ମହାଶକ୍ତି ଆଡକୁ ଭାରତ ଅଗ୍ରସର, ଚାଇନା ଓ ଆମେରିକାକୁ ଦେବ ଟକ୍କର: ଜାଣନ୍ତୁ ୨୦୫୦ ସୁଦ୍ଧା ଟପ୍‌-10 ଶକ୍ତିଶାଳୀ ରାଷ୍ଟ୍ରର ତାଲିକା

ନୂଆଦିଲ୍ଲୀ: ଆପଣ ଜାଣନ୍ତିକି ଆଗାମୀ ୩୦ ବର୍ଷ ଭିତରେ ସାରା ବିଶ୍ୱରେ ଜିଡିପିରେ ଏକ ବଡ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ମୋଟ ଘରୋଇ ଉତ୍ପାଦନ, ମୁଣ୍ଡପିଛା ଆୟ, କଳ କାରଖାନା ନିର୍ମାଣ ଇତ୍ୟାଦିକୁ ନେଇ ଏଚ୍ଏସ୍‌ବିସି କିଛି ଧନୀ ରାଷ୍ଟ୍ରର ଏକ ତାଲିକା ପ୍ରସ୍ତୁତ କରିଛି। ଯେଉଁଥିରେ ଭାରତ ସ୍ଥାନ ତୃତୀୟରେ ରହିଛି। ତେବେ ଆସନ୍ତୁ ଜାଣିବା ୨୦୫୦ ସୁଦ୍ଧା କେଉଁ କେଉଁ ଦେଶ ଆର୍ଥିକ କ୍ଷେତ୍ରରେ ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଉଭା ହେବେ। […]

mumbai_0

mumbai_0

Rakesh Mallick
  • Published: Sunday, 04 June 2017
  • Updated: 04 June 2017, 09:24 PM IST

Sports

Latest News

ନୂଆଦିଲ୍ଲୀ: ଆପଣ ଜାଣନ୍ତିକି ଆଗାମୀ ୩୦ ବର୍ଷ ଭିତରେ ସାରା ବିଶ୍ୱରେ ଜିଡିପିରେ ଏକ ବଡ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ମୋଟ ଘରୋଇ ଉତ୍ପାଦନ, ମୁଣ୍ଡପିଛା ଆୟ, କଳ କାରଖାନା ନିର୍ମାଣ ଇତ୍ୟାଦିକୁ ନେଇ ଏଚ୍ଏସ୍‌ବିସି କିଛି ଧନୀ ରାଷ୍ଟ୍ରର ଏକ ତାଲିକା ପ୍ରସ୍ତୁତ କରିଛି। ଯେଉଁଥିରେ ଭାରତ ସ୍ଥାନ ତୃତୀୟରେ ରହିଛି।

ତେବେ ଆସନ୍ତୁ ଜାଣିବା ୨୦୫୦ ସୁଦ୍ଧା କେଉଁ କେଉଁ ଦେଶ ଆର୍ଥିକ କ୍ଷେତ୍ରରେ ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଉଭା ହେବେ।

୧୦. କାନାଡ଼ା -୨୦୫୦ ସୁଦ୍ଧା କାନାଡାର ଅର୍ଥନୀତି ୨.୨୯ ଟ୍ରିଲିୟନ ଡଲାରରେ ପହଞ୍ଚିବ।  ଏବଂ ମୁଣ୍ଡ ପିଛା ଆୟ ଆନୁମାନିକ ୫୧,୪୮୫ ଡଲାର ରହିବ। ଦେଶରେ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାର ଉନ୍ନତି ଯୋଗୁଁ କାନାଡାର ଅର୍ଥନୀତିରେ ଅଗ୍ରଗତି ହେଉଛି।

୯.ଫ୍ରାନ୍ସ- ୨୦୫୦ ସୁଦ୍ଧା ଦେଶର ଅର୍ଥନୀତି ୨.୭୫ ଟ୍ରିଲିୟନ ଡଲାର ରହିବ  ଏବଂ ମୁଣ୍ଡପିଛା ଆୟ ୪୦,୬୪୩ ରେ ପହଞ୍ଚିବ। ଏହି ଦେଶ ବର୍ତ୍ତମାନ ଅର୍ଥନୀତିରେ ସୁଦ୍ଧାର ଆଣିବା ସହିତ ଜନସଂଖ୍ୟା ନିୟନ୍ତ୍ରଣ କରିବାକୁ ଧ୍ୟନ ଦେଉଛି।

୮. ମେସ୍କିକୋ-ଏହି ଦେଶ ବର୍ତ୍ତମାନ ପୁଞ୍ଜି ନିବେଶର ଏକ ଉତ୍ତମ ସ୍ଥାନ ପାଲଟିଛି।  ତେଣୁ ଏହାର ଜିଡିପି ୨.୮୧ ଟ୍ରିଲିୟନ ଡଲାର ଏବଂ ମୁଣ୍ଡପିଛା ଆୟ ୨୧.୭୯୩ ରହିବ। ଟେଲି କମ୍ୟୁନିକେଶନ ଓ ଶକ୍ତି କ୍ଷେତ୍ରରେ ସଂସ୍କାର ଯୋଗୁଁ ଏହାର ଅର୍ଥନୀତି ମଧ୍ୟ ବଢିବ।

୭. ବ୍ରାଜିଲ- ଏହି ଦେଶର ଜିଡିପି ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଆନୁମାନିକ ଜିଡିପି ୨.୯୬ ଟ୍ରିଲିୟନ ଡଲାର ଓ ମୁଣ୍ଡ ପିଛା ଆୟ ୧୩,୫୪୭ ପହଞ୍ଚିବ ।

୬. ଇଂଲଣ୍ଡ- ଏହି ଦେଶର ଜିଡିପି ୩.୫୮ ଟ୍ରିଲିୟନ ଡଲାର ଏବଂ ମୁଣ୍ଡପିଛା ଆୟ ୪୯,୪୧୯ ରହିବ।

୫.ଜର୍ମାନୀ-ଏହି ଦେଶର ଆନୁମାନିକ ଜିଡିପି ୩.୭୧ ଟ୍ରିଲିୟନ ଡଲାର ଓ ମୁଣ୍ଡପିଛା ଆୟ ୫୨,୬୮୩ ରହିବ।

୪. ଜାପାନ- ଏହି ଦେଶର ଜିଡିପି ହାର ୬.୪୩ ଟ୍ରିଲିୟନ ଡଲାର ଓ ମୁଣ୍ଡ ପିଛା ଆୟ ୬୩,୨୪୪ ରହିବ।

୩. ଭାରତ- ଆର୍ଥିକ କ୍ଷେତ୍ରରେ ବିଶ୍ୱର ୩ ଶକ୍ତିଶାଳୀ ଦେଶ ଭାବରେ ଭାରତ ଉଭା ହେବ । ଏହାର ଜିଡିପି ୮.୧୭ ଟ୍ରିଲିୟନ ଡଲାର ରହିବ ଓ ମୁଣ୍ଡପିଛା ଆୟ ୫,୦୬୦। କିନ୍ତୁ ଦ୍ରୁତ ଗିତିରେ ବଢୁଥିବା ଜନସଂଖ୍ୟା ଭାରତ ପାଇଁ ସମସ୍ୟାର କାରଣ ହୋଇପାରେ।

୨. ଆମେରିକା-୨୦୫୦ ରେ ଆମେରିକା ବିଶ୍ୱର ଦ୍ୱିତୀୟ  ଧନୀ ରାଷ୍ଟ୍ରରେ ପରିଣତ ହେବ। ଏହାର ଜିଡିପି ୨୨.୨୭ ଟ୍ରିଲିୟନ ଡଲାର ଓ ମୁଣ୍ଡପିଛା ଆୟ ୫୫,୧୩୪ ରହିବ।

୧. ଚାଇନା.- ଧନୀ ରାଷ୍ଟ୍ର ତାଲିକାରେ ଏକ ନମ୍ବର ସ୍ଥାନ ହାସଲ କରିବ ଚାଇନା। ଏହାର ଜିଡିପି ହାର ୨୪.୬୨ ଟ୍ରିଲିୟନ ଡଲାର ରହିବ ଓ ମୁଣ୍ଡ ପିଛା ଆୟ ୧୭,୭୫୯ରେ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story