ଫଟୋରେ ଫଟୋରେ ଓଟିଭି ମିନି ମାରାଥନ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ହେଉଛି ବିଶ୍ୱ ଏଡ୍‌ସ ଦିବସ। ଏହି ଅବସରରେ ‘ଓଟିଭି’ ପକ୍ଷରୁ ଏକ ମିନି ମାରାଥନ୍‌ର ଆୟୋଜନ କରାଯାଇଥିଲା। ଏଡ୍‌ସର ଭୟାବହତା ସଂପର୍କରେ ଲୋକଙ୍କୁ ସଚେତନ କରିବାକୁ ‘ଓଟିଭି’ ୨୦୦୯ ମସିହାରୁ ଏହି ମିନି ମାରାଥନ୍‌ର ଆୟୋଜନ କରି ଆସୁଛି। ସବୁ ବର୍ଷ ଭଳି ଆଜି ବି ଏହି ମିନି ମାରାଥନ୍‌ରେ ହଜାର ହଜାର ଲୋକ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ସେଲିବ୍ରିଟି, ଛାତ୍ରଛାତ୍ରୀ ଓ କ୍ରୀଡ଼ାବିତ୍‌। ଭୁବନେଶ୍ୱର ସ୍ଥିତ ସପ୍ତମ […]

OTV1

OTV1

Jitendra Garnayak
  • Published: Saturday, 01 December 2018
  • Updated: 01 December 2018, 12:47 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ହେଉଛି ବିଶ୍ୱ ଏଡ୍‌ସ ଦିବସ। ଏହି ଅବସରରେ ‘ଓଟିଭି’ ପକ୍ଷରୁ ଏକ ମିନି ମାରାଥନ୍‌ର ଆୟୋଜନ କରାଯାଇଥିଲା। ଏଡ୍‌ସର ଭୟାବହତା ସଂପର୍କରେ ଲୋକଙ୍କୁ ସଚେତନ କରିବାକୁ ‘ଓଟିଭି’ ୨୦୦୯ ମସିହାରୁ ଏହି ମିନି ମାରାଥନ୍‌ର ଆୟୋଜନ କରି ଆସୁଛି। ସବୁ ବର୍ଷ ଭଳି ଆଜି ବି ଏହି ମିନି ମାରାଥନ୍‌ରେ ହଜାର ହଜାର ଲୋକ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ସେଲିବ୍ରିଟି, ଛାତ୍ରଛାତ୍ରୀ ଓ କ୍ରୀଡ଼ାବିତ୍‌। ଭୁବନେଶ୍ୱର ସ୍ଥିତ ସପ୍ତମ ବାଟାଲିୟନ୍‌ରୁ ଏହି ମିନି ମାରାଥନ୍‌ ଆରମ୍ଭ ହୋଇଥିଲା। ଅଂଶଗ୍ରହଣକାରୀମାନେ ସେଠାରୁ ଜୟଦେବ ବିହାର ଓ ଆଚାର୍ଯ୍ୟ ବିହାର ଦେଇ ପୁଣି ଆସି ସେଠାରେ ପହଞ୍ଚିଥିଲା।  ଦେଖନ୍ତୁ ସେହି ସମୟର କିଛି ଫଟୋ।

OTV2OTV3OTV5OTV6OTV7OTV8OTV9OTV10OTV11

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story