'ଦୀର୍ଘ ୯ ବର୍ଷ ଧରି ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ ଶ୍ରୀକାନ୍ତ ସାହୁ'

ଭୁବନେଶ୍ୱର ମହିଳା ଥାନାରେ ବିଜେଡି ନେତ୍ରୀ ସଂଯୁକ୍ତା ମହଲା । ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ସାଘାଂତିକ ଅଭିଯୋଗ ଆଣିଲେ ସଂଯୁକ୍ତା ମହଲା। ଦୀର୍ଘ ୯ ବର୍ଷ ଧରି ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ।

Manoj Swain
  • Published: Monday, 10 July 2023
  • Updated: 10 July 2023, 02:43 PM IST

Sports

Latest News

ଭୁବନେଶ୍ୱର ମହିଳା ଥାନାରେ ବିଜେଡି ନେତ୍ରୀ ସଂଯୁକ୍ତା ମହଲା । ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ସାଘାଂତିକ ଅଭିଯୋଗ ଆଣିଲେ ସଂଯୁକ୍ତା ମହଲା । ଦୀର୍ଘ ୯ ବର୍ଷ ଧରି ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ । ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ମାଗିଲେ ସଂଯୁକ୍ତା । ଶ୍ରୀକାନ୍ତ ସାହୁ କିଛି ଅସାମାଜିକ ଯୁବକଙ୍କୁ ତାଙ୍କ ପଛରେ ଲଗାଇଥିବା ଅଭିଯୋଗ । ସଂଯୁକ୍ତାଙ୍କ ବିରୋଧରେ ପରିବାର ଆଣିଥିବା ଅଭିଯୋଗ ସଂପର୍କରେ ପ୍ରତିକ୍ରିୟା। କହିଲେ, '୭ ବର୍ଷ ହେଲା ପରିବାର ସହ କୌଣସି ସଂପର୍କ ନାହିଁ ,ପରିବାରକୁ ମୋହରା କରି ଶ୍ରୀକାନ୍ତ ସାହୁ ମିଡିଆ ଆଗରେ ଏଭଳି କୁହାଇଛନ୍ତି, ନ୍ୟାୟ ନ ମିଳିଲେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବି।' 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos