ଲାଡେନଙ୍କୁ କେମିତି ଖିନ୍‌ଭିନ୍‌ କରି ହତ୍ୟା କରିଥିଲା ଆମେରିକା: ପତ୍ନୀ ବଖାଣିଲେ ଆଖି ଦେଖା କଥା

ନୂଆଦିଲ୍ଲୀ: ମେ’ ୧ ୨୦୧୧ । କୁଖ୍ୟାତ ଆତଙ୍କବାଦୀ ତଥା ୯/୧୧ ଆକ୍ରମଣର ମାଷ୍ଟରମାଣ୍ଡ ବିନ୍‌ ଲାଡେନ୍‌ ପାଇଁ  ଥିଲା କାଳରାତ୍ରୀ।  ଏହି ଦିନ ଆମେରିକା ନୌସେନା ଲାଡେନ୍‌ଙ୍କୁ ହତ୍ୟା କରିଥିଲା। ତେବେ  ଅଲ-କଏଦା ମୁଖ୍ୟ ଓସମା ବିନ୍ ଲାଡେନ ନିହତ  ହେବାର ୬ ବର୍ଷ ପରେ ତାଙ୍କ ଚତୁର୍ଥ ପତ୍ନୀ ଏବେ ମୁହଁ ଖୋଲିଛନ୍ତି। ସେଦିନ ରାତିର ନିଜେ ପ୍ରତ୍ୟକ୍ଷଦର୍ଶୀ ଥିବା ଲାଡେନଙ୍କ ଚତୁର୍ଥ ପତ୍ନୀ  ଅମାଲ୍‌ ବିନ୍‌ ଲାଡେନ୍‌ ଏବେ ପୁରା ଘଟଣା ବଖାଣିଛନ୍ତି। […]

laden

laden

Rakesh Mallick
  • Published: Saturday, 27 May 2017
  • Updated: 27 May 2017, 09:04 PM IST

Sports

Latest News

ନୂଆଦିଲ୍ଲୀ: ମେ’ ୧ ୨୦୧୧ । କୁଖ୍ୟାତ ଆତଙ୍କବାଦୀ ତଥା ୯/୧୧ ଆକ୍ରମଣର ମାଷ୍ଟରମାଣ୍ଡ ବିନ୍‌ ଲାଡେନ୍‌ ପାଇଁ  ଥିଲା କାଳରାତ୍ରୀ।  ଏହି ଦିନ ଆମେରିକା ନୌସେନା ଲାଡେନ୍‌ଙ୍କୁ ହତ୍ୟା କରିଥିଲା। ତେବେ  ଅଲ-କଏଦା ମୁଖ୍ୟ ଓସମା ବିନ୍ ଲାଡେନ ନିହତ  ହେବାର ୬ ବର୍ଷ ପରେ ତାଙ୍କ ଚତୁର୍ଥ ପତ୍ନୀ ଏବେ ମୁହଁ ଖୋଲିଛନ୍ତି। ସେଦିନ ରାତିର ନିଜେ ପ୍ରତ୍ୟକ୍ଷଦର୍ଶୀ ଥିବା ଲାଡେନଙ୍କ ଚତୁର୍ଥ ପତ୍ନୀ  ଅମାଲ୍‌ ବିନ୍‌ ଲାଡେନ୍‌ ଏବେ ପୁରା ଘଟଣା ବଖାଣିଛନ୍ତି।

କ୍ୟାଥିସ୍କଟ-କ୍ଲାର୍କ ଏବଂ ଆଡ୍ରିଆନ୍‌ଙ୍କ ମିଳିତ ସଂଯୋଜନାରେ ଲିଖିତ ବହି ‘ଦି ଏକ୍ସାଇଲ’କୁ ଅମାଲ୍‌ ନିଜ ଅନୁଭୂତିକୁ ପ୍ରକାଶ କରିଛନ୍ତି। ଲାଡେନ ଜୀବନର ଶେଷ ମୁହୁର୍ତ୍ତର ଚିତ୍ର ଏହି ବହିରେ ପ୍ରକାଶ ପାଇଛି। ଅମାଲ୍‌ଙ୍କ କହିବା ଅନୁଯାୟୀ ସେଦିନ ଅବୋଟାବାଦରେ ଲାଡେନଙ୍କ ସହ  ୭ଜଣ ପିଲା ଥିଲେ।  ଏମାନଙ୍କ ସହ ନିଜେ ଅମାଲ୍‌ ଏବଂ ଲାଡେନଙ୍କ ତୃତୀୟ ଏବଂ ଦ୍ୱିତୀୟ ପତ୍ନୀ ବି ଥିଲେ।

ତେବେ ଘଟଣାଦିନ  ନିଷିବ୍ଦ ରାତିରେ ଲାଡେନ ରହୁଥିବା ଅବୋଟାବାଦ ସାମ୍ନାରେ ଏକ ବଡ଼ ବିସ୍ଫୋରଣ ହୋଇଥିଲା। ଏତେ ବଡ଼ ବିସ୍ଫୋରଣର ଶବ୍ଦ ଶୁଣି ସମସ୍ତେ ଚମକି ପଡ଼ିଥିଲେ। ପରେ କ’ଣ ହେଲା ଭାବି  ଅମାଲ୍‌ ଉଠି ଆସି ଝରକା ଫାଙ୍କରୁ ଦେଖିବା ପାଇଁ ଉଦ୍ୟମ କରିଥିଲେ।  ହେଲେ ଜହ୍ନରାତି ନ ଥିବାରୁ  ଅମାଲ୍‌ କିଛି ଦେଖିପାରି ନ ଥିଲେ।

