ସାବାସ୍‌ ମେମ୍‌ ସାହେବ: ଇରା ଓ ଟିନାଙ୍କ ପରେ ନନ୍ଦିନୀ

ଦିଲ୍ଲୀ-ଯୁଗ ବଦଳିଛି। ତାଳ ଦେଇ ବଦଳିଛି ସମାଜ। ଏକଦା ଘର କୋଣରେ ରହୁଥିବା ଝିଅ ଏବେ ସବୁ କ୍ଷେତ୍ରରେ ସଫଳତାର ସିଡ଼ି ଚଢି ଚାଲିଛନ୍ତି। ବିଶେଷ କରି ପାଠ ପଢାରେ ପୁଅଙ୍କୁ ପଛରେ ପକାଇ ଦେଇଛନ୍ତି ଝିଅ। ଦ୍ୱାଦଶ ହେଉ ଅବା ପବ୍ଲିକ ସର୍ଭିସ୍‌ ସବୁଥିରେ ଝିଅମାନେ ଆଗରେ। ନିକଟରେ ଆସିଛି ସିଭିଲ ସର୍ଭିସ୍‌ ପରୀକ୍ଷା ଫଳାଫଳ। ଏଥିରେ ମଧ୍ୟ ଝିଅମାନେ ଦେଖାଇଛନ୍ତି ସେମାନଙ୍କ ଜଲୱା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗତ ୩ବର୍ଷ ହେବ ଏଥିରେ […]

upsc-topper

upsc-topper

Rakesh Mallick
  • Published: Friday, 02 June 2017
  • Updated: 02 June 2017, 06:45 PM IST

Sports

Latest News

ଦିଲ୍ଲୀ-ଯୁଗ ବଦଳିଛି। ତାଳ ଦେଇ ବଦଳିଛି ସମାଜ। ଏକଦା ଘର କୋଣରେ ରହୁଥିବା ଝିଅ ଏବେ ସବୁ କ୍ଷେତ୍ରରେ ସଫଳତାର ସିଡ଼ି ଚଢି ଚାଲିଛନ୍ତି। ବିଶେଷ କରି ପାଠ ପଢାରେ ପୁଅଙ୍କୁ ପଛରେ ପକାଇ ଦେଇଛନ୍ତି ଝିଅ। ଦ୍ୱାଦଶ ହେଉ ଅବା ପବ୍ଲିକ ସର୍ଭିସ୍‌ ସବୁଥିରେ ଝିଅମାନେ ଆଗରେ। ନିକଟରେ ଆସିଛି ସିଭିଲ ସର୍ଭିସ୍‌ ପରୀକ୍ଷା ଫଳାଫଳ। ଏଥିରେ ମଧ୍ୟ ଝିଅମାନେ ଦେଖାଇଛନ୍ତି ସେମାନଙ୍କ ଜଲୱା।

[caption id="attachment_142205" align="alignleft" width="175"]ira ଇରା ସିଙ୍ଘଲ[/caption]

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗତ ୩ବର୍ଷ ହେବ ଏଥିରେ ଝିଆମାନେ ହିଁ ଆଗରେ ରହି ଆସୁଛନ୍ତି।

ଇରା ସିଙ୍ଘଲ ଏବଂ ଟିନା ଦାବିଙ୍କ ପରେ ଏଥର ସିଭିଲ ସର୍ଭିସ୍‌ ପରୀକ୍ଷାରେ ଟପ୍‌ କରିଛନ୍ତି ନନ୍ଦିନୀ କେ.ଆର.। ୨୦୧୫ରେ ଇରା ଓ ୨୦୧୬ରେ ଟିନାଙ୍କ ପରେ ୨୦୧୭ରେ ପୁଅଙ୍କୁ ପଛରେ ପକାଇ ବାଜି ମାରି ନେଇଛନ୍ତି ନନ୍ଦିନୀ। ଝିଅମାନଙ୍କ ଏପରି ସଫଳତାରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ନିଜର ମତ ଦେବାକୁ ଯାଇ ‘ଏହା ନାରୀଶକ୍ତିର ପରିଚୟ ଓ ଏକ ବଡ ପରିବର୍ତ୍ତନର ସଂକେତ’ ବୋଲି କହିଛନ୍ତି।

ଜମ୍ମୁ-କାଶ୍ମୀର ପିଲାଙ୍କ ସଫଳତା

[caption id="attachment_142208" align="alignright" width="175"]tina ଟିନା ଦାବି[/caption]

ସିଭିଲ ସର୍ଭିସ ପରୀକ୍ଷାରେ ଜମ୍ମୁ-କଶ୍ମୀରର ପିଲାମାନେ ମଧ୍ୟ ଭଲ କରିଛନ୍ତି। ଚଳିତବର୍ଷ ଜମ୍ମୁ-କଶ୍ମୀରର ବହୁ ପିଲା ଏହି ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୪ ଜଣ ଏଥିରେ କୃତକାର୍ଯ୍ୟ ହୋଇଛନ୍ତି। ସିଭିଲ ସର୍ଭିସ୍‌ ପରୀକ୍ଷାରେ ରାଜ୍ୟର ଏତେ ସଂଖ୍ୟକ ପିଲା କୃତକାର୍ଯ୍ୟ ହେବା ପ୍ରଥମ ଘଟଣା। ଗତବର୍ଷ କାଶ୍ମୀରର ଅତହାର ଅମିର ଖାନ ଏହି ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ।

କେନ୍ଦ୍ରମନ୍ତ୍ରୀ ସିଂହ କହିଛନ୍ତି,“କାଶ୍ମୀରର ପିଲାମାନଙ୍କ ପାଖରେ ପ୍ରତିଭା ଓ ଦକ୍ଷତାର ଅଭାବ ନାହିଁ। ଏହା ସେମାନେ ପ୍ରମାଣ କରି ଦେଖାଇଛନ୍ତି। ଏହି ଯୁବଶକ୍ତି କେବଳ ପ୍ରତିଭା ଓ ଦକ୍ଷତା ରଖନ୍ତି ନାହିଁ, ଏହାକୁ ଉପଯୋଗ କରିବାକୁ ମଧ୍ୟ ସମର୍ଥ।”

[caption id="attachment_142209" align="alignleft" width="175"]nandini ନନ୍ଦିନୀ କେ.ଆର.[/caption]

ନିଜର ସଫଳତାକୁ ନେଇ ନନ୍ଦିନୀ କହିଛନ୍ତି,“ଏଥିପାଇଁ କଠିନ ପରିଶ୍ରମ କରିଥିଲି। ପରୀକ୍ଷାରେ ସଫଳତା ପାଇବା ପରେ ଏବେ ମୋ ସ୍ୱପ୍ନ ପୂରଣ ହେବା ମୁଁ ଅନୁଭବ କରିପାରୁଛି।”

ଏହି ପରୀକ୍ଷାରେ ଦ୍ୱିତୀୟ ସ୍ଥାନରେ ଥିବା ଅନମୋଲ ସେର ସିଂ ବେଦି ନିଜ ସଫଳତାର ଶ୍ରେୟ ପରିବାର ଲୋକଙ୍କୁ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story