ପ୍ରେମରେ ପଡ଼ି ଏସିଡ୍‌ ଆଟାକ୍‌ ଝିଅକୁ ବିବାହ କଲେ ରବି: ସୃଷ୍ଟି କଲେ ଉଦାହରଣ

ପ୍ରେମ ଏକ ପବିତ୍ର ବନ୍ଧନ, ପ୍ରେମ ଅଟେ ସ୍ୱର୍ଗୀୟ। ପ୍ରେମ ଜାଣିନି ଜାତି ଧର୍ମ। କାରଣ ପ୍ରେମ ଚାହେଁ ଦୁଇଟି ମୁକ୍ତ ମନର ମିଳନ। କଥାରେ ଅଛି ପ୍ରେମ ଅନ୍ଧ, ପ୍ରେମ ହେଉଛି ଚିରନ୍ତନ ଓ ଶାଶ୍ୱତ। ଯେତେବେଳେ କାହାକୁ ପ୍ରେମ ହୁଏ ସେତେବେଳେ ପ୍ରେମ ବ୍ୟତିତ ଦୁନିଆଟା ଅନ୍ଧ ଲାଗେ। କିନ୍ତୁ ଆଜିକାଲି ଯୁଗରେ ବଦଳିଛି ପ୍ରେମର ସଂଜ୍ଞା।  ଲୋକେ ଭୁଲି ଯାଉଛନ୍ତି ପ୍ରେମର ପରିଭାଷା। ହେଲେ ଆଜି କାଲି କେହି ପ୍ରେମରୁ ବିଫଳ ହୋଇ […]

acidattack

acidattack

Rakesh Mallick
  • Published: Wednesday, 24 May 2017
  • Updated: 24 May 2017, 05:04 PM IST

Sports

Latest News

ପ୍ରେମ ଏକ ପବିତ୍ର ବନ୍ଧନ, ପ୍ରେମ ଅଟେ ସ୍ୱର୍ଗୀୟ। ପ୍ରେମ ଜାଣିନି ଜାତି ଧର୍ମ। କାରଣ ପ୍ରେମ ଚାହେଁ ଦୁଇଟି ମୁକ୍ତ ମନର ମିଳନ। କଥାରେ ଅଛି ପ୍ରେମ ଅନ୍ଧ, ପ୍ରେମ ହେଉଛି ଚିରନ୍ତନ ଓ ଶାଶ୍ୱତ। ଯେତେବେଳେ କାହାକୁ ପ୍ରେମ ହୁଏ ସେତେବେଳେ ପ୍ରେମ ବ୍ୟତିତ ଦୁନିଆଟା ଅନ୍ଧ ଲାଗେ। କିନ୍ତୁ ଆଜିକାଲି ଯୁଗରେ ବଦଳିଛି ପ୍ରେମର ସଂଜ୍ଞା।  ଲୋକେ ଭୁଲି ଯାଉଛନ୍ତି ପ୍ରେମର ପରିଭାଷା। ହେଲେ ଆଜି କାଲି କେହି ପ୍ରେମରୁ ବିଫଳ ହୋଇ ପ୍ରତିଶୋଧ ନେବା ପାଇଁ ପ୍ରେମିକା ଉପରକୁ ଏସିଡ୍‌ ଫିଙ୍ଗୁଛି ତ ଆଉ କିଏ ପ୍ରେମରେ ପ୍ରତାରଣା ପାଇ ଜୀବନ ହାରି ଦେଉଛନ୍ତି।

ହେଲେ ଆଜି ବି ଦୁନିଆରେ ନିଃସର୍ତ୍ତ ପ୍ରେମ ବଞ୍ଚିଛି। ଆଜିର ଦୁନିଆରେ ଏମିତି ବି ଲୋକ ଅଛନ୍ତି ଯେଉଁମାନେ ଏସିଡ୍‌ରେ ପୋଡ଼ି ଯାଇଥିବା ମୁହଁକୁ ପ୍ରେମ କରିବା ସହ ତାଙ୍କ ସହ ସାରା ଜୀବନ ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇ ଦୁନିଆ ପାଇଁ ଉଦାହରଣ ପାଲଟିଛନ୍ତି।  ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ରବି ଶଙ୍କର।

ଦିନେ ୨୭ ବର୍ଷୀୟ ରବି ଶଙ୍କର ହଠାତ୍ ଜଣେ ଯୁବତୀଙ୍କ ପ୍ରେମରେ ପଡ଼ିଯାଇଥିଲେ। ପ୍ରେମ ଆରମ୍ଭ ହୋଇଥିଲା ଏକ ରଂଗ୍‌ ନମ୍ବରରୁ। ବିନା ଦେଖାରେ ହୋଇଗଲା ପ୍ରେମ। କଥାରେ କଥାରେ ଦୁହେଁ ପରସ୍ପରକୁ ମନ ଦେଇ ବସିଲେ। ଏବଂ ସେହି ରଂଗ୍‌ ନମ୍ବରରୁ ଆରମ୍ଭ ହୋଇଥିବା ପ୍ରେମ ପହଞ୍ଚି ଯାଇଥିଲା ଶେଷ ପାହାଚରେ ।

ପ୍ରେମର ଏହି ରାସ୍ତା କିନ୍ତୁ ଥିଲା ଭାରି କଷ୍ଟଦାୟକ। କାରଣ ଲଲିତା ନ ଥିଲେ କୋଉ ସାଧାରଣ ଝିଅ। ସେ ହୋଇଥିଲେ ଏସିଡ୍‌ ଆକ୍ରମଣର ଶିକାର। ପିଲାଦିନେ ପାରିବାରିକ କଳହକୁ ନେଇ ଲଲିତାଙ୍କ ଭାଇ ତାଙ୍କୁ ଏସିଡ୍‌ ମାଡ କରିଥିଲେ। ସେହି ପୋଡ଼ା ମୁହଁକୁ ସଜାଡ଼ିବା ପାଇଁ ସେ ତାଙ୍କ ମୁହଁର ୧୭ଥର ଚିକିତ୍ସା ମଧ୍ୟ କରି ସାରିଛନ୍ତି। ତେବେ ଏହାର କୌଣସି ସୁଫଳ ମିଳି ନ ଥିଲା। ପୋଡ଼ା ମୁହଁ ପ୍ରେମରେ ସାଜିଥିଲେ ମୁଖ୍ୟ ପ୍ରତିବନ୍ଧକ। ରବିଙ୍କ ପରିବାର ଲୋକେ ଏ ସଂପର୍କକୁ ସହଜରେ ଗ୍ରହଣ କରିପାରୁ ନ ଥିଲେ।

ବାଧାବିଘ୍ନ ସତ୍ତ୍ୱେ ରବିଙ୍କ ମନରେ ଲଲିତାଙ୍କ ପାଇଁ ଥିବା ଭଲ ପାଇବା କେବେ କମୁ ନ ଥିଲା । ପ୍ରେମରେ ସେ ହାର ମାନି ନ ଥିଲେ। ଘର ଲୋକଙ୍କୁ ବହୁ କଷ୍ଟରେ ବୁଝାଇ ଶେଷରେ ଲଳିତାଙ୍କ ହାତ ଧରିଥିଲେ ସେ।

ଅନ୍ୟପଟେ ଏହି ବିବାହ ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି ନବଦମ୍ପତ୍ତିଙ୍କୁ ସହଯୋଗର ହାତ ବଢାଇଛନ୍ତି ଜଣାଶୁଣା ଅଭିନେତା ବିବେକ୍‌ ଓବରାୟ। ସେ ଏହି ବିବାହରେ ସାମିଲ ହୋଇ ନବଦମ୍ପତ୍ତିଙ୍କୁ ଉପହାରରେ ଏକ ଫ୍ଲାଟ୍‌ ପ୍ରଦାନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story