ତା’ପରେ ଘନ ଘନ  ଆକ୍ରମଣ  ହୋଇଥିଲା। ଏଥର ଲାଡେନ ଏବଂ ପରିବାରର ଲୋକ ସବୁ କିଛିଜାଣି ପାରିଥିଲେ। ଆମେରିକା ସେନା ଗୋଟିଏ ପରେ ଗୋଟିଏ ପାଦ ଆଗକୁ ବଢାଉ ଥିବା ବେଳେ ଲାଡେନ ଚିତ୍କାର କରିଥିଲେ। କହିଥିଲେ ସେମାନେ ମୋତେ ଖୋଜୁଛନ୍ତି।  ଅନ୍ୟ ସମସ୍ତଙ୍କୁ ଲୁଚିଯିବାକୁ ଲାଡେନ ପାଟି କରି କହିଥିବା ଅମାଲ୍‌ କହିଛନ୍ତି। ତେବେ ବାପାଙ୍କୁ ବଞ୍ଚାଇବା ପାଇଁ ଲାଡେନଙ୍କ ତୃତୀୟ ସ୍ତ୍ରୀର  ପୁଅ ଖଲିଦ୍‌ ଏକେ-୪୭ ରାଇଫଲ ଧରି ଆସିଥିଲେ ମଧ୍ୟ ଘଟଣାସ୍ଥଳରେ ଆମେରିକା ସୈନ୍ୟ ତାକୁ ଗୁଳି କରିଦେଇଥିଲେ।  ପରେ ଆମେରିକା ସୈନ୍ୟ ଲାଡେନ ରହୁଥିବା ରୁମ ଆଡ଼କୁ ଅଗ୍ରସର ହୋଥିଲେ।  ଯେଉଁଠି ତାଙ୍କ ଚତୁର୍ଥ ପତ୍ନୀ ଅମାଲ୍‌  ଏବଂ ପୁଅ ହୁସେନ ଥିଲେ। ଘର ଭିତରେ ରହି  ସ୍ୱାମୀଙ୍କ ପାଇଁ ପ୍ରାର୍ଥନା କରୁଥିଲେ ଅମାଲ୍‌।

ହଠାତ୍‌ ଗୁଳିମାଡ଼ କରି  ଉପର ମହଲାରେ ରହୁଥିବା ଲାଡେନଙ୍କ ରୁମକୁ ଆମେରିକା ସେନା ଧସେଇ ପଶିଥିଲା। ସଙ୍ଗେ ସଙ୍ଗେ ଅମାଲ୍‌ ଲାଡେନଙ୍କ ସାମ୍ନାକୁ ଚାଲି ଆସିଥିଲେ      । ଏହି ସମରେ ଆମେରିକା  ସୈନ୍ୟ ତାଙ୍କ ଉପରକୁ ଗୁଳି ଚଳାଇଥିଲା।   ସୌଭାଗ୍ୟବସତଃ ଗୁଳି ତାଙ୍କ ଗୋଡ଼ରେ  ବାଜିଥିଲା। ଆଉ ସେ ନିଜ ଜୀବନ ବଞ୍ଚାଇବାକୁ ମରିଯବାର  ଅଭିନୟ କରି ତଳେ ନିଶ୍ଚଳ ହୋଇ ପଡ଼ିଯାଇଥିଲେ।  ଯନ୍ତ୍ରଣା ହେଉଥିଲେ ମଧ୍ୟ ଅମାଲ୍‌ ଆଖି ଖୋଲି ନ ଥିଲେ। ଅମାଲ୍‌  ମରିଯିବା ଭାବି ତାଙ୍କ ପାଖକୁ କେହି ଯାଇ ନ ଥିଲେ।  ଏହାରି ଭିତରେ ସେ ସବୁ ଦୃଶ୍ୟକୁ ମଝିରେ ମଝିରେ ଅନାଇ  ଦେଖୁଥିଲେ। ଲାଡେନଙ୍କୁ ଏକାଧିକ ଗୁଳିକରି ହତ୍ୟା  କରିବାର ଦୃଶ୍ୟ ସେ ନିଜ ଆଖିରେ ଦେଖିଥିଲେ। ପରେ ପରିବାରର ଅନ୍ୟ ସଦସ୍ୟ ଲାଡେନଙ୍କ ମୃତ ଦେହକୁ ଚିହ୍ନଟ କରିବା ପରେ ଶବକୁ  ଆମେରିକା ସେନା ନେଇ ଚାଲିଯାଇଥିଲା।  ଅବୋଟାବାଦର ଗୁପ୍ତ ଠିକଣା ପାଇ ଲାଡେନକୁ ହତ୍ୟା କରିବାକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ଅମାଲ। କେହି ନିଜ ଲୋକ ହିଁ ବିଶ୍ୱାସଘାତକତା କରି ଆମେରିକାକୁ ସୂଚନା ଦେଇଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story