ମୋଟା ମାଙ୍କଡ଼ର ଭାରି ଡିମାଣ୍ଡ; ଆସନ୍ତୁ ଭେଟିବା ଥାଇଲାଣ୍ଡର ‘ଅଙ୍କଲ୍ ଫୋଟି’କୁ

ନୂଆଦିଲ୍ଲୀ: ସାଧାରଣତଃ ଆମେ ମାଙ୍କଡ ଦେଖିବାକୁ ଚିଡ଼ିଆଖାନା ଯାଇଥାଉ। ଆଜି ଆମେ ଯେଉଁ ମାଙ୍କଡ଼ ବିଷୟରେ କହିବାକୁ ଯାଉଛୁ, ତାକୁ ଦେଖିବା ପାଇଁ ଲୋକେ କାହିଁ କେତେ ଦୂରରୁ ଆସିଥାଆନ୍ତି। ଏହି ମାଙ୍କଡଟି ଥାଇଲଣ୍ଡର ଏକ ୱାଟର୍‌ ପାର୍କରେ ରୁହେ। ପର୍ଯ୍ୟଟକଙ୍କ ପାଇଁ ମନୋରଞ୍ଜନ ଖୋରାକ ପାଲଟିଛି ଏହି ମାଙ୍କଡ଼। ଲୋକେ ଏହି ମାଙ୍କଡଟିର ନାଁ ମଧ୍ୟ ଦେଇଛନ୍ତି। ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ସେ ପାଲଟିଛି ‘ଅଙ୍କଲ୍ ଫୋଟି’। ‘ଅଙ୍କଲ୍ ଫୋଟି’ ଖାଦ୍ୟ ଖାଇବାକୁ ବେଶ୍ […]

monkey

monkey

Rakesh Mallick
  • Published: Monday, 01 May 2017
  • Updated: 01 May 2017, 09:27 PM IST

ନୂଆଦିଲ୍ଲୀ: ସାଧାରଣତଃ ଆମେ ମାଙ୍କଡ ଦେଖିବାକୁ ଚିଡ଼ିଆଖାନା ଯାଇଥାଉ। ଆଜି ଆମେ ଯେଉଁ ମାଙ୍କଡ଼ ବିଷୟରେ କହିବାକୁ ଯାଉଛୁ, ତାକୁ ଦେଖିବା ପାଇଁ ଲୋକେ କାହିଁ କେତେ ଦୂରରୁ ଆସିଥାଆନ୍ତି। ଏହି ମାଙ୍କଡଟି ଥାଇଲଣ୍ଡର ଏକ ୱାଟର୍‌ ପାର୍କରେ ରୁହେ। ପର୍ଯ୍ୟଟକଙ୍କ ପାଇଁ ମନୋରଞ୍ଜନ ଖୋରାକ ପାଲଟିଛି ଏହି ମାଙ୍କଡ଼। ଲୋକେ ଏହି ମାଙ୍କଡଟିର ନାଁ ମଧ୍ୟ ଦେଇଛନ୍ତି। ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ସେ ପାଲଟିଛି ‘ଅଙ୍କଲ୍ ଫୋଟି’।

‘ଅଙ୍କଲ୍ ଫୋଟି’ ଖାଦ୍ୟ ଖାଇବାକୁ ବେଶ୍ ଭଲ ପାଉଥିବାରୁ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ତାକୁ କିଛି ନା କିଛି ଖାଇବାକୁ ଦେଇଥାଆନ୍ତି। ଅଧିକ ଖାଦ୍ୟ ଖାଇବା ଦ୍ୱାରା ମାଙ୍କଡର ଓଜନ ବଢି ଯାଇଛି। ତେଣୁ ତାକୁ କେବଳ ମଣିଷ ନୁହଁ ଅନ୍ୟ ମାଙ୍କଡମାନେ ମଧ୍ୟ ଭିନ୍ନ ନଜରରେ ଦେଖିଥାନ୍ତି।

ସ୍ଥାନୀୟ  ପଶୁବିଭାଗ ଅଙ୍କଲ ଫୋଟିର ଓଜନକୁ ନେଇ ଚିନ୍ତିତ ହୋଇ ପଡିଛି। ଯଦି ଅଙ୍କଲ ଫୋଟି ଏପରି ଖାଦ୍ୟ ଗ୍ରହଣ କରି ଚାଲେ ସେ ଅନ୍ୟ କିଛି ରୋଗରେ ପୀଡ଼ିତ ହେବାର ହେବାର ଆଶଙ୍କା ଉପୁଜିଛି। ଅଙ୍କଲ ଫୋଟିର ତଳି ପେଟର ଓଜନ ୬ କିଲୋ ହୋଇଯାଇଥିବରୁ ଚାଲିବା ଓ ହଲିବା ତା’ ପାଇଁ କଷ୍ଟକର ହୋଇପଡୁଛି।

ତେଣୁ ଅଙ୍କଲ ଫୋଟିଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଚିନ୍ତା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story