ପାଣ୍ଡିଆନଙ୍କ ଗସ୍ତ ପୂର୍ବରୁ ଆମେ ଏକ ଦେଖାଇବା ଉଦ୍ୟମ !

ମଙ୍ଗଳବାର ହଠାତ ସଂଜୟଙ୍କୁ ଦେଖିବାକୁ ମିଳିଛି ଶଙ୍ଖ ଭବନରେ। ଶଙ୍ଖ ଭବନରେ ଅନୁଷ୍ଠିତ ପୁରୀ ଜିଲ୍ଲା ବିଜେଡିର ବରିଷ୍ଠ ନେତାଙ୍କ ବୈଠକରେ ସଂଜୟ ଉପସ୍ଥିତ ରହିଥିଲେ। ଏପରିକି ବିଜେଡିର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ଏକ ଫଟୋ ମଧ୍ୟ ସୋଶାଲ ମିଡିଆରେ ସେୟାର କରିଛନ୍ତି ନିଜେ ସଂଜୟ ।

Manoj Swain
  • Published: Wednesday, 19 July 2023
  • Updated: 19 July 2023, 11:46 AM IST

Sports

Latest News

ମଙ୍ଗଳବାର ହଠାତ ସଂଜୟଙ୍କୁ ଦେଖିବାକୁ ମିଳିଛି ଶଙ୍ଖ ଭବନରେ। ଶଙ୍ଖ ଭବନରେ ଅନୁଷ୍ଠିତ ପୁରୀ ଜିଲ୍ଲା ବିଜେଡିର ବରିଷ୍ଠ ନେତାଙ୍କ ବୈଠକରେ ସଂଜୟ ଉପସ୍ଥିତ ରହିଥିଲେ। ଏପରିକି ବିଜେଡିର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ଏକ ଫଟୋ ମଧ୍ୟ ସୋଶାଲ ମିଡିଆରେ ସେୟାର କରିଛନ୍ତି ନିଜେ ସଂଜୟ । ଏହି ବୈଠକରେ ମହେଶ୍ବର ମହାନ୍ତି, ସମୀର ଦାସ, ତୁଷାରକାନ୍ତି ବେହେରା ପ୍ରମୁଖ ନେତାମାନେ ମଧ୍ୟ ଯୋଗ ଦେଇଥିବା ଫଟରେ ଦେଖିବାକୁ ମିଳୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos