ସୂର୍ଯ୍ୟ ଅସ୍ତ ପରେ ଶଙ୍ଖ ଫୁଙ୍କିବା ଅଶୁଭ : ଜାଣନ୍ତୁ କ’ଣ ପାଇଁ

ହିନ୍ଦୁ ଧର୍ମରେ ସକାଳ ଏବଂ ସନ୍ଧ୍ୟାରେ ପୂଜାର୍ଚ୍ଚନା କରାଯିବାର ବିଶେଷ ମହତ୍ୱ ରହିଛି । ମୁଖ୍ୟତଃ ଏହି ଦୁଇଟି ସମୟରେ ସମସ୍ତେ ନିଜର ଆରାଧ୍ୟ ଦେବତାଙ୍କୁ ପୂଜାର୍ଚ୍ଚନା କରିଥାଆନ୍ତି। କୁହାଯାଏ ସୂର୍ଯ୍ୟ ଉଦୟ ପୂର୍ବରୁ ପୂଜାର୍ଚ୍ଚନା କଲେ ଶୁଭ ହୋଇଥାଏ।  ଏହି ସମୟରେ ଘଣ୍ଟି ଏବଂ ଶଙ୍ଖ ଫୁଙ୍କିଲେ ଶୁଭ ବୋଲି ବିବେଚନା କରାଯାଏ। କିନ୍ତୁ ଆପଣ ଜାଣିଛନ୍ତି କି ସନ୍ଧ୍ୟାରେ ଏହି ଶଙ୍ଖ କିମ୍ବା ଘଣ୍ଟି ବଜାଇବା ଅନୁଚିତ। ସନ୍ଧ୍ୟାରେ ପୂଜା କଲା ବେଳେ ଅଧିକ […]

shankh-1

shankh-1

Rakesh Mallick
  • Published: Saturday, 27 May 2017
  • Updated: 27 May 2017, 08:35 PM IST

Sports

Latest News

ହିନ୍ଦୁ ଧର୍ମରେ ସକାଳ ଏବଂ ସନ୍ଧ୍ୟାରେ ପୂଜାର୍ଚ୍ଚନା କରାଯିବାର ବିଶେଷ ମହତ୍ୱ ରହିଛି । ମୁଖ୍ୟତଃ ଏହି ଦୁଇଟି ସମୟରେ ସମସ୍ତେ ନିଜର ଆରାଧ୍ୟ ଦେବତାଙ୍କୁ ପୂଜାର୍ଚ୍ଚନା କରିଥାଆନ୍ତି। କୁହାଯାଏ ସୂର୍ଯ୍ୟ ଉଦୟ ପୂର୍ବରୁ ପୂଜାର୍ଚ୍ଚନା କଲେ ଶୁଭ ହୋଇଥାଏ।  ଏହି ସମୟରେ ଘଣ୍ଟି ଏବଂ ଶଙ୍ଖ ଫୁଙ୍କିଲେ ଶୁଭ ବୋଲି ବିବେଚନା କରାଯାଏ। କିନ୍ତୁ ଆପଣ ଜାଣିଛନ୍ତି କି ସନ୍ଧ୍ୟାରେ ଏହି ଶଙ୍ଖ କିମ୍ବା ଘଣ୍ଟି ବଜାଇବା ଅନୁଚିତ।

ସନ୍ଧ୍ୟାରେ ପୂଜା କଲା ବେଳେ ଅଧିକ ଧ୍ୟାନ ଦେବାକୁ ପଡ଼ିଥାଏ।  ପ୍ରାୟତଃ ସମସ୍ତେ ଉଭୟ ସକାଳ ଏବଂ ସନ୍ଧ୍ୟାରେ ଘଣ୍ଟି ଏବଂ ଶଙ୍ଖକୁ ବ୍ୟବହାର କରିଥାଆନ୍ତି। କିନ୍ତୁ ସନ୍ଧ୍ୟା ବେଳେ ଏହି ଘଣ୍ଟି ଏବଂ ଶଙ୍ଖ ବଜାଇବା ଅଶୁଭ ବୋଲି କୁହାଯାଉଛି।

ଜ୍ୟୋତିର୍ବିଦଙ୍କ ଅନୁସାରେ ସୂର୍ଯ୍ୟ ଅସ୍ତ ହେଲା ପରେ ଦେବାଦେବୀଙ୍କ ଶୟନ ସମୟ ହୋଇଯାଇଥାଏ। ତେଣୁ ଏହି କାରଣ ପାଇଁ ଘଣ୍ଟି ଏବଂ ଶଙ୍ଖ ବଜାଇବା ଉଚିତ୍‌ ନୁହଁ। ସେହିପରି ସନ୍ଧ୍ୟାରେ ଫୁଲ ତୋଳିବା ଅନୁଚିତ। ସେହିପରି ଭଗବାନ ବିଷ୍ଣୁ ଏବଂ ଶ୍ରୀକୃଷ୍ଣଙ୍କ ପୂଜାରେ ତୁଳସୀ ଲାଗି ନ ହେଲେ ପୂଜା ଅସମ୍ପୂର୍ଣ୍ଣ ବୋଲି ଧରାଯାଏ।  ଯଦି ଆପଣ ସନ୍ଧ୍ୟା ବେଳେ ଏହି ଦେବତାଙ୍କୁ ପୂଜା କରୁଛନ୍ତି ଆଉ ଗଛରୁ ତୁଳସୀ ଛିଡ଼ାଉଛନ୍ତି ତେବେ ଏହି ପଦ୍ଧତି ମଧ୍ୟ  ଅଗ୍ରହଣୀୟ । କାରଣ ସନ୍ଧ୍ୟାରେ ତୁଳସୀ ଛିଡ଼ାଇବା ଦ୍ୱାରା ମା’ଲକ୍ଷ୍ମୀଙ୍କୁ ଅପମାନିତ  ହୋଇଥାଏ। ସମସ୍ତେ ମାନନ୍ତି ସୂର୍ଯ୍ୟ ହେଉଛନ୍ତି  ଦିନର ଦେବତା । ତେଣୁ ସୂର୍ଯ୍ୟ ଅସ୍ତ ସମୟରେ  କିମ୍ବା ରାତିରେ ପୂଜା କରିବା ଅନୁଚିତ।

ସୌଜନ୍ୟ ଅମରଉଜ୍ଜାଲା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story