ନବୀନଙ୍କୁ ଅପରାଜିତାଙ୍କ ଖୋଲା ଚିଠି: ସୌନ୍ଦର୍ଯ୍ୟକରଣ ନାଁରେ ପୁରୀରେ ଭଙ୍ଗାଯାଇଛି ପୁରୁଣା ମଠ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୌନ୍ଦର୍ଯ୍ୟକରଣ ଆଳରେ ଐତିହ୍ୟ ସ୍ଥଳୀ ଗୁଡ଼ିକୁ ଭଙ୍ଗା ଯାଉଛି। ଏହି ପ୍ରସଙ୍ଗରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୋଲା ଚିଠି ଲେଖିଛନ୍ତି। ତଥ୍ୟ ଓ ପ୍ରମାଣ ସହ ସେ ୨୮ ପୃଷ୍ଠାର ଚିଠି ଲେଖିଛନ୍ତି। ଶ୍ରୀମତୀ ଷଡଙ୍ଗୀ ଚିଠିରେ ଲେଖିଛନ୍ତି, ସୌନ୍ଦର୍ଯ୍ୟକରଣ ନାଁରେ ପୁରୀର ପୁରୁଣା ମଠକୁ ଭଙ୍ଗାଯାଇଛି। ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ  ବହୁ ପୁରୁଣା ମଠ ଗୁଡ଼ିକୁ ଭଙ୍ଗାଯାଇଛି। ଏହି କାର୍ଯ୍ୟର ପୁରୋଧା କିଏ ବୋଲି […]

bjp and bjd

bjp and bjd

Manoranjan Sial
  • Published: Sunday, 28 February 2021
  • Updated: 28 February 2021, 10:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୌନ୍ଦର୍ଯ୍ୟକରଣ ଆଳରେ ଐତିହ୍ୟ ସ୍ଥଳୀ ଗୁଡ଼ିକୁ ଭଙ୍ଗା ଯାଉଛି। ଏହି ପ୍ରସଙ୍ଗରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୋଲା ଚିଠି ଲେଖିଛନ୍ତି। ତଥ୍ୟ ଓ ପ୍ରମାଣ ସହ ସେ ୨୮ ପୃଷ୍ଠାର ଚିଠି ଲେଖିଛନ୍ତି।

ଶ୍ରୀମତୀ ଷଡଙ୍ଗୀ ଚିଠିରେ ଲେଖିଛନ୍ତି, ସୌନ୍ଦର୍ଯ୍ୟକରଣ ନାଁରେ ପୁରୀର ପୁରୁଣା ମଠକୁ ଭଙ୍ଗାଯାଇଛି। ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ  ବହୁ ପୁରୁଣା ମଠ ଗୁଡ଼ିକୁ ଭଙ୍ଗାଯାଇଛି। ଏହି କାର୍ଯ୍ୟର ପୁରୋଧା କିଏ ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା। ସୌନ୍ଦର୍ଯ୍ୟକରଣ ବେଳେ ଉଚ୍ଛେଦ ହୋଇଥିବା ବ୍ୟକ୍ତିଙ୍କୁ ମିଳିନି ପୂରା ଟଙ୍କା। ଲୋକଙ୍କ ସହ ମୋର ଆଲୋଚନା ବେଳେ ଅଭିଯୋଗ ଦୃଷ୍ଟିକୁ ଆସିଛି ବୋଲି ଚିଠିରେ ଶ୍ରୀମତୀ ଷଡଙ୍ଗୀ ଲେଖିଛନ୍ତି।

ଏକାମ୍ର କ୍ଷେତ୍ରର ୧୦ଟି ଐତିହ୍ୟ ପୁଷ୍କରିଣୀ ସଂପର୍କରେ ଶ୍ରୀମତୀ ଷଡଙ୍ଗୀ ଚିଠିରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି-“ପୁଷ୍କରିଣୀ ଚାରିକଡ଼ରେ ବେଆଇନ ନିର୍ମାଣ ହୋଇଛି। ବେଆଇନ ନିର୍ମାଣ ଯୋଗୁ ପୁଷ୍କରିଣୀକୁ ଜଳ ଯିବାଆସିବା ବନ୍ଦ ହୋଇଛି। ବାଇ ଲ’କୁ ନେଇ ଯେଉଁ ହୋହଲ୍ଲା ହେଉଛିି, ତାହା କେବଳ ନଜର ହଟାଇବାକୁ। ଐତିହ୍ୟ ସ୍ଥଳୀର ଭଙ୍ଗାରୁଜା ଉପରୁ ନଜର ହଟାଇବାକୁ ହୋହଲ୍ଲା ହେଉଛି।”

ସେପଟେ ଆଜି ଏକାମ୍ର କ୍ଷେତ୍ରକୁ ଯାଇ ଲିଙ୍ଗରାଜ ମନ୍ଦିରର ସେବାୟତଙ୍କୁ ଭେଟିଛନ୍ତି ଶ୍ରୀମତୀ ଷଡଙ୍ଗୀ। ସେବାୟତଙ୍କ ସହ ଆଲୋଚନା ପରେ ସେ କହିଛନ୍ତି, NMAର ବାଇ-ଲ’ ଏକ ଅପରେସନାଲ୍‌ ଗାଇଡଲାଇନ୍‌। ଏହା କୌଣସି ନିୟମ ନୁହେଁ। କିନ୍ତୁ ରାଜ୍ୟବାସୀଙ୍କୁ ରାଜ୍ୟ ସରକାର ଭ୍ରମିତ କରୁଛନ୍ତି। ମନ୍ଦିରର ସୌନ୍ଦର୍ଯ୍ୟକରଣ ସହ ବିକାଶ ହେଉ। କିନ୍ତୁ ଆଇନ ପରିସରରେ ହେବା ଉଚିତ୍ ବୋଲି ଅପରାଜିତା କହିଛନ୍ତି।