ଅନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତାରେ କେଉଁ ଭାରତୀୟ ମହିଳା ପ୍ରଥମେ ଭାଗ ନେଇଥିଲେ? ଆସନ୍ତୁ ଜାଣିବା ତାଙ୍କ ସଂପର୍କରେ

ଅନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରଥମ ଭାରତୀୟ ମହିଳାଙ୍କୁ ଆପଣ ଜାଣନ୍ତି କି ? ସେ ବଲିଉଡ୍ ସୁନ୍ଦରୀ ସୁସ୍ମିତା ସେନ କି ଲାରା ଦତ୍ତା ନୁହନ୍ତି,  ସେ ହେଲେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଓ ନୃତ୍ୟ ନିର୍ଦ୍ଦେଶିକା ଇନ୍ଦ୍ରାଣୀ ରହମାନ। ୨୨ ବର୍ଷ ବୟସରେ ସେ ବନି ଥିଲେ ଭାରତର ପ୍ରଥମ ମିସ୍ ଇଣ୍ଡିଆ। ଅବଶ୍ୟ ସେ ସେତେବେଳକୁ ବିବାହ କରି ସାରିଥିଲେ ଓ ତାଙ୍କର ଗୋଟିଏ ଛୁଆ ମଧ୍ୟ ଥିଲା। ଏହା ଥିଲା […]

indrani

indrani

Rakesh Mallick
  • Published: Thursday, 25 May 2017
  • Updated: 25 May 2017, 01:06 PM IST

Sports

Latest News

ଅନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରଥମ ଭାରତୀୟ ମହିଳାଙ୍କୁ ଆପଣ ଜାଣନ୍ତି କି ? ସେ ବଲିଉଡ୍ ସୁନ୍ଦରୀ ସୁସ୍ମିତା ସେନ କି ଲାରା ଦତ୍ତା ନୁହନ୍ତି,  ସେ ହେଲେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଓ ନୃତ୍ୟ ନିର୍ଦ୍ଦେଶିକା ଇନ୍ଦ୍ରାଣୀ ରହମାନ।

୨୨ ବର୍ଷ ବୟସରେ ସେ ବନି ଥିଲେ ଭାରତର ପ୍ରଥମ ମିସ୍ ଇଣ୍ଡିଆ। ଅବଶ୍ୟ ସେ ସେତେବେଳକୁ ବିବାହ କରି ସାରିଥିଲେ ଓ ତାଙ୍କର ଗୋଟିଏ ଛୁଆ ମଧ୍ୟ ଥିଲା। ଏହା ଥିଲା ୧୯୫୨ ମସିହାର ଘଟଣା। ସେହିବର୍ଷ ସେ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଭାଗ ନେବା ପାଇଁ କାଲିଫୋର୍ଣ୍ଣିଆ ଯାଇଥିଲେ।

ସେ ତାଙ୍କ ମା’ଙ୍କ ସହିତ ବିଶ୍ୱର ବିଭିନ୍ନ ସ୍ଥାନକୁ ଯାଇ ନୃତ୍ୟ ପରିବେଷଣ କରିଥିଲେ। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଜବାହାରଲାଲ ନେହରୁ ଯେତେବେଳେ ୱାଶିଂଟନ ଗସ୍ତରେ ଯାଇଥିଲେ ସେତେବେଳେ ଇନ୍ଦ୍ରାଣୀ ତାଙ୍କ ପାଇଁ ଓ ଆମେରିକାର ତତ୍‌କାଳୀନ ରାଷ୍ଟ୍ରପତି ଜନ୍ ଏଫ୍‌. କେନେଡିଙ୍କ ପାଇଁ ନୃତ୍ୟ ପରିବେଷଣ କରିଥିଲେ। ରାଣି ଏଲିଜାବେଥ୍-୨ ଓ ଫିଡେଲ୍ କାଷ୍ଟ୍ରୋଙ୍କ ପାଇଁ ମଧ୍ୟ ସେ ନୃତ୍ୟ ପରିବେଷଣ କରିଥିଲେ।

୧୯୬୯ରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା। ୧୯୮୧ରେ ତାଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା। ୧୯୭୬ରୁ ସେ ନ୍ୟୁୟର୍କରେ ରହିଗଲେ। ପଶ୍ଚିମ ରାଷ୍ଟ୍ରରେ କୁଚିପୁଡ଼ି, କଥକଳି ଓ ଓଡ଼ିଶୀ ନୃତ୍ୟକୁ ଲୋକପ୍ରିୟ କରିବାକୁ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

୯ ବର୍ଷ ବୟସରେ ସେ ତାଙ୍କ ମା’ଙ୍କଠାରୁ ନୃତ୍ୟ ଶିଖିବା ଆରମ୍ଭ କରିଥିଲେ। ସେ ହବିବ ରହମାନଙ୍କୁ ବିବାହ କରିଥିଲେ।

୧୯୯୯ରେ ଆମେରିକାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story