ସରକାରଙ୍କ 'ଆମ ଓଡ଼ିଶା ନବୀନ ଓଡ଼ିଶା' ଯୋଜନାକୁ ନେଇ ଗାଁ ଲୋକଙ୍କ ଭିତରେ ପ୍ରବଳ ଅସନ୍ତୋଷ। ସାମ୍ବାଦିକ ସମ୍ମିଳନୀ କରି ପଚାରିଲେ ପ୍ରଶ୍ନ, ‘କାହିଁକି କଲେ ପାତରଅନ୍ତର’ । ପଞ୍ଚାୟତକୁ ଆସିଲା 50 ଲକ୍ଷ ଟଙ୍କା କିନ୍ତୁ କେଉଁ ବାଟରେ ହେଲା ଖର୍ଚ୍ଚ ? ଗାଁ ଲୋକଙ୍କ ଅଭିଯୋଗ ପରେ ହାତ ଟେକିଦେଲେ ସରପଞ୍ଚ । ଦେଖନ୍ତୁ ପୂରା ରିପୋର୍ଟ।