ନିଜ ଭୋଟିଂ ଏରିଆରୁ ଦୂରରେ ଅଛନ୍ତି କି? ଜାଣନ୍ତୁ କେମିତି ଦେବେ ଭୋଟ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲୋକସଭା ନିର୍ବାଚନ ୨୦୧୯ ପାଖେଇ ଆସିଲାଣି। ଭିନ୍ନ ଭିନ୍ନ ପାର୍ଟିର ନେତାମାନେ ପ୍ରଚାର-ପ୍ରସାରରେ ଲାଗିପଡ଼ିଲେଣି। ସାଧାରଣ ଜନତା ବି ଆଗାମୀ ନିର୍ବାଚନକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି। ଏଥର ନିର୍ବାଟନ ମୋଟ ୭ଟି ପର୍ଯ୍ୟାୟରେ ହେବ। ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଏପ୍ରିଲ୍‌ ୧୧ରେ ଆରମ୍ଭ ହେଉଥିବାବେଳେ ଅନ୍ତିମ ପର୍ଯ୍ୟାୟ ମେ ୧୯ରେ ଶେଷ ହେବ। ୨୩ ମେରେ ଭୋଟ୍ ଗଣତି ହେବ। ଚଳିତ ବର୍ଷ ନିର୍ବାଚନରେ ମୋଟ ଭୋଟର୍‌ଙ୍କ ସଂଖ୍ୟା ହେଉଛି ୯୦ କୋଟି। ସେମାନଙ୍କ […]

vote

vote

Chinmayee Roy
  • Published: Monday, 18 March 2019
  • Updated: 18 March 2019, 05:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲୋକସଭା ନିର୍ବାଚନ ୨୦୧୯ ପାଖେଇ ଆସିଲାଣି। ଭିନ୍ନ ଭିନ୍ନ ପାର୍ଟିର ନେତାମାନେ ପ୍ରଚାର-ପ୍ରସାରରେ ଲାଗିପଡ଼ିଲେଣି। ସାଧାରଣ ଜନତା ବି ଆଗାମୀ ନିର୍ବାଚନକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି। ଏଥର ନିର୍ବାଟନ ମୋଟ ୭ଟି ପର୍ଯ୍ୟାୟରେ ହେବ। ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଏପ୍ରିଲ୍‌ ୧୧ରେ ଆରମ୍ଭ ହେଉଥିବାବେଳେ ଅନ୍ତିମ ପର୍ଯ୍ୟାୟ ମେ ୧୯ରେ ଶେଷ ହେବ। ୨୩ ମେରେ ଭୋଟ୍ ଗଣତି ହେବ। ଚଳିତ ବର୍ଷ ନିର୍ବାଚନରେ ମୋଟ ଭୋଟର୍‌ଙ୍କ ସଂଖ୍ୟା ହେଉଛି ୯୦ କୋଟି। ସେମାନଙ୍କ ମଧ୍ୟରୁ ୧.୫୦ କୋଟି ୧୮ ଓ ୧୯ ବର୍ଷୀୟ ମତଦାତା ଅଛନ୍ତି।

୯୦ କୋଟି ଭୋଟର୍‌ଙ୍କ ମଧ୍ୟରେ ଅନେକ ଲୋକ ଏପରି ଅଛନ୍ତି ଯେଉଁମାନେ ନିଜ ସହରଠୁ ଦୂରରେ ଚାକିରୀ କିମ୍ବା ପାଠ ପଢ଼ୁଛନ୍ତି। ଏହି କାରଣରୁ ସେମାନେ   ଭୋଟ ଦେଇ ନିଜ ମତ ଅଧିକାର ସାବ୍ୟସ୍ତ କରି ପାରନ୍ତି ନାହିଁ। କିନ୍ତୁ ଆପଣ ବୋଧ ହୁଏ ଜାଣି ନଥିବେ ଯେ ନିଜ ନିର୍ବାଚନ କ୍ଷେତ୍ରରୁ ଦୂରରେ ଥିଲେ ମଧ୍ୟ ଏବେ ଆପଣ ଅନ୍ୟ ନିର୍ବାଚନ କ୍ଷେତ୍ରରେ ଭୋଟ ଦେଇପାରିବେ। ହେଲେ ଏଥିପାଇଁ ଆପଣଙ୍କୁ ଅନ୍‌ଲାଇନ୍‌ ପ୍ରକ୍ରିୟା ସାହାଯ୍ୟରେ ନିଜର ନିର୍ବାଚନ କ୍ଷେତ୍ରକୁ ବଦଳାଇବାକୁ ପଡ଼ିବ। ଆଉ ନିଜ ବିଷୟରେ କିଛି ତଥ୍ୟ ଦେଇ ଆପଣ ଭାରତର ଯେକୌଣସି ସ୍ଥାନରେ ବି ଭୋଟ ଦେଇପାରିବେ।

କେମିତି କରିବେ?

