150 ଟଙ୍କିଆ ଟିଫିନକୁ 350 ଟଙ୍କିଆ ବରିୟାନି ଲୋଭ !

  • Published: Thursday, 25 January 2024
  • , Updated: 25 January 2024, 06:47 PM IST

କଲେଜ ପ୍ରିନ୍ସିପାଲଙ୍କ ଅଫର ୱିଥ୍ ଧମକ ! ବିରିୟାନି ଖାଅ ନ ହେଲେ ଇଣ୍ଟରନାଲ ଓ ପ୍ରାକ୍ଟିକାଲ ମାର୍କର ଭୟ। ଗୋଟିଏ ପଟେ ଲୋଭ ତ ଅନ୍ୟପଟେ ଭୟରେ ଛାତ୍ରଛାତ୍ରୀ। ସେପଟେ ସତ୍ୟବାଦୀରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଓଡ଼ିଆ ବିଶ୍ବବିଦ୍ୟାଳୟର ନୂଆ କ୍ୟାମ୍ପସ ଲୋକାର୍ପଣ ଉତ୍ସବକୁ ଆସିବାକୁ ଛାତ୍ରଛାତ୍ରୀଙ୍କୁ ଅଧ୍ୟକ୍ଷଙ୍କ ଅଫର। ଆସିଲେ ମିଳିବ ଦେଢ ଶହ ଟଙ୍କିଆ ଟିଫିନ୍ ସହ ୩୫୦ ଟଙ୍କିଆ ବିରିୟାନି। ଦେଖନ୍ତୁ ପୂରା ରିପୋର୍ଟ। 

Related story