ପୁଅ ବାହାଘର ପାଇଁ ୨୦୦୦ ଅନାଥ ପିଲାଙ୍କୁ ଖାଦ୍ୟ ପରଷିଲେ ଅମ୍ବାନୀ ଦମ୍ପତି

ମୁମ୍ବାଇ: ରିଲାଏନ୍ସ କମ୍ପାନୀର ମୁଖ୍ୟ ମୁକେଶ ଅମ୍ବାନୀ ଦେଶର ସବୁଠୁ ଧନୀ ଶିଳ୍ପପତି ହୋଇଥିଲେ ମଧ୍ୟ ସେ କେବେ ନିଜର ସାମାଜିକ ଦାୟିତ୍ୱକୁ ଭୁଲନ୍ତି ନାହିଁ। ସମାଜେ ସେବାରେ ସେ ସର୍ବଦା ନିଜକୁ ନିୟୋଜିତ ରଖନ୍ତି। ଗତକାଲି ନିଜ ପୁଅ ଆକାଶଙ୍କର ବିବାହ ଉତ୍ସବ ରାଜକୀୟ ଆଡ଼ମ୍ବର ସହ ଅନୁଷ୍ଠିତ ହୋଇଥିଲା। ଏହିପରିପ୍ରେକ୍ଷୀରେ ମୁମ୍ବାଇର ସମସ୍ତ ଅନାଥ ଆଶ୍ରମ ଏବଂ ବୃଦ୍ଧାଶ୍ରମରେ ଏକ ସସ୍ତାହ ପର୍ଯ୍ୟନ୍ତ ଭୋଜନ ବ୍ୟବସ୍ଥା କରିଛନ୍ତି ମୁକେଶ। ବୁଧବାର ଏଥିପାଇଁ ପ୍ରାୟ ୨ […]

790-2

790-2

Tapas Behera
  • Published: Sunday, 10 March 2019
  • Updated: 11 March 2019, 07:15 PM IST

Sports

Latest News

ମୁମ୍ବାଇ: ରିଲାଏନ୍ସ କମ୍ପାନୀର ମୁଖ୍ୟ ମୁକେଶ ଅମ୍ବାନୀ ଦେଶର ସବୁଠୁ ଧନୀ ଶିଳ୍ପପତି ହୋଇଥିଲେ ମଧ୍ୟ ସେ କେବେ ନିଜର ସାମାଜିକ ଦାୟିତ୍ୱକୁ ଭୁଲନ୍ତି ନାହିଁ। ସମାଜେ ସେବାରେ ସେ ସର୍ବଦା ନିଜକୁ ନିୟୋଜିତ ରଖନ୍ତି। ଗତକାଲି ନିଜ ପୁଅ ଆକାଶଙ୍କର ବିବାହ ଉତ୍ସବ ରାଜକୀୟ ଆଡ଼ମ୍ବର ସହ ଅନୁଷ୍ଠିତ ହୋଇଥିଲା।

ଏହିପରିପ୍ରେକ୍ଷୀରେ ମୁମ୍ବାଇର ସମସ୍ତ ଅନାଥ ଆଶ୍ରମ ଏବଂ ବୃଦ୍ଧାଶ୍ରମରେ ଏକ ସସ୍ତାହ ପର୍ଯ୍ୟନ୍ତ ଭୋଜନ ବ୍ୟବସ୍ଥା କରିଛନ୍ତି ମୁକେଶ। ବୁଧବାର ଏଥିପାଇଁ ପ୍ରାୟ ୨ ହଜାର ଅନାଥ ପିଲାଙ୍କୁ ଖାଦ୍ୟ ପରସିଛନ୍ତି ମୁକେଶ ଅମ୍ବାନୀ। ନିଜେ ମୁକେଶ ଓ ପତ୍ନୀ ନୀତା ଉପସ୍ଥିତ ରହି ପିଲାମାନଙ୍କୁ ଖାଦ୍ୟ ପରଷିଥିଲେ। କେବଳ ସେତିକି ନୁହଁ, ମୁମ୍ବାଇର ସମସ୍ତ ବୃଦ୍ଧାଶ୍ରମ ଓ ଅନାଥଶ୍ରମକୁ ଏକ ବର୍ଷ ପାଇଁ ରିଲାଏନ୍ସ ପକ୍ଷରୁ ଖାଦ୍ୟ ଯୋଗାଇ ଦିଆଯିବ ବୋଲି ମୁକେଶ ଅମ୍ବାନୀ ଘୋଷଣା କରିଥିଲେ।

ଉଭୟେ କହିଥିଲେ ଯେ, ଆମ ଖୁସିରେ ସମସ୍ତ ମୁମ୍ବାଇବାସୀ ସାମିଲ ହେବାକୁ ଆମେ ଚାହୁଁଛୁ। ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରୁ ହୋଇଥିଲା। ଗତ ଡିସେମ୍ବରରେ ଝିଅ ଇଶାଙ୍କ ବାହାଘରରେ ଏମିତି କିଛି ଆୟୋଜନ କରିଥିଲେ ଅମ୍ବାନୀ।  ସେତେବେଳେ ସେ ରାଜସ୍ଥାନରେ ୫୦୦୦ଲୋକଙ୍କୁ ଖାଇବାକୁ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story