'ଓଡ଼ିଶାରେ ବିଜେପି ୧୦୦ ଆସନରେ ଜିତିବ’

'୨୦୨୪ ନିର୍ବାଚନରେ ବିଜେପି ରାଜ୍ୟରେ ୧୦୦ ବିଧାନସଭା ଆସନ ଏବଂ ଲୋକସଭାରେ ୧୫ରୁ ଅଧିକ ଆସନରେ ଜିତିବ'

Manoj Swain
  • Published: Tuesday, 05 December 2023
  • Updated: 05 December 2023, 03:46 PM IST

Sports

Latest News

୩ ରାଜ୍ୟରେ ବିଜେପିର ବିଜୟ ପରେ ବରିଷ୍ଠ ବିଜେପି ନେତା ଖାରବେଳ ସ୍ୱାଇଁଙ୍କ ବଡ଼ ବୟାନ। କହିଲେ, ୨୦୨୪ ନିର୍ବାଚନରେ ବିଜେପି ରାଜ୍ୟରେ ୧୦୦ ବିଧାନସଭା ଆସନ ଏବଂ ଲୋକସଭାରେ ୧୫ରୁ ଅଧିକ ଆସନରେ ଜିତିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos