ଦୂରଦର୍ଶନରେ ନାରୀ ଶକ୍ତିର ସ୍ୱର: ‘ମେ କୁଛ୍‌ ଭି କର୍‌ସକ୍ତା ହୁଁ’ର ୪୦୦ ନିୟୁତ ଦର୍ଶକ, ଦେଖିବାକୁ ସାରା ଦୁନିଆ ପାଗଳ

ନୂଆଦିଲ୍ଲୀ:୩ ଭଉଣୀ। ସେମାନଙ୍କ ମଧ୍ୟରୁ  ଜଣେ ବିବାହିତ। ଆଉ ଜଣେ ବଡ଼ ସହରରେ ନାମକରା ଡାକ୍ତର। ଅନ୍ୟ ଜଣେ ଭଲ ଷ୍ଟାର ଖେଳାଳି  ।  ବିବାହିତ ଭଉଣୀଙ୍କ ଉପରେ ଶାଶୁଘର ଲୋକେ ଅତ୍ୟନ୍ତ ଦୟନୀୟଭାବେ ନିର୍ଯାତନା ଦିଅନ୍ତି। ସେ ଗର୍ଭବତୀ ଥିବା ବେଳେ ଶାଶୁଘର ଲୋକେ ଗର୍ଭପାତ କରାଇବାକୁ ଜୋର୍‌ଜବରଦସ୍ତ ଚାପ ପକାନ୍ତି। ଆଉ ଏହାରି ଭିତରେ ତା’ର ମୃତ୍ୟୁ ଘଟେ। ଆଉ ଜଣେ ଭଉଣୀ ଭଲ ଖେଳାଳି ହୋଇଥିବାରୁ ଉଭୟ ପୁରୁଷ ଏବଂ ମହିଳା ଫୁଟବଲ୍‌ ଟିମ୍‌ରେ […]

doordarshan

doordarshan

Rakesh Mallick
  • Published: Saturday, 03 June 2017
  • Updated: 03 June 2017, 11:23 PM IST

Sports

Latest News

ନୂଆଦିଲ୍ଲୀ:୩ ଭଉଣୀ। ସେମାନଙ୍କ ମଧ୍ୟରୁ  ଜଣେ ବିବାହିତ। ଆଉ ଜଣେ ବଡ଼ ସହରରେ ନାମକରା ଡାକ୍ତର। ଅନ୍ୟ ଜଣେ ଭଲ ଷ୍ଟାର ଖେଳାଳି  ।  ବିବାହିତ ଭଉଣୀଙ୍କ ଉପରେ ଶାଶୁଘର ଲୋକେ ଅତ୍ୟନ୍ତ ଦୟନୀୟଭାବେ ନିର୍ଯାତନା ଦିଅନ୍ତି। ସେ ଗର୍ଭବତୀ ଥିବା ବେଳେ ଶାଶୁଘର ଲୋକେ ଗର୍ଭପାତ କରାଇବାକୁ ଜୋର୍‌ଜବରଦସ୍ତ ଚାପ ପକାନ୍ତି। ଆଉ ଏହାରି ଭିତରେ ତା’ର ମୃତ୍ୟୁ ଘଟେ। ଆଉ ଜଣେ ଭଉଣୀ ଭଲ ଖେଳାଳି ହୋଇଥିବାରୁ ଉଭୟ ପୁରୁଷ ଏବଂ ମହିଳା ଫୁଟବଲ୍‌ ଟିମ୍‌ରେ ସାମିଲ ହୁଅନ୍ତି। ଆଉ ଏସିଡ୍‌ ଆକ୍ରମଣରେ ଶିକାର ହୁଅନ୍ତି। ଏଭଳି ଦୁଃଖଦାୟକ ଘଟଣା ଡାକ୍ତର ଚାକିରି କରିଥିବା ଭଉଣୀଙ୍କୁ ଖୁବ୍‌ ଆଘାତ ଦିଏ। ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ଲଢେଇ ପାଇଁ ସେ ନିଷ୍ପତ୍ତି ନିଅନ୍ତି। ଏହି କାରଣରୁ ସେ ଚାକିରି ଛାଡ଼ିବା ପାଇଁ ନିଷ୍ପତି ନିଅନ୍ତି।  ଆଉ ଗାଁକୁ ଫେରି ଆସନ୍ତି। ଏମିତି କିଛି କଥା ବସ୍ତୁକୁ ନେଇ ଧାରାବାହିକ  ‘ମେଁ କୁଛ୍ ଭି କରସକ୍ତା ହୁଁ’ ଗତିଶୀଳ ହୋଇଛି। ଦୂରଦର୍ଶନରେ ପ୍ରସାରଣ ହେଉ ଥିବା ଏହି  ସିରିଏଲ ଏବେ ସଭିଙ୍କୁ କିମିଆ କରିଛି।  ଏହି ଧାରାବାହିକ  ପ୍ରେମରେ  ଲକ୍ଷ ଲକ୍ଷ ଦର୍ଶକ ପାଗଳ ।

ବେସରକାରୀ ଚାନେଲର ଭିଡ଼ ଭିତରେ ହଜିଯାଇଥିବା ଦୂରଦର୍ଶନ ପୁଣି ଏହି ଧାରାବାହିକ ମାଧ୍ୟମରେ  ତା’ର ଗାରିମାକୁ ଫେରିପାଇଛି। ଏସିଡ୍ ଆକ୍ରମଣ, କନ୍ୟା ଭ୍ରୁଣ ହତ୍ୟା ଏବଂ ଗର୍ଭପାତ ଭଳି ମାମଲାକୁ ନେଇ ରଚନା ହୋଇଥିବା କାହାଣୀଟି ସମସ୍ତଙ୍କ ପ୍ରିୟ ପାଲଟିଯାଇଛି। ୫୦ଟି ଦେଶରେ ପ୍ରସାରିତ ହେଉଥିବା ଏହି  ଧାରାବାହିକର ଏବେ ୪୦୦ ନିୟୁତ ଦର୍ଶକ ଛୁଇଁଲାଣି। ଖାଲି ସେତିକି ନୁହେଁ ଦମଦାର ବିଷୟକୁ ନେଇ ତିଆରି ହୋଇଥିବା ଏହି ଧାରାବାହିକଟି  ବିଶ୍ୱର ସର୍ବାଧିକ ଦର୍ଶକ ଦେଖୁଥିବା ତାଲିକାରେ ସ୍ଥାନ ପାଇଛି।

ଧାରାବାହିକଟି ଜଣେ ମହିଳା ଡାକ୍ତରଙ୍କ ଜୀବନି ଉପରେ ପର୍ଯ୍ୟବେଷିତ। ଯିଏ ଜଣେ  ବଡ଼ ସହରରୁ ମୋଟାଅଙ୍କର ଅର୍ଥ ଲୋଭକୁ ଛାଡ଼ି ନିଜ ଗାଁକୁ କର୍ମକ୍ଷେତ୍ରଭାବେ ଆପଣେଇ ନେଉଛି।  ଏଥିରେ ମୁଖ୍ୟ ଚରିତ୍ରରେ ରହିଛନ୍ତି ହିନ୍ଦୀ ଟେଲି ଜଗତର  ଜଣାଶୁଣା ଅଭିନେତ୍ରୀ ସ୍ନେହା ମାଥୁର। ଫିରୋଜ ଆବାସ ଖାନ୍‌ଙ୍କ ନିର୍ଦ୍ଦେଶିତ ଏହି ଧାରାବାହିକଟି ଖୁବ୍‌ କମ ସମୟ ମଧ୍ୟରେ  ଅଧିକ ଲୋକପ୍ରିୟ ହୋଇପାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story