରକାଗଜ ବିକ୍ରି କରେ ତ ଆଉ କିଏ ପାର୍ଟ ଟାଇମ୍‌ ଜବ୍‌ କରିଥାଏ। ତେବେ କେରଳରେ ରହୁଥିବା ପ୍ରେମଶଙ୍କର ଏବେ ତାଙ୍କ ପତ୍ନୀ ସେହ୍ନା ଲିମ୍ବଗାଓମ୍‌କର୍‌ଙ୍କୁ ବୈଜ୍ଞାନିକ କରିବାକୁ ଚାକିରି ଛାଡ଼ି ଦେଇଛନ୍ତି। ଚାକିରି ଛାଡ଼ିବା ପଛରେ ତାଙ୍କର ରହିଛି ଦୁଇଟି ଉଦ୍ଦେଶ୍ୟ। ଗୋଟିଏ ହେଲା ପତ୍ନୀଙ୍କ ପାଖେ ପାଖେ ରହିବେ। ଦ୍ୱିତୀୟଟି ହେଲା ପତ୍ନୀଙ୍କ ପିଏଚ୍‌ଡି ପାଇଁ ଆବଶ୍ୟକ ହେଉଥିବା ଅର୍ଥ ଯୋଗାଡ଼ କରିବା।

ପ୍ରେମଶଙ୍କର ସୋସିଆଲ୍ ୱାର୍କରେ ସ୍ନାତକ କରିଛନ୍ତି। ସେ ଦିଲ୍ଲୀର ସିଏଜି ଅଫିସ୍‌ରେ ଚାକିରି କରୁଥିଲେ। ଏହା ମଧ୍ୟରେ ତାଙ୍କ ପତ୍ନୀଙ୍କୁ ପିଏଚ୍‌ଡି କରିବାକୁ ସୁଯୋଗ ମିଳିଲା। ତେବେ ଏଥିପାଇଁ ଆବଶ୍ୟକ ପଡୁଥିବା ଅର୍ଥ ବହନ କରିବାକୁ ସେମାନେ ଅସମର୍ଥ ଥିଲେ। ସେଥିପାଇଁ ପ୍ରେମଶଙ୍କର ଚାକିରି ଛାଡ଼ି ଏକ ପରଠା ଦୋକାନ ଦେଇଛନ୍ତି। ଏଥିରେ ସେ ପରଠା ସହିତ ଆମ୍‌ଲେଟ୍ ଓ ଦୋସା ବିକ୍ରି କରୁଛନ୍ତି।  ଏଥିରୁ ଯାହା ରୋଜଗାର ହେଉଛି ତାହା ସେମାନଙ୍କର ଦୈନନ୍ଦିତ ଆବଶ୍ୟକତା ପୂରଣ କରିବା ସହିତ ସେହ୍ନାଙ୍କ ପିଏଚ୍‌ଡି ପାଇଁ କିଛି ସଞ୍ଚୟ କରି ପାରୁଛନ୍ତି।

କେବଳ ପ୍ରେମଶଙ୍କର ପରିଶ୍ରମ କରୁ ନାହାନ୍ତି, ତାଙ୍କୁ ସ୍ନେହା ବି ସାହାଯ୍ୟ କରୁଛନ୍ତି।  ପାଠପଢ଼ାରୁ କିଛି ସମୟ ପାଇଲେ ସେ ଦୋକାନକୁ ଯାଇ ସ୍ୱାମୀଙ୍କୁ ସାହାଯ୍ୟ କରୁଛନ୍ତି।

ରିପୋର୍ଟ ଓ ଫଟୋ- ଆଜ୍‌ତକ୍‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story