ରାହୁଲ ଗାନ୍ଧୀ ପଢ଼ୁଛନ୍ତି ଉପନିଷଦ୍‌ ଓ ଗୀତା: କାରଣ ଜାଣି ବିଜେପି ଓ ଆର୍‌ଏସ୍‌ଏସ୍‌ର ହୋସ୍ ଯିବ ଉଡ଼ି!

ଚେନ୍ନାଇ: କଂଗ୍ରେସ ଉପସଭାପତି ରାହୁଲ ଗାନ୍ଧୀ ପଢ଼ୁଛନ୍ତି ଉପନିଷଦ୍‌ ଓ ଭଗବଦ୍‌ଗୀତା। ଆଜି ଚେନ୍ନାଇରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ ନିଜେ ଏକଥା କହିଛନ୍ତି। ରାହୁଲ କହିଛନ୍ତି,“ମୁଁ ଆର୍‌ଏସ୍‌ଏସ୍‌ ଓ ବିଜେପି ବିରୋଧରେ ଲଢ଼େଇ କରୁଛି। ତେଣୁ ଏବେ ମୁଁ ଉପନିଷଦ୍‌ ଓ ଭଗବଦ୍‌ଗୀତା ପଢୁଛି।” ସେ କହିଛନ୍ତି,“ମୁଁ ସେମାନଙ୍କୁ (ଆର୍‌ଏସ୍‌ଏସ୍‌ ଲୋକଙ୍କୁ) ପଚାରିବାକୁ ଚାହୁଁଛି ଯେ ଆପଣମାନେ ଲୋକଙ୍କୁ ଦବାଇ ରଖିବାକୁ ଚାହୁଁଛ। କିନ୍ତୁ ଏହା ଉପନିଷଦ୍‌ରେ ସେମିତି କିଛି ଲେଖାଯାଇ ନାହିଁ। […]

rahul

rahul

Rakesh Mallick
  • Published: Monday, 05 June 2017
  • Updated: 05 June 2017, 12:36 PM IST

ଚେନ୍ନାଇ: କଂଗ୍ରେସ ଉପସଭାପତି ରାହୁଲ ଗାନ୍ଧୀ ପଢ଼ୁଛନ୍ତି ଉପନିଷଦ୍‌ ଓ ଭଗବଦ୍‌ଗୀତା। ଆଜି ଚେନ୍ନାଇରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ ନିଜେ ଏକଥା କହିଛନ୍ତି।

ରାହୁଲ କହିଛନ୍ତି,“ମୁଁ ଆର୍‌ଏସ୍‌ଏସ୍‌ ଓ ବିଜେପି ବିରୋଧରେ ଲଢ଼େଇ କରୁଛି। ତେଣୁ ଏବେ ମୁଁ ଉପନିଷଦ୍‌ ଓ ଭଗବଦ୍‌ଗୀତା ପଢୁଛି।”

ସେ କହିଛନ୍ତି,“ମୁଁ ସେମାନଙ୍କୁ (ଆର୍‌ଏସ୍‌ଏସ୍‌ ଲୋକଙ୍କୁ) ପଚାରିବାକୁ ଚାହୁଁଛି ଯେ ଆପଣମାନେ ଲୋକଙ୍କୁ ଦବାଇ ରଖିବାକୁ ଚାହୁଁଛ। କିନ୍ତୁ ଏହା ଉପନିଷଦ୍‌ରେ ସେମିତି କିଛି ଲେଖାଯାଇ ନାହିଁ। ଉପନିଷଦରେ ସବୁ ଲୋକ ସମାନ ବୋଲି କୁହାଯାଇଛି। ତା’ହେଲେ ଆପଣମାନଙ୍କର ନିଜ ଧର୍ମ ଯାହା କହୁଛି ତାକୁ ନେଇ କିପରି ଆପଣମାନେ ଭିନ୍ନ ଭିନ୍ନ ମତ ଦେଇପାରିବେ?”

ବିଜେପି ଉପରେ ଆକ୍ରମଣ କରି ରାହୁଲ କହିଛନ୍ତି ଯେ ଏହି ଦଳ ଭାରତକୁ ବୁଝେ ନାହିଁ। ଏହା କେବଳ ନାଗପୁରକୁ ଜାଣିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ ସେ କହିଛନ୍ତି,“ବିଜେପିର ଲୋକେ ଭାବୁଛନ୍ତି ସାରା ବିଶ୍ୱର ଜ୍ଞାନ ମୋଦିଙ୍କ ନିକଟରୁ ଆସୁଛି।”

ସୌଜନ୍ୟ- ଏନ୍‌ଡିଟିଭି ଫଟୋ-ଦୈନିକ ଜାଗରଣ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story