ପତଞ୍ଜଳିର କିଏ ହେବ ଉତ୍ତରାଧିକାରୀ : ଘୋଷଣା କଲେ ରାମଦେବ

ଦୁଇ ବର୍ଷ ମଧ୍ୟରେ  ପତଞ୍ଜଳି ହେବ ସବୁଠାରୁ  ବଡ଼ ସ୍ୱେଦେଶୀ ବ୍ରାଣ୍ଡ। ଆଉ କମ୍ପାନୀର ଟର୍ନ ଓଭର ଦେଖି ବିଦେଶୀ କମ୍ପାନୀ  ଅଶ୍ଚର୍ଯ୍ୟ ହୋଇଯିବେ। ପତଞ୍ଜଳି କମ୍ପାନୀ ବିଷୟରେ ଏମିତି କିଛି ଘୋଷଣା କରିଛନ୍ତି ରାମଦେବ। ସେହିପରି କମ୍ପାନୀ ମାଲିକ ରାମଦେବ ପତଞ୍ଜଳୀର ଉତ୍ତରାଧିକାରୀ ବିଷୟରେ ମଧ୍ୟ ସ୍ପଷ୍ଟ କରିଛନ୍ତି। ଆସନ୍ତୁ  ଜାଣିବା ରାମଦେବ କ’ଣ କଲେ ଘୋଷଣା ୧-ପତଞ୍ଜଳିର ଟର୍ନଓଭର ୧୦୫୬୧ କୋଟିରେ ପହଞ୍ଚିଛି। ୨-୧ରୁ ୨ ବର୍ଷ ମଧ୍ୟରେ ପତଞ୍ଜଳି ହେବ ସର୍ବବୃତ୍ତ ସ୍ୱଦେଶୀ […]

ramdev

ramdev

Rakesh Mallick
  • Published: Thursday, 04 May 2017
  • Updated: 04 May 2017, 02:39 PM IST

Sports

Latest News

ଦୁଇ ବର୍ଷ ମଧ୍ୟରେ  ପତଞ୍ଜଳି ହେବ ସବୁଠାରୁ  ବଡ଼ ସ୍ୱେଦେଶୀ ବ୍ରାଣ୍ଡ। ଆଉ କମ୍ପାନୀର ଟର୍ନ ଓଭର ଦେଖି ବିଦେଶୀ କମ୍ପାନୀ  ଅଶ୍ଚର୍ଯ୍ୟ ହୋଇଯିବେ। ପତଞ୍ଜଳି କମ୍ପାନୀ ବିଷୟରେ ଏମିତି କିଛି ଘୋଷଣା କରିଛନ୍ତି ରାମଦେବ। ସେହିପରି କମ୍ପାନୀ ମାଲିକ ରାମଦେବ ପତଞ୍ଜଳୀର ଉତ୍ତରାଧିକାରୀ ବିଷୟରେ ମଧ୍ୟ ସ୍ପଷ୍ଟ କରିଛନ୍ତି। ଆସନ୍ତୁ  ଜାଣିବା ରାମଦେବ କ’ଣ କଲେ ଘୋଷଣା

୧-ପତଞ୍ଜଳିର ଟର୍ନଓଭର ୧୦୫୬୧ କୋଟିରେ ପହଞ୍ଚିଛି।

୨-୧ରୁ ୨ ବର୍ଷ ମଧ୍ୟରେ ପତଞ୍ଜଳି ହେବ ସର୍ବବୃତ୍ତ ସ୍ୱଦେଶୀ କମ୍ପାନୀ।

୩- ଏବେ କମ୍ପାନୀର ଉତ୍ପାଦନର କ୍ଷମତା ୩୦ରୁ୪୦ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ରହିଛି। ଆସନ୍ତା ବର୍ଷରେ ଏହା ୬୦ ହଜାର କୋଟି ଟଙ୍କା ଛୁଇଁବ।

୪-ପତଞ୍ଜଳିର ନୋଏଡାରେ ଏକ ୟୁନିଟ୍‌ ବସିବ। ଏହି ୟୁନିଟ୍‌ ଉତ୍ପାଦନର କ୍ଷମତା ୨୦ରୁ ୨୫ ହଜାର କୋଟି ଟଙ୍କା ରହିବ।

୫-ପତଞ୍ଜଳିକୁ ନେଇ ସବୁ ପ୍ରଡକ୍ଟରେ ଗୋମୁତ୍ର ମିଶ୍ରଣ କରାଯାଉଥିବା ଗୁଜବ ସୃଷ୍ଟି କରାଯାଉଛି। ଏହା ମିଛ କଥା । ଯେଉଁ ପ୍ରଡକ୍ଟରେ ଗୋମୁତ୍ର ମିଶ୍ରଣ ହେଉଛି ତାହା ଖୋଳ ଉପରେ ଉଲ୍ଲେଖ ରହୁଛି ବୋଲି ରାମଦେବ କହିଛନ୍ତି।

୬-ଆମେ ସୁକ୍‌ମା ସହିଦଙ୍କ ପାଇଁ ୨ଲକ୍ଷ ଟଙ୍କା ଲେଖାଁଏ ଦେବାକୁ ଘୋଷଣା କରିଛନ୍ତି।

୭-ସହିଦ ଯବାନଙ୍କ ପିଲାଙ୍କ ପାଇଁ ଆମେ ସ୍କୁଲ ଖୋଲିବୁ।

୮-ସାରା ଦେଶରେ ଆମେ ସ୍ୱଦେଶୀ ପ୍ରଡକ୍ଟ ବିକ୍ରି ଆମର ଲକ୍ଷ୍॥

୯-ରାମଦେବ କହିଛନ୍ତି ପତଞ୍ଜଳିର ଉତ୍ତରାଧିକାରୀ କେହି ବଡ଼ ବ୍ୟବସାୟ ନୁହେଁ ଜଣେ ସନ୍ୟାସ ହିଁ ହେବେ।

୧୦-ରାମଦେବ କହିଛନ୍ତି ଯେ, ପତଞ୍ଜଳି କମ୍ପାନୀ ଟୁଥ୍‌ପେଷ୍ଟ ବିକ୍ରି କରି ୮୪୦ କୋଟି ଟଙ୍କା ଆୟ କରିଛି। ସେହିପରି କମ୍ପାନି ଦେଶୀ ଘିଅ ବିକ୍ରି କରି ୧୪୬୭ ଟଙ୍କା ଆୟ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story