ଏମାନେ ବସିଛନ୍ତି ଏଇଠି, ସୁଇଚ୍ ଟିପିଦେଲେ ସେଇଠି

  • Published: Wednesday, 11 October 2023
  • , Updated: 11 October 2023, 12:22 PM IST

ଗାଁ ବିକାଶର ଅଗ୍ର ସାରଥି ସରପଞ୍ଚ ସମିତି ସଭ୍ୟ ବସିଛନ୍ତି ରାଜରାସ୍ତାରେ। ଗାଁର ଚିତ୍ର ବଦଳାଇ ଦେବା ପାଇଁ ଯୋଜନାର ଶୁଭାରମ୍ଭ କଲେ ସରକାର । ସୁଇଚ୍ ଟିପି ସରକାର ଆରମ୍ଭ କଲେ 'ଆମ ଓଡ଼ିଶା ନବୀନ ଓଡ଼ିଶା' ଯୋଜନା । ଲକ୍ଷ୍ୟ ଗାଁ ଭୋଟ୍ ଗୋଟେଇ ନେବେ, ପୁଣି ବିଜେଡିକୁ ଜିତେଇ ଦେବେ । ଏପଟେ ନିଜ ହକ୍ ପାଇଁ ରାଜରାସ୍ତାରେ ସରପଞ୍ଚଙ୍କ ରଣ ହୁଙ୍କାର। ଯୋଜନାରେ ଲାଭ କାହାର କର୍ମୀଙ୍କର ନା ଗାଁର ତାକୁ ନେଇ ପ୍ରଶ୍ନ।

Related story