ଏଠି ପାଦ ଶୁଙ୍ଘି ୩୪ ଲକ୍ଷ ପର୍ଯ୍ୟନ୍ତ ଆୟ କରନ୍ତି ଲୋକେ

ନୂଆଦିଲ୍ଲୀ:ଆଜି ଆମେ ଏମିତି ଏକ ଦେଶ ବିଷୟରେ କହିବୁ ଯିଏ ନିଜ ବେପାର ବଣିଜ ବଳରେ ପୂରା ବିଶ୍ୱରେ ପରିଚିତ। ଆଧୁନିକ ଦୁନିଆରେ ଆମେ ବ୍ୟବହାର କରୁଥିବା ବିଭିନ୍ନ ସାମଗ୍ରୀ ଏହି ଦେଶରେ ତିଆରି ହୋଇଥାଏ। ଦୁନିଆର ସବୁଠୁ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଏହି ରାଷ୍ଟ୍ର ଉନ୍ନତି ପଥରେ ବହୁ ଆଗରେ ରହିଛି। ଭାରତରେ ବିକ୍ରି ହେଉଥିବା ସର୍ବାଧିକ ଫୋନ୍‌ ଏବଂ ଇଲେକଟ୍ରୋନିକ୍‌ ସାମଗ୍ରୀ ଏହି ଦେଶରେ ତିଆରି ହୋଇଥାଏ। ଏହି ଦେଶ ବିଷୟରେ ଅନେକ ଆଶ୍ଚର୍ଯ୍ୟଜନକ […]

china-1

china-1

Tapas Behera
  • Published: Monday, 05 November 2018
  • Updated: 05 November 2018, 08:02 PM IST

Sports

Latest News

ନୂଆଦିଲ୍ଲୀ:ଆଜି ଆମେ ଏମିତି ଏକ ଦେଶ ବିଷୟରେ କହିବୁ ଯିଏ ନିଜ ବେପାର ବଣିଜ ବଳରେ ପୂରା ବିଶ୍ୱରେ ପରିଚିତ। ଆଧୁନିକ ଦୁନିଆରେ ଆମେ ବ୍ୟବହାର କରୁଥିବା ବିଭିନ୍ନ ସାମଗ୍ରୀ ଏହି ଦେଶରେ ତିଆରି ହୋଇଥାଏ। ଦୁନିଆର ସବୁଠୁ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଏହି ରାଷ୍ଟ୍ର ଉନ୍ନତି ପଥରେ ବହୁ ଆଗରେ ରହିଛି। ଭାରତରେ ବିକ୍ରି ହେଉଥିବା ସର୍ବାଧିକ ଫୋନ୍‌ ଏବଂ ଇଲେକଟ୍ରୋନିକ୍‌ ସାମଗ୍ରୀ ଏହି ଦେଶରେ ତିଆରି ହୋଇଥାଏ। ଏହି ଦେଶ ବିଷୟରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ରହିଛି ଯାହା ଆପଣ ଜାଣି ନ ଥିବେ। ହଁ ଆମେ କହୁଛେ ଭାରତର ପଡ଼ୋଶୀ ରାଷ୍ଟ୍ର ଚୀନ୍‌ ବିଷୟରେ। ତେବେ ଆସନ୍ତୁ ଜାଣିବା ଚୀନ୍‌କୁ ନେଇ କିଛି ରୋଚକ ତଥ୍ୟ।

  • ବିଭିନ୍ନ ପ୍ରଡକ୍ଟର ନକଲ କରିବା ଚୀନ୍‌ ମାହିର। ଏପରିକି ଚୀନ୍‌ରେ ନକଲି ଅଣ୍ଡା ଫ୍ୟାକ୍ଟ୍ରି ମଧ୍ୟ ରହିଛି। ଆଉ ଜଣେ ବ୍ୟକ୍ତି ଦିନକୁ ୧୫୦୦ ନକଲି ଅଣ୍ଡା ତିଆରି କରିପାରେ।
  • ଚୀନ୍‌ରେ ଆପଲ କମ୍ପାନୀର ଫେକ୍‌ ପ୍ରଡକ୍ଟ ହାଉସ୍‌ ରହିଛି। ଯେଉଁଠି କର୍ମଚାରୀମାନେ ଆପଲ କମ୍ପାନୀର ଡ୍ରେସ୍‌କୋଡ ପିନ୍ଧି କାମ କରିଥାନ୍ତି। ଯେମିତି କାହାକୁ ସନ୍ଦେହ ନହେବ।
  • ଚୀନ୍‌ରେ ପ୍ରତି ବର୍ଷ ୨୨ ଲକ୍ଷ ସିଗାରେଟ୍ ପିଆଯାଏ। ଯେଉଁଥିରେ ୪ ଲକ୍ଷ ସିଗାରେଟ୍‌ ନକଲି ହୋଇଥାଏ।
  • ୨୦୦୬ରେ କୁକୁର କାମୁଡ଼ାରେ ୩ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ୫୦,୦୦୦ କୁକୁରଙ୍କୁ ପିଟି ପିଟି ମାରି ଦିଆଯାଇଥିଲା। ଏପରିକି ଯଦି କୌଣସି କୁକୁର ତାଙ୍କ ମାଲିକ ସଙ୍ଗେ ବୁଲୁଥିବାର ଦେଖାଯାଉଥିଲା ତେବେ ସେହିଠାରେ ହିଁ ତାକୁ ପିଟିପିଟି ମାରି ଦିଆଯାଉଥିଲା।
  • ଚୀନ୍‌ର ଲୋକମାନେ କିଛି ବି ଖାଇପାରନ୍ତି। ଏହି ଦେଶରେ  ଦିନକୁ ୧୦,୦୦୦ ବିଲେଇ ଖିଆଯାଇଥାଏ।
  • ଚୀନ୍‌ରେ ମଧ୍ୟ ଅଜବ ବିଶ୍ୱାସ ରହିଛି। ଏଠିକାର ଲୋକେ ପାଦ ଶୁଙ୍ଘି ଥାନ୍ତି। ଅନେକ ପ୍ରଫେସନଲା ଲୋକେ ପାଦ ଶୁଙ୍ଘି  ୩୪ ଲକ୍ଷ ପର୍ଯ୍ୟନ୍ତ କମେଇ ଦିଅନ୍ତି।
  • ବିଶ୍ୱର ସବୁଠୁ ଫାଶୀଦଣ୍ଡ ଦେଉଥିବା ରାଷ୍ଟ୍ର ମଧ୍ୟରେ ଚୀନ୍‌ ଅନ୍ୟତମ। ଏହାକୁ ନେଇ ଏଠାରେ ଏକ ଜନପ୍ରିୟ ଟିଭି ଶୋ’ ରହିଛି। ଯାହାକୁ ଫାଶୀଦଣ୍ଡାଦେଶ ହୋଇଥାଏ ତାଙ୍କର ଇଣ୍ଟର୍ଭ୍ୟୁ ନିଆଯାଇଥାଏ।
  • ଚୀନ୍‌ରେ ୨୦୦୯ରେ ଫେସବୁକ୍‌, ୟୁଟ୍ୟୁବ୍‌, ଟ୍ୱିଟର ଉପରେ ନିଷେଧାଦେଶ ଜାରି କରାଯାଇଛି। ଏସବୁ ବଦଳରେ ଚୀନ୍‌ର ନିଜସ୍ୱ ସୋଶାଲ୍‌ ମିଡିଆ ଆପ୍‌ସ୍‌ ବ୍ୟବହାର କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story