'ବିଜେଡି ଟିକେଟ୍ ପାଇଁ ୧୦ ହଜାରରୁ ଅଧିକ ଆଶାୟୀ'

ବିଜେଡି ସାଙ୍ଗଠନିକ ସମ୍ପାଦକଙ୍କ ଏକ୍ସରେ ପୋଷ୍ଟ ଚର୍ଚ୍ଚାକୁ ଜୋର କରିଛି। 24 ସାଧାରଣ ନିର୍ବାଚନରେ ଦଳରେ 10 ହଜାରରୁ ଅଧିକ ଆଶାୟୀ ପ୍ରାର୍ଥୀ ଥିବା ସେ ଲେଖିଛନ୍ତି।

Manoj Swain
  • Published: Tuesday, 27 February 2024
  • Updated: 27 February 2024, 01:07 PM IST

Sports

Latest News

କେଉଁଠି ବନ୍ଧୁ ମିଳନ ତ କେଉଁଠି କର୍ମୀଙ୍କୁ ଏକାଠି କରି ଦିଆଯାଉଛି ମନ୍ତ୍ରଣା। ଭଦ୍ରକରୁ ଭୁବନେଶ୍ୱର, କାମାକ୍ଷାନଗରରୁ କାକଟପୁର, ବାଲିକୁଦାରୁ ବାଲେଶ୍ୱର ଯେଉଁଠି ଦେଖିବ ସେଠି ଜଳଜଳ କନ୍ଦଳ। ସବୁ ନିର୍ବାଚନମଣ୍ଡଳୀରେ ମାଳମାଳ ଆଶାୟୀ। ଏହାରି ଭିତରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଏକ୍ସରେ ପୋଷ୍ଟ ଚର୍ଚ୍ଚାକୁ ଜୋର କରିଛି। 24 ସାଧାରଣ ନିର୍ବାଚନରେ ଦଳରେ 10 ହଜାରରୁ ଅଧିକ ଆଶାୟୀ ପ୍ରାର୍ଥୀ ଥିବା ସେ ଲେଖିଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos