କିଏ ଫୁଲ ପାଇଲା ହେଲେ ଅରିନ୍ଦମଙ୍କ ପୂରା ଶୁଖିଲା

ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭିଣେଇ ହେଉଛନ୍ତି ଅରିନ୍ଦମ ରାୟ । ତଥାପି ଆଜି ଯାଏଁ ଦଳରେ ତାଙ୍କୁ କିଛି ମିଳିନି । ଯାହାକୁ ନେଇ ଏମିତି କହିଛନ୍ତି ଅରିନ୍ଦମ ରାୟ ।

Manoj Swain
  • Published: Friday, 21 July 2023
  • Updated: 21 July 2023, 04:09 PM IST

Sports

Latest News

ନିର୍ବାଚନ ଆସିଲେ ବିଜେଡିର ମନେପଡ଼େ ଓଡ଼ିଆ କଳାକାରଙ୍କ କଥା । ଆଉ ଯେଉଁମାନେ ଫୁଲ ଖଟିଛନ୍ତି ଲୋକ ଦେଖି ଦଳ ସେମାନଙ୍କୁ ସିଟ ଖଣ୍ଡେ ଦେଇଛନ୍ତି। ସଭାରେ ଭିଡ଼ ପାଇଁ ବ୍ୟବହାର କରାଯାଉଥିବା ଏହି ନେତାମାନଙ୍କୁ ଦଳ ଲୋକସଭା ଏବଂ ରାଜ୍ୟସଭା ମଧ୍ୟ ପଠାଇଛି । କିନ୍ତୁ ଦଳର ସାଙ୍ଗଠନିକ ସମ୍ପାଦକଙ୍କ ଭିଣେଇ ହେଉଛନ୍ତି ଅରିନ୍ଦମ ରାୟ । ତଥାପି ଆଜି ଯାଏଁ ଦଳରେ ତାଙ୍କୁ କିଛି ମିଳିନି । ଯାହାକୁ ନେଇ ଏମିତି କହିଛନ୍ତି ଅରିନ୍ଦମ ରାୟ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos