'ନବରାତ୍ରୀ'ରେ ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ, ନହେଲେ ପୂଜା ସଫଳ ହେବ ନାହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆରମ୍ଭ ହୋଇଯାଇଛି ‘ନବରାତ୍ରୀ’। ଏହି ପବିତ୍ର ସମୟରେ ସମସ୍ତେ ଶୁଭ ଫଳ ପ୍ରାପ୍ତି ପାଇଁ କାମନା କରନ୍ତି। ତେବେ ‘ନବରାତ୍ରୀ’ ସମୟରେ କିଛି ନିର୍ଦ୍ଦିଷ୍ଟ ଦିଗ ପ୍ରତି ଧ୍ୟାନ ଦେବାକୁ ଜ୍ୟୋତିଷ ଶାସ୍ତ୍ରରେ ପରାମର୍ଶ ଦିଆଯାଇଛି। ମା’ଙ୍କ ପୂଜା ସ୍ଥାନକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଅନ୍ତୁ। ‘ନବରାତ୍ରୀ’ରେ ସବୁଦିନ ଘରର ମୁଖ୍ୟ ଦ୍ୱାରରେ ହଳଦୀ ଓ ଚାଉଳ ଚୂନାରେ ସ୍ୱସ୍ତିକ ଚିହ୍ନ ଆଙ୍କନ୍ତୁ। ଏହାଦ୍ୱାରା ଘରେ ନକରାତ୍ମକ ଶକ୍ତିସହଜରେ […]

mata

mata

Chinmayee Roy
  • Published: Wednesday, 10 October 2018
  • Updated: 10 October 2018, 07:14 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆରମ୍ଭ ହୋଇଯାଇଛି 'ନବରାତ୍ରୀ'। ଏହି ପବିତ୍ର ସମୟରେ ସମସ୍ତେ ଶୁଭ ଫଳ ପ୍ରାପ୍ତି ପାଇଁ କାମନା କରନ୍ତି। ତେବେ 'ନବରାତ୍ରୀ' ସମୟରେ କିଛି ନିର୍ଦ୍ଦିଷ୍ଟ ଦିଗ ପ୍ରତି ଧ୍ୟାନ ଦେବାକୁ ଜ୍ୟୋତିଷ ଶାସ୍ତ୍ରରେ ପରାମର୍ଶ ଦିଆଯାଇଛି।

ମା'ଙ୍କ ପୂଜା ସ୍ଥାନକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଅନ୍ତୁ। 'ନବରାତ୍ରୀ'ରେ ସବୁଦିନ ଘରର ମୁଖ୍ୟ ଦ୍ୱାରରେ ହଳଦୀ ଓ ଚାଉଳ ଚୂନାରେ ସ୍ୱସ୍ତିକ ଚିହ୍ନ ଆଙ୍କନ୍ତୁ। ଏହାଦ୍ୱାରା ଘରେ ନକରାତ୍ମକ ଶକ୍ତିସହଜରେ ପ୍ରବେଶ କରିପାରିବେ ନାହିଁ ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି।

ଜ୍ୟୋତିଷ ଶାସ୍ତ୍ରରେ ଐଶାନ୍ୟ କୋଣକୁ ହିଁ ଦେବୀ ଓ ଦେବତାଙ୍କ ବାସସ୍ଥାନ ବୋଲି କୁହାଯାଇଛି। ତେଣୁ 'ନବରାତ୍ରୀ'ରେ ମା'ଙ୍କ ପ୍ରତିମାକୁ କିମ୍ବା କଳସ ସ୍ଥାପନକୁ ଏହି ଦିଗରେ ହିଁ କରିବା ଉଚିତ୍‌। ଏହି ଦିଗରେ ସକରାତ୍ମକ ଶକ୍ତିଙ୍କର ସବୁଠୁ ଅଧିକ ପ୍ରଭାବ ଥାଏ।

ଯଦି ଆପଣ ପୂରା ୯ ଦିନ ଯାଏ ଅଖଣ୍ଡ ଜ୍ୟୋତି ଜାଳି ରଖନ୍ତି, ତେବେ ଏହାକୁ ଆଗ୍ନେୟ କୋଣରେ ରଖିବା ଉଚିତ୍‌। କାରଣ ଆଗ୍ନେୟ କୋଣ ଅଗ୍ନି ତତ୍ତ୍ୱର ପ୍ରତିନିଧିତ୍ୱ କରିଥାଏ। ଏପରି କରିବା ଦ୍ୱାରା ଘରକୁ ସୁଖ, ସମୃଦ୍ଧି ଆସିବା ସହ ଶତ୍ରୁଙ୍କ ଉପରେ ବିଜୟ ଲାଭ ମିଳିଥାଏ।

ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦନକୁ ଶୁଭ ଓ ସକରାତ୍ମକ ଶକ୍ତିର କେନ୍ଦ୍ରବିନ୍ଦୁ ଭାବେ ବିବେଚନା କରାଯାଏ। ତେଣୁ ଯେଉଁ ଭକ୍ତ ଚନ୍ଦନ କାଠର ଖଟୁଲିରେ ମା'ଙ୍କ ପ୍ରତିମା ସ୍ଥାପନା କରନ୍ତି, ତାଙ୍କୁ ଶୁଭଫଳ ମିଳିଥାଏ।

'ନବରାତ୍ରୀ'ରେ ମା'ଙ୍କ ପୂଜା ବେଳେ ଭକ୍ତଙ୍କ ମୁହଁ ପୂର୍ବ କିମ୍ବା ଉତ୍ତର ଦିଗକୁ ରହିବା ଉଚିତ୍। କାରଣ ପୂର୍ବ ଦିଗକୁ ଶକ୍ତି,ସମୃଦ୍ଧି ଓ ଐଶ୍ୱର୍ଯ୍ୟର ପ୍ରତୀକ ବୋଲି କୁହାଯାଏ।

'ନବରାତ୍ରୀ'ର ୯ ଦିନଯାଏ ସମସ୍ତ ଦେବୀ ପ୍ରତିମାଙ୍କୁ ଲାଲ୍‌ ରଙ୍ଗର ବସ୍ତ୍ର ଓ ପୂଜା ସାମଗ୍ରୀ ଅର୍ପଣ କରିବା ଉଚିତ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story