କରଜରେ ବୁଡ଼ି ଗଲେଣି ବାପାମା’, ତଥାପି ପୂରୁନି ଏ ଛୁଆର ପେଟ... ପଢ଼ନ୍ତୁ ପୂରା ରିପୋର୍ଟ

ପିଲାଟିର ବୟସ ୧୦ ବର୍ଷ। କିନ୍ତୁ ଓଜନ ପ୍ରାୟ ହାତୀ ଭଳି! ଗୋଟିଏ ଜାଗାରେ ବସି ପଡ଼ିଲେ ଉଠିବା ତା’ ପାଇଁ ବଡ଼ ମୁସ୍କିଲ୍‌। ଇଣ୍ଡୋନେସିଆର ଏହି ବାଳକର ନାଁ ଆୟରା ସୌମାନ୍ତ୍ରୀ। ସେ କେବଳ ଦିନ ବେଳା ନୁହେଁ ରାତିରେ ବି ଅନେକ ଥର ଖାଏ। ଖାଇବା ନ ଦେଲେ ଜୋରରେ ଚିତ୍କାର କରେ। ଡାଏଟିଂ କରିବା ପରେ ଆୟରାର ଓଜନ ଏବେ ପ୍ରାୟ ୧୯୧ କିଲୋଗ୍ରାମ ଅଛି। କିନ୍ତୁ ଏବେ ବି ତା’ର ଖାଇବା […]

child

child

Rakesh Mallick
  • Published: Saturday, 27 May 2017
  • Updated: 27 May 2017, 08:11 AM IST

Sports

Latest News

ପିଲାଟିର ବୟସ ୧୦ ବର୍ଷ। କିନ୍ତୁ ଓଜନ ପ୍ରାୟ ହାତୀ ଭଳି! ଗୋଟିଏ ଜାଗାରେ ବସି ପଡ଼ିଲେ ଉଠିବା ତା’ ପାଇଁ ବଡ଼ ମୁସ୍କିଲ୍‌। ଇଣ୍ଡୋନେସିଆର ଏହି ବାଳକର ନାଁ ଆୟରା ସୌମାନ୍ତ୍ରୀ। ସେ କେବଳ ଦିନ ବେଳା ନୁହେଁ ରାତିରେ ବି ଅନେକ ଥର ଖାଏ। ଖାଇବା ନ ଦେଲେ ଜୋରରେ ଚିତ୍କାର କରେ।

ଡାଏଟିଂ କରିବା ପରେ ଆୟରାର ଓଜନ ଏବେ ପ୍ରାୟ ୧୯୧ କିଲୋଗ୍ରାମ ଅଛି। କିନ୍ତୁ ଏବେ ବି ତା’ର ଖାଇବା ପ୍ରତି ଲୋଭ ଛାଡ଼ିନି। ଦୈନିକ ସେ ପ୍ରାୟ ୫ କିଲୋ ଚାଉଳର ଭାତ ଖାଉଛି। ତା’ ବାପା କହିଛନ୍ତି ଯେ ସେ ତିନି ଜଣ ଲୋକଙ୍କ ଖାଇବା ଏକାଥରକେ ଖାଇଦିଏ। ମାଛମାଂସ ଓ ନୁଡୁଲ୍ସ ଖାଇବା ପରେ ମଧ୍ୟ ତାକୁ ଭୋକ ହୁଏ। ଭୋକ ଲାଗିଲେ ସେ ଚିତ୍କାର କରେ ବୋଲି ତା ବାପା କହିଛନ୍ତି। ତେଣୁ କିଛି ନା କିଛି ଖାଇବାକୁ ଦେବାକୁ ପଡ଼େ।

ତା’ପାଇଁ ପୋଷାକ ମଧ୍ୟ ମିଳୁନାହିଁ। ତେଣୁ ଶରୀର ତଳ ଭାଗକୁ ସେ କେବଳ ଏକ କପଡ଼ାରେ ବାନ୍ଧି ରଖେ।

ମୋଟାପଣ ଯୋଗୁଁ ଆୟରା ସ୍କୁଲ୍ ଯାଇପାରୁ ନାହିଁ। ଗତ ଏପ୍ରିଲ୍ ୧୭ ତାରିଖ ସୁଦ୍ଧା ସେ ୧୬ କେଜି ଓଜନ କମାଇଛି। କିନ୍ତୁ ଏହା ତା’ ପାଇଁ କିଛି ନାହିଁ। ତାକୁ ଆହୁରି ଓଜନ କମାଇବାକୁ ହେବ। ଏଥିପାଇଁ ତା’ ବାପାମା’ ତାର ଅପରେସନ୍ କରାଇବା କଥା ଚିନ୍ତା କରୁଛନ୍ତି।

ଶୋଇବାଠାରୁ ଆରମ୍ଭ କରି ନିଜର ସମସ୍ତ କାର୍ଯ୍ୟ କରିବା ପାଇଁ ତାକୁ କଷ୍ଟ ହୁଏ। ତା’ର କୌଣସି କାମ ସେ ନିଜେ କରି ପାରୁ ନାହିଁ। ଛିଡ଼ା ହେବା ପାଇଁ ସେ ଅନ୍ୟର ସାହାଯ୍ୟ ନିଏ।

ଆୟରା ଏବେ ତା’ ବାପାମା’ ପାଇଁ କାଳ ବନି ଯାଇଛି। ସେମାନଙ୍କର ରୋଜଗାର ବି ଏତେ ନୁହେଁ ଯେ ପ୍ରତିଦିନ ତାଙ୍କ ପୁଅକୁ ଏତେ ଖାଦ୍ୟ ଦେଇପାରିବେ। ଆୟରାର ଭୋକ ମେଣ୍ଟାଇବାକୁ ତା’ ବାପା କରଜରେ ବୁଡ଼ି ଗଲେଣି।

ରିପୋର୍ଟ ଓ ଫଟୋ- ଅମର ଉଜାଲା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story