ସୀମାରେ ପରାକ୍ରମ ଦେଖାଇବେ ଭାରତୀୟ ମହିଳା ଯବାନ; ପୁରୁଷ ଯବାନଙ୍କ ସହ ମିଶି ଶତ୍ରୁକୁ କରିବେ ନିପାତ

ନୂଆଦିଲ୍ଲୀ: ଭାରତୀୟ ସେନାରେ ଥିବା ମହିଳା ଯବାନମାନେ ଏଣିକି ସୀମାରେ କରିବେ ଯୁଦ୍ଧ। ପୁରୁଷ ଯବାନଙ୍କ ସହ କାନ୍ଧରେ କାନ୍ଧ ମିଳାଇ ଶତ୍ରୁଙ୍କୁ କରିବେ ନିପାତ। ସେନା ମୁଖ୍ୟ ବିପିନ ରାୱତ ଦେଇଛନ୍ତି ଏହି ସୂଚନା। ଗଣମାଧ୍ୟମ ସହ ଆଲୋଚନା କରିବା ବେଳେ ସେ କହିଛନ୍ତି ଯେ ଭାରତ ଖୁବଶୀଘ୍ର ସେହି ଦେଶମାନଙ୍କ ତାଲିକାରେ ସାମିଲ ହେବ ଯେଉଁଠି ମହିଳା ଯବାନମାନେ ପୁରୁଷ ଯବାନଙ୍କ ସହ ମିଶି ଶତ୍ରୁଙ୍କ ମୁକାବିଲ କରନ୍ତି। ମହିଳାଙ୍କୁ ଯୁଦ୍ଧ ଭୂମିରେ ଉତ୍ତାରିବା […]

army

army

Rakesh Mallick
  • Published: Monday, 05 June 2017
  • Updated: 05 June 2017, 02:14 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ସେନାରେ ଥିବା ମହିଳା ଯବାନମାନେ ଏଣିକି ସୀମାରେ କରିବେ ଯୁଦ୍ଧ। ପୁରୁଷ ଯବାନଙ୍କ ସହ କାନ୍ଧରେ କାନ୍ଧ ମିଳାଇ ଶତ୍ରୁଙ୍କୁ କରିବେ ନିପାତ। ସେନା ମୁଖ୍ୟ ବିପିନ ରାୱତ ଦେଇଛନ୍ତି ଏହି ସୂଚନା।

ଗଣମାଧ୍ୟମ ସହ ଆଲୋଚନା କରିବା ବେଳେ ସେ କହିଛନ୍ତି ଯେ ଭାରତ ଖୁବଶୀଘ୍ର ସେହି ଦେଶମାନଙ୍କ ତାଲିକାରେ ସାମିଲ ହେବ ଯେଉଁଠି ମହିଳା ଯବାନମାନେ ପୁରୁଷ ଯବାନଙ୍କ ସହ ମିଶି ଶତ୍ରୁଙ୍କ ମୁକାବିଲ କରନ୍ତି। ମହିଳାଙ୍କୁ ଯୁଦ୍ଧ ଭୂମିରେ ଉତ୍ତାରିବା ପାଇଁ ଜୋରସୋରରେ ପ୍ରକ୍ରିୟା ଚାଲିଛି।

ସେ କହିଛନ୍ତି ଯେ ଜର୍ମାନୀ, କାନାଡା, ଅଷ୍ଟ୍ରେଲିଆ, ଆମେରିକା, ବ୍ରିଟେନ୍, ଡେନ୍‌ମାର୍କ ଓ ଇସ୍ରାଏଲ୍‌ ଆଦି ଦେଶରେ ମହିଳା ଯୋଦ୍ଧା ନିଯୁକ୍ତ ହୋଇଛନ୍ତି। ଭାରତୀୟ ସେନାରେ ମହିଳାମାନେ ଚିକିତ୍ସା, ଶିକ୍ଷା, ଆଇନ ଓ ଇଞ୍ଜିନିୟରିଂ ଭଳି ବିଭାଗରେ ନିଯୁକ୍ତ ହୋଇଛନ୍ତି।

ସୂଚନାଯୋଗ୍ୟ, ଗତବର୍ଷ ଭାରତୀୟ ବାୟୁସେନା ତିନି ଜଣ ମହିଳାଙ୍କୁ ଫାଇଟର ପାଇଲଟ୍ ଭାବେ ନିଯୁକ୍ତ ଦେଇ ଇତିହସ ରଚିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story