ପ୍ରେରଣା ପାଲଟିଲେ ତୁଷାର: କର୍କଟ ସହ ଲଢି ସିବିଏସଇରେ ୯୦ ପ୍ରତିଶତ ମାର୍କ

ରାଞ୍ଚି: କର୍କଟ । ରୋଗ ନାମ ଶୁଣିଲେ ଛାତିରେ ଛନକା ପଶିଯାଏ। କାଳରୂପୀ କର୍କଟ ଯେ, କେତେ କଷ୍ଟ ଏବଂ ଯନ୍ତ୍ରଣାଦାୟକ  ତାହା କେବଳ ଜଣେ ଅନୁଭବୀ ହିଁ କହିପାରିବ। ଆଜି ବି ଅନେକ କର୍କଟ ରୋଗୀ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି। ତେବେ ଏକ୍ଷେତ୍ରରେ ତୁଷାର ରିସି ନାମକ ଜଣେ ଯୁବକ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଯାଇଛନ୍ତି।  ଦିଲ୍ଲୀ ପବ୍ଲିକ୍‌ ସ୍କୁଲର ଛାତ୍ର ତଥା ରାଞ୍ଚିର ଏହି ବାଳକ ଜଣକ କର୍କଟରେ ଆକ୍ରାନ୍ତ […]

ranchi

ranchi

Rakesh Mallick
  • Published: Sunday, 28 May 2017
  • Updated: 28 May 2017, 06:23 PM IST

ରାଞ୍ଚି: କର୍କଟ । ରୋଗ ନାମ ଶୁଣିଲେ ଛାତିରେ ଛନକା ପଶିଯାଏ। କାଳରୂପୀ କର୍କଟ ଯେ, କେତେ କଷ୍ଟ ଏବଂ ଯନ୍ତ୍ରଣାଦାୟକ  ତାହା କେବଳ ଜଣେ ଅନୁଭବୀ ହିଁ କହିପାରିବ। ଆଜି ବି ଅନେକ କର୍କଟ ରୋଗୀ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି। ତେବେ ଏକ୍ଷେତ୍ରରେ ତୁଷାର ରିସି ନାମକ ଜଣେ ଯୁବକ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଯାଇଛନ୍ତି।  ଦିଲ୍ଲୀ ପବ୍ଲିକ୍‌ ସ୍କୁଲର ଛାତ୍ର ତଥା ରାଞ୍ଚିର ଏହି ବାଳକ ଜଣକ କର୍କଟରେ ଆକ୍ରାନ୍ତ ହୋଇଥିଲେ ବି ଚଳିତ ସିବିଏସଇ ପରୀକ୍ଷାରେ ୯୦ ପ୍ରତିଶତ ମାର୍କ ରଖିବାରେ ସଫଳ ହୋଇଛନ୍ତି। ତୁଷାରଙ୍କ ଦୃଢ ମନବଳ ଆଗରେ ହାର ମାନିଛି କର୍କଟ।

୧୯ ବର୍ଷୀୟ  ତୁଷାର ୨୦୧୪ରେ କର୍କଟ ରୋଗରେ ଶିକାର ହୋଇଥିବା ସେ ଜାଣିପାରିଥିଲେ। ତାଙ୍କ ଆଣ୍ଠୁରେ କର୍କଟ ହୋଇଥିବା ଡାକ୍ତରୀ ରିପୋର୍ଟ ଆସିଥିଲା। ଏହି କାରଣରୁ ସେ ଦଶମ ପରୀକ୍ଷା ଦେଇପାରି ନ ଥିଲେ। ତଥାପି ସେ ବିଚଳିତ  ହୋଇ ନ ଥିଲେ। ରୋଗର ଯନ୍ତ୍ରଣା  ବି ତାଙ୍କୁ ବୀତସ୍ପୃହ କରିପାରି ନଥିଲା। ଜାରି ରହିଲା ସଂଘର୍ଷ।  ଏହାରି ଭିତରେ ଦିଲ୍ଲୀ ଏମ୍‌ସକୁ ଯାଇ ନିୟମିତ ମେଡିକାଲ ଚେକ୍‌ଅପ  କରି ସେ ଚିକିତ୍ସା ଜାରି ରଖିଛନ୍ତି।

ଏଥିପାଇଁ ତାଙ୍କୁ ପ୍ରତି ୩ ବର୍ଷରେ ଥରେ  ଯିବାକୁ ପଡ଼ୁଛି। ଏହାରି ଭିତରେ ସେ ପାଠପଢାକୁ ଛାଡ଼ି ପାରିନାହାନ୍ତି।  ସେ ବିନା ଟ୍ୟୁସନ୍‌ରେ ୯୦ ପ୍ରତିଶତ ମାର୍କ ରଖିବାରେ ସଫଳ ହୋଇଛନ୍ତି। ତେବେ ସେ ଜୀବନି କାହାଣୀକୁ ନେଇ ଏକ ‘ପେସେଣ୍ଟ ପେସେଣ୍ଟ’ ବହି ଲେଖିଛନ୍ତି। ବହିରେ କର୍କଟ ବିରୋଧରେ ସଂଘର୍ଷର କଥା ରହିଛି। ଯାହା ସେ ଅଙ୍ଗେ ନିଭାଇଛନ୍ତି।  ବହିଟି ଆମାଜନ୍‌ରେ ଭଲ ଚାହିଦା ଥିବା ସେ କହିଛନ୍ତି।

courtesy-hindustantimes

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story