ସାରା ରାଜ୍ୟରେ ଏବେ ଶୀତର ଲହରୀ। ପ୍ରବଳ ଜାଡ଼ରୁ ମିଳୁନି ନିସ୍ତାର। ଗାଁଠୁ ସହର,ଉପାନ୍ତରୁ ଉପକୂଳ ସବୁଠି ହାଡ଼ଭଙ୍ଗା ଶୀତ। ଆଉ ଏଥିରୁ ବାଦ୍ ପଡ଼ିନି ମୟୁରଭଞ୍ଜର ଜାତୀୟ ଉଦ୍ୟାନ ଶିମିଳିପାଳ। ପ୍ରବଳ ଥଣ୍ଡା ହେଉଥିବାରୁ ପାରଦ ୩ ଡିଗ୍ରୀ ତଳେ ରହୁଛି। ଫଳରେ ଶିମିଳିପାଳରେ ତୁଷାରପାତ ହେଉଛି। ଗଛ ପତ୍ର, ଘାସ, ବଗିଚା ଜୁଆଡ଼େ ଦେଖିବେ ବରଫର ଆସ୍ତରଣ। ବିନ୍ଦୁ ବିନ୍ଦୁ ହୋଇ ବିଛେଇ ହୋଇଥିବା ଏହି ବରଫ ଖଣ୍ଡ ବେଶ ସୁନ୍ଦର ଲାଗୁଛି। ବରଫର […]
4