୧) ସର୍ବପ୍ରଥମେ ଆପଣଙ୍କୁ www.nvsp.in ସାଇଟ୍‌କୁ ଯିବାକୁ ପଡ଼ିବ। ଯଦି ଆପଣ ନୂଆ ଭୋଟର ଓ ନିଜର ନିର୍ବାଚନ କ୍ଷେତ୍ର ବଦଳାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ Form 6 ଉପରେ କ୍ଲିକ୍‌ କରିବାକୁ ହେବ।

୨) ଆପଣ ହିନ୍ଦୀ, ଇଂରାଜୀ ଓ ମଲାୟଲମ ଆଦି ୩ଟି ଭାଷାରେ ଭୋଟ୍‌ ଦେଇପାରିବେ। ଭାଷାର ଚୟନ ପରେ ଆପଣ ଯେଉଁ ରାଜ୍ୟରେ ଅଛନ୍ତି କିମ୍ବା ଆପଣଙ୍କ ଆଖପାଖର ବିଧାନସଭା  ସମ୍ପର୍କରେ ସୂଚନା ଦେବେ।

୩)   ଏହା ପରେ ନିର୍ବାଚନ କ୍ଷେତ୍ର ସିଫ୍ଟ କରୁଥିବା ଅପଶନ୍‌ ଉପରେ କ୍ଲିକ କରନ୍ତୁ।

୪) ଯାହାପରେ ଆପଣଙ୍କୁ ନିଜର ସମ୍ପୂର୍ଣ୍ଣ ନାଁ ଓ ମାତା, ପିତା, ସ୍ୱାମୀ, ସ୍ତ୍ରୀଙ୍କର ନାଁ ଦେବାକୁ ହେବ, ଯେଉଁମାନଙ୍କର ଭୋଟର ପରିଚୟପତ୍ର ଥିବ।

୫)  ଆପଣଙ୍କୁ ନିଜର ଜନ୍ମ ତାରିଖ ଓ ଲିଙ୍ଗ ଲେଖିବାକୁ ପଡ଼ିବ।

୬)  ଆପଣ ଯେଉଁଠି ରହୁଛନ୍ତି ସେଠାକାର ସମ୍ପୂର୍ଣ୍ଣ ଠିକଣା ଦେବାକୁ ହେବ। ଏହାପରେ ନିଜର ସ୍ଥାୟୀ ଠିକଣା ଦେବେ।

୭) ବର୍ତ୍ତମାନ ଆପଣଙ୍କୁ ନିଜର ଇମେଲ ଆଇଡି ଓ ମୋବାଇଲ ନମ୍ବର ଦେବାକୁ ପଡ଼ିବ।
୮) ଏବେ ଆପଣଙ୍କୁ ନିଜର ଫଟୋ, ଆଇଡି ପ୍ରୁଫ୍, ଆଡ୍ରେସ୍‌ ପ୍ରୁଫ୍‌ ଫଟୋ ଅପଲୋଡ଼ କରିବାକୁ କୁହାଯିବ।
୯) ଡିକ୍ଲାରେସନ୍‌ରେ ନିଜର ଜନ୍ମ ସ୍ଥାନ ଦେବେ। ଶେଷରେ କ୍ୟାପଚାରେ ଯେଉଁ ନମ୍ବର ଆସିବ ତାହାକୁ ଲେଖି ସବ୍‌ମିଟ୍‌ କରିବାକୁ ହେବ।

୧୦) ସବମିଟ୍‌ କରିବା ପରେ ଆପଣ ଦେଇଥିବା ମେଲ ଆଇଡିକୁ ଏକ ମେଲ୍‌ ଆସିଯିବ। ସେହି ମେଲ୍‌ରୁ ଆପଣ ଭୋଟର ଆଇକାର୍ଡ଼ର ଆପ୍ଲିକେଶନ୍‌ ଷ୍ଟାଟସ ଚେକ୍‌ କରିପାରିବେ। କିଛି ଦିନ ଭିତରେ ହିଁ ଆପଣଙ୍କୁ ନୂଆ ଭୋଟର କାର୍ଡ଼ ମିଳିଯିବ।

ମନେ ରଖନ୍ତୁ ଯଦି ଆପଣଙ୍କ ପାଖରେ ଭୋଟର ପରିଚୟ ପତ୍ର ନାହିଁ ତେବେ ବି ଆପଣ ସରକାରଙ୍କ ଅଧିକୃତ ଯେ କୌଣସି ପରିଚୟପତ୍ର  ଦେଖାଇ ମତଦାନ କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story