ଗୁଜରାଟରେ ବିଜେପିର ବିଜୟ ଉତ୍ସବ

ଅହମ୍ମଦାବାଦ: ଗୁଜରାଟରେ ବିଜେପି ଜିତିବା ସ୍ପଷ୍ଟ ହେଉଥିବା ବେଳେ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସହ ଦେଖିବାକୁ ମିଳିଛି। ଦଳ ପୁଣି ଥରେ ସରକାର ଗଢ଼ିବାକୁ ଯାଉଥିବାରୁ ବିଜୟୋତ୍ସବ ଆରମ୍ଭ କରିଦେଇଛନ୍ତି କର୍ମୀ ଓ ନେତାମାନେ। ବିଭିନ୍ନ ଜିଲ୍ଲା କାର୍ଯ୍ୟାଳୟରେ ଦଳୀୟ କର୍ମୀମାନେ ବିଜୟ ଉତ୍ସବ ମନାଉଛନ୍ତି। ମହିଳା କର୍ମୀମାନେ ନାଚି ନାଚି ବିଜୟ ଉତ୍ସବ ମନାଉଛନ୍ତି। ବହୁତ ସ୍ଥାନରେ ମହିଳା ବିଜେପି କର୍ମୀମାନେ ରାସ୍ତାକୁ ଆସି ବିଜୟ ଉତ୍ସବ ମନାଉଛନ୍ତି। କିଛି ସ୍ଥାନରେ ଦଳୀୟ କର୍ମୀମାନେ ପରସ୍ପରକୁ […]

bjp

bjp

Rakesh Mallick
  • Published: Monday, 18 December 2017
  • Updated: 18 December 2017, 01:44 PM IST

Sports

Latest News

ଅହମ୍ମଦାବାଦ: ଗୁଜରାଟରେ ବିଜେପି ଜିତିବା ସ୍ପଷ୍ଟ ହେଉଥିବା ବେଳେ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସହ ଦେଖିବାକୁ ମିଳିଛି। ଦଳ ପୁଣି ଥରେ ସରକାର ଗଢ଼ିବାକୁ ଯାଉଥିବାରୁ ବିଜୟୋତ୍ସବ ଆରମ୍ଭ କରିଦେଇଛନ୍ତି କର୍ମୀ ଓ ନେତାମାନେ।

bjp1ବିଭିନ୍ନ ଜିଲ୍ଲା କାର୍ଯ୍ୟାଳୟରେ ଦଳୀୟ କର୍ମୀମାନେ ବିଜୟ ଉତ୍ସବ ମନାଉଛନ୍ତି।

bjp2ମହିଳା କର୍ମୀମାନେ ନାଚି ନାଚି ବିଜୟ ଉତ୍ସବ ମନାଉଛନ୍ତି।

bjp3ବହୁତ ସ୍ଥାନରେ ମହିଳା ବିଜେପି କର୍ମୀମାନେ ରାସ୍ତାକୁ ଆସି ବିଜୟ ଉତ୍ସବ ମନାଉଛନ୍ତି।

bjp4କିଛି ସ୍ଥାନରେ ଦଳୀୟ କର୍ମୀମାନେ ପରସ୍ପରକୁ ମିଠା ଖୁଆଇ ଖୁସି ମନାଉଛନ୍ତି।

bjp6କିଛି ଦଳୀୟ କାର୍ଯ୍ୟାଳୟରେ କର୍ମୀମାନେ ପଦ୍ମ ପତାକା ଓ ବ୍ୟାନର ଧରି ବିଜୟ ଉତ୍ସବ ମନାଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos