ଏଣିକି କୋର୍ଟରେ ଦେଖା !

  • Published: Thursday, 12 October 2023
  • , Updated: 12 October 2023, 04:03 PM IST

ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ବିଜେଡି ନେତ୍ରୀ ସଂଯୁକ୍ତା ମହଲା ଆଣିଥିବା ଅଭିଯୋଗରେ ଠିକ୍‌ରେ ତଦନ୍ତ କରିନି ମହିଳା ଥାନା ପୁଲିସ। ଏଥିପାଇଁ ସଂଯୁକ୍ତା ହାଇକୋର୍ଟରେ କରିଥିବା ଆବେଦନକୁ ଗ୍ରହଣ କରିଛନ୍ତି କୋର୍ଟ। ଦୁଇ ଦିନ ତଳେ ଏ ମାମଲାର ଶୁଣାଣି କରି ଆସନ୍ତା ନଭେମ୍ବର ୧ରେ ପରବର୍ତ୍ତୀ ଶୁଣାଣି ଲାଗି ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ।

 

Related story