ସାପର ମୁଣ୍ଡ କଟିଗଲା ପରେ କେତେ ଘଣ୍ଟା ପର୍ଯ୍ୟନ୍ତ ବଞ୍ଚିପାରେ ଜାଣନ୍ତୁ ?  

ସାପ ନା ଶୁଣିଲେ ସମସ୍ତେ ଚମକି ପଡ଼ନ୍ତି। କାରଣ ଏହା ହେଉଛି ସବୁଠୁ ମାରାତ୍ମକ ଜୀବ। ସାପ କାମୁଡ଼ିଲେ ବଞ୍ଚିବା ଅସମ୍ଭବ। ତେଣୁ ସାପକୁ କୋଲ୍‌ ବ୍ଲଡେଡ୍‌ ପ୍ରାଣୀ ବୋଲି କୁହାଯାଏ। ତେବେ ଆଜି ଆସନ୍ତୁ ସାପକୁ ନେଇ କିଛି ରୋଚକ ତଥ୍ୟ ଜାଣିବା। ୧-ଆପଣ ଜାଣନ୍ତି କି ଯଦି ଆପଣ ସାପର ମୁଣ୍ଡ କାଟିଦିଅନ୍ତି ଭାବିବେ ନି ସେ ମରିଗଲା। କାରଣ ସାପର ବେକ କଟିଲା ପରେ ୧ ଘଣ୍ଟା ପର୍ଯ୍ୟନ୍ତ ଜୀବତ ରହିପାରେ।ଏହି ସମୟରେ […]

snake-9

snake-9

Tapas Behera
  • Published: Tuesday, 13 November 2018
  • Updated: 13 November 2018, 06:25 PM IST

ସାପ ନା ଶୁଣିଲେ ସମସ୍ତେ ଚମକି ପଡ଼ନ୍ତି। କାରଣ ଏହା ହେଉଛି ସବୁଠୁ ମାରାତ୍ମକ ଜୀବ। ସାପ କାମୁଡ଼ିଲେ ବଞ୍ଚିବା ଅସମ୍ଭବ। ତେଣୁ ସାପକୁ କୋଲ୍‌ ବ୍ଲଡେଡ୍‌ ପ୍ରାଣୀ ବୋଲି କୁହାଯାଏ। ତେବେ ଆଜି ଆସନ୍ତୁ ସାପକୁ ନେଇ କିଛି ରୋଚକ ତଥ୍ୟ ଜାଣିବା।

୧-ଆପଣ ଜାଣନ୍ତି କି ଯଦି ଆପଣ ସାପର ମୁଣ୍ଡ କାଟିଦିଅନ୍ତି ଭାବିବେ ନି ସେ ମରିଗଲା। କାରଣ ସାପର ବେକ କଟିଲା ପରେ ୧ ଘଣ୍ଟା ପର୍ଯ୍ୟନ୍ତ ଜୀବତ ରହିପାରେ।ଏହି ସମୟରେ ସେ ଡେଇଁ ଦଂଶନ କରିପାରେ କିମ୍ବା ଆପଣଙ୍କ ଶରୀରକୁ ପୂରା ବିଷ ଛାଡ଼ିପାରେ। ଏହି କାରଣରୁ କିଛି ଲୋକ ସାପ ମରିଗଲା ଭାବି କଟା ମୁଣ୍ଡକୁ ଧରି ହଇରାଣରେ ପଡ଼ନ୍ତି।

୨-ସାପ ଦୁଇ ପ୍ରକାରର। ଗୋଟିଏ ହେଲା ବିଷଧର ଯାହାକୁ ପଏଜନସ ବା ଭେନମସ (venomous) କୁହାଯାଏ। ସେହିପରି ବିଷହୀନ ସାପକୁ କଲୁବ୍ରିଡି (colubrididae) କୁହାଯାଏ।

୩-୧୫ କୋଟି ବର୍ଷ ତଳେ ସାପର ପାଦ ମଧ୍ୟ ଥିଲା। କିନ୍ତୁ ବିବର୍ତ୍ତନ ଏବଂ ଜେନେଟିକ୍‌ କାରଣରୁ ସାପର ପାଦ ଧୀରେ ଧୀରେ ବିଲୁପ୍ତ ହୋଇଗଲା।

୪-ପୃଥିବୀରେ ୩ ହଜାର ପ୍ରଜାତିର ସାପ ଅଛନ୍ତି। ଯେଉଁଥିରୁ ୭୦୦ ପ୍ରଜାତିର ଭାରି ବିଷଧର।

୫- ବିଶ୍ୱର ନ୍ୟୁଜିଲାଣ୍ଡ, ଆଣ୍ଟାର୍ଟିକାରେ ସାପ ମିଳନ୍ତି ନାହିଁ। କାରଣ ସାପ ଅତ୍ୟନ୍ତ ଥଣ୍ଡା ଅଞ୍ଚଳରେ ରହିପାରନ୍ତି ନାହିଁ।

୬-ପ୍ରତି ବର୍ଷ ସାପ କାମୁଡ଼ାରେ ୧୦୦,୦୦୦ ଲୋକଙ୍କ ମୃତ୍ୟୁ ଘଟିଥାଏ।

୭- ବିଶ୍ୱର ସବୁଠାରୁ ଲମ୍ବା ସାପ ହେଉଛି  ପାଇଥନ୍‌ ରେଟିକୁଲଟସ୍‌(python reticulates)। ଯାହାର ଲମ୍ବ ହେଉଛି ୩୦ ଫୁଟ୍‌।

୮-ସାପ ୩ଥର ନିଜର ଚମଡ଼ା ବା ଖୋଳପା ବଦଳାଇଥାଏ।

୯-ସାପ ବିଷରୁ କର୍କଟ ରୋଗ ପାଇଁ ଔଷଧ ତିଆରି କରାଯାଇଥାଏ।

୧୦-୧୦ଟି ଗୋଖର ସାପରୁ ୧ଗ୍ରାମ ବିଷ ବାହାରିଥାଏ। ଯାହାର ମୂଲ୍ୟ ବହୁ ଅଧିକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story