ସରକାରୀ କାର୍ଯ୍ୟକ୍ରମରେ ସରକାରଙ୍କ ଡାହା ମିଛ!

  • Published: Sunday, 18 February 2024
  • , Updated: 18 February 2024, 05:49 PM IST

ମୁଣ୍ଡ ଉପରେ ନିର୍ବାଚନ, ଆଉ ଏବେଠୁ ଧରା ପଡିଗଲାଣି ରାଜ୍ୟ ସରକାରଙ୍କ ମିଥ୍ୟା ପ୍ରଚାର। କାମ ନକରି ବି ପ୍ରଚାର କରିଦେଲେ ଗୋଟେ ପରେ ଗୋଟେ ଯୋଜନା । ପଞ୍ଚାୟତବାସୀ କହିଲେ ହୋଇନି କାମ ସରକାର କରୁଛନ୍ତି ମିଥ୍ୟା ପ୍ରଚାର । ସରକାରୀ ଯୋଜନାର ପ୍ରଚାର, ପ୍ରସାର ପାଇଁ ପଞ୍ଚାୟତସ୍ତରରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଦେଖନ୍ତୁ ପୂରା ରିପୋର୍ଟ। 

Related story