ଘରେ ସିଂହ ରଖିବା କଥା କେବେ ଭାବିଛନ୍ତି ? ଖର୍ଚ୍ଚ ମାସକୁ ୨ ଲକ୍ଷ

ଇସଲାମବାଦ: ସାଧାରଣତଃ ଲୋକେ ଘରେ କୁକୁର, ବିଲେଇ ଆଦି ପଶୁ ରଖିଥାନ୍ତି। କିନ୍ତୁ ଆପଣ କେବେ ଘରେ ସିଂହ ରଖିବା କଥା ଭାବିଛନ୍ତି। କିନ୍ତୁ ପାକିସ୍ତାନର ଜଣେ ବ୍ୟକ୍ତି ଘରେ ସିଂହକୁ ପୋଷା ମନେଇ ରଖିଛନ୍ତି ଓ ଏଥିଲାଗି ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯାଇଛନ୍ତି। ଏପରି କି ସକାଳେ ଏହି ବ୍ୟକ୍ତିଜଣକ ପ୍ରାତଃ ଭ୍ରମଣରେ ଗଲା ବେଳେ ତାଙ୍କ ସହ ସିଂହ ବି ଯାଉଛି। ଏହି ବ୍ୟକ୍ତିଙ୍କ ନାଁ ହେଉଛି ଜୁଲକେଫ୍‌ ଚୌଧୁରୀ ଓ ତାଙ୍କର […]

tiger-1..

tiger-1..

Niharika Rout
  • Published: Friday, 07 June 2019
  • Updated: 07 June 2019, 12:59 PM IST

Sports

Latest News

ଇସଲାମବାଦ: ସାଧାରଣତଃ ଲୋକେ ଘରେ କୁକୁର, ବିଲେଇ ଆଦି ପଶୁ ରଖିଥାନ୍ତି। କିନ୍ତୁ ଆପଣ କେବେ ଘରେ ସିଂହ ରଖିବା କଥା ଭାବିଛନ୍ତି। କିନ୍ତୁ ପାକିସ୍ତାନର ଜଣେ ବ୍ୟକ୍ତି ଘରେ ସିଂହକୁ ପୋଷା ମନେଇ ରଖିଛନ୍ତି ଓ ଏଥିଲାଗି ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯାଇଛନ୍ତି। ଏପରି କି ସକାଳେ ଏହି ବ୍ୟକ୍ତିଜଣକ ପ୍ରାତଃ ଭ୍ରମଣରେ ଗଲା ବେଳେ ତାଙ୍କ ସହ ସିଂହ ବି ଯାଉଛି।

ଏହି ବ୍ୟକ୍ତିଙ୍କ ନାଁ ହେଉଛି ଜୁଲକେଫ୍‌ ଚୌଧୁରୀ ଓ ତାଙ୍କର ଏକ ରେଷ୍ଟୋରାଣ୍ଟ ଅଛି। କେବଳ ଜୁଲକେଫ ନୁହନ୍ତି ତାଙ୍କ ପରିବାର ଲୋକ ଓ ୨ ବର୍ଷର ପୁଅ ମଧ୍ୟ ଏହି ସିଂହ ପ୍ରେମରେ ପଡି ଯାଇଛନ୍ତି। ଜୁଲକେଫ ଓ ତାଙ୍କ ପରିବାର ଲୋକେ ସିଂହର ନାମ ‘ବବର’ ରଖିଛନ୍ତି। ଘରେ ତାକୁ କେବି ବି ବାନ୍ଧି କି ରଖାଯାଏନି। କେବଳ ବାହାରକୁ ଗଲେ ତା ବେକରେ ଜଞ୍ଜିର ପଡେ।

ଡେଲି ମେଲ ରିପୋର୍ଟ ମୁତାବିକ, ଜୁଲକେଫ ଏହି ସିଂହକୁ ୩ ଲକ୍ଷ ଟଙ୍କାରେ କିଣିଛନ୍ତି। ଏହାର ଲାଳନପାଳନ ଖର୍ଚ୍ଚ ମାସକୁ ୨ ଲକ୍ଷ ଟଙ୍କା ପଡି ଯାଉଛି । ଏଥିଲାଗି ସେ ବିଭାଗୀୟ ଅନୁମତି ନେଇଥିବା କହିଛନ୍ତି। ଉକ୍ତ ସିଂହଟି ମାତ୍ର ୨ ମାସର ହୋଇଥିବା ବେଳେ ଜୁଲକେଫ ତାହାକୁ କିଣି ନିଜ ଘରକୁ ଆଣିଥିଲେ। ଏବେ ସେ ୮ ମାସର ହୋଇଗଲାଣି ଓ ପରିବାରର ଜଣେ ସଦସ୍ୟ ପାଲଟିଗଲାଣି। ଜୁଲକେଫଙ୍କ କହିବାନୁଯାୟୀ, ସେ ଏହି ସିଂହକୁ ପୋଷା କରି ରଖିବା ଲକ୍ଷ୍ୟରେ ଘରକୁ ଆଣିଛନ୍ତି। ‘ବବର’ ଘରକୁ ଆସିବା ପରେ ଆଖପାଖ ଅଞ୍ଚଳରେ ଜୁଲକେଫଙ୍କ ଖାତିର ବଢି ଯାଇଛି। ସିଂହ ସହିତ ସେଲଫି ନେବାକୁ ସବୁ ଦିନ ତାଙ୍କ ଘର ସମ୍ମୁଖରେ ଭିଡ ଜମୁଛି।

ସିଂହ ରହିବା ପାଇଁ ଜୁଲକେଫ ନିଜ ଘରେ ଏକ ଅଲଗା ରୁମ୍‌ର ବ୍ୟବସ୍ଥା କରିଛନ୍ତି। ଯେଉଁଠାରେ ସବୁ ପ୍ରକାର ସୁବିଧା ଉପଲବ୍ଧ ରହିଛି। ସବୁ ଦିନ ‘ବବର’କୁ ଖାଇବାରେ ମାଂସ ଦିଆଯାଏ। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ସିଂହର ଲାଳନପାଳନ ଲାଗି ଜୁଲକେଫ କୌଣସି ଟ୍ରେନିଂ ମଧ୍ୟ ନେଇ ନାହାନ୍ତି। ସେ ନିଜେ ତାକୁ ଏକ ଗୃହପାଳିତ ପ୍ରାଣୀ ଭାବେ ରଖିବା ଲାଗି ଟ୍ରେନିଂ ଦେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story