ମେଲବୋର୍ଣ୍ଣ: ଓଡ଼ିଆରେ ଗୋଟେ କଥା ଅଛି ବାଘ ନ ଦେଖିଲେ ବିରାଡ଼ି ଦେଖ। ସତରେ ଆଜି ଆମେ ଯେଉଁ ବିରାଡ଼ି କଥା କହୁଛୁ ତାହା ବାଘଠାରୁ କିଛି କମ୍ ନୁହେଁ। ଅଷ୍ଟ୍ରେଲିଆରେ ରହୁଥିବା ଏକ ଦମ୍ପତିଙ୍କ ପାଖରେ ରହିଛି ଏହି ବିଲେଇ। ଏହି ଦମ୍ପତି ଯେତେବେଳେ ଏହାକୁ କିଣିଥିଲେ ସେମାନେ ଜାଣି ନ ଥିଲେ ଯେ ଏହା ବିଶ୍ୱର ସବୁଠାରୁ ବଡ଼ ବିଲେଇର ଆଖ୍ୟା ପାଇବ।
ଗିନିଜ୍ ବୁକ୍ ରେକଡର୍ସର ଟିମ୍ ବି ବିଲେଇର ଆକାର ଜାଣି ତାଜୁବ ହୋଇଗଲେ। ଏହି ବିଲେଇର ନାଁ ଓମର। ସେ ଯେତେବେଳେ ଛୋଟ ଥିଲା ତାକୁ ଏହି ଦମ୍ପତି ଘରକୁ ଆଣିଥିଲେ। ଏକ ବର୍ଷ ମଧ୍ୟରେ ତାର ଶରୀର ୨୨ଏଲ୍ବିଏସ୍ ବୃଦ୍ଧି ପାଇଛି।
ଓମାର ସକାଳ ୫ଟାରେ ଉଠେ। ଏହାପରେ ସେ ଜଳଖିଆ ଖାଇ କିଛି ସମୟ ବାହାରେ ବୁଲା ବୁଲି କରେ। ଓମାର କଙ୍ଗାରୁ ମାଂସ ଖାଇବାକୁ ପସନ୍ଦ କରେ।
ଇନଷ୍ଟାଗ୍ରାମରେ ଓମାରର ପ୍ରଶଂସକଙ୍କ ସଂଖ୍ୟା ଏକ ଲକ୍ଷ ଟପି ଯାଇଛି। ଲୋକେ ଏବେ ଓମାର ଫଟୋକୁ ସେୟାର କରିବା ସହ ଏବେ ସେ ଭର୍ଚୁଆଲ୍ ଷ୍ଟାର ବନି ଯାଇଛି।
ରିପୋର୍ଟ ଓ ଫଟୋ- ନଈ ଦୁନିଆ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଆମେରିକା ଝିଅ ହେଲେ ଓଡ଼ିଆ ବୋହୂ: ବଖାଣିଲେ କେମିତି ବଦଳିଲା ଜୀବନଶୈଳୀ
ଓଡ଼ିଆ ଯୁବକଙ୍କୁ ବବାହ କରି ବେଙ୍ଗାଲୁରୁରେ ରହୁଛନ୍ତି ଆମେରିକାର ହାନ୍ନା। କହିଲେ ସବୁ ବୋହୁ ମୋ ଭଳି ଭାଗ୍ୟବତୀ ନୁହନ୍ତି।
Special
ଭୋକର ଭୂଗୋଳ ଭିତରେ ଏମାନଙ୍କ ପାଇଁ ନୂଆବର୍ଷ ଅର୍ଥ କ’ଣ?
ବାପାଙ୍କ ଦେହାନ୍ତ ପରେ ବିକାଶଙ୍କ ପାଠ ପଢାରେ ଡୋରୀ ବାନ୍ଧିଲେ। ପେଟ ଚାଖଣ୍ଡକ ପାଇଁ ସେ ଅନୁଗୋଳରେ ଏକ ଧୂପ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ଅଞ୍ଜଳି ପାଲ୍ଙ୍କ ସଂସ୍ପର୍ଶରେ ଆସିଥିଲେ ବିକାଶ।
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।
Special
ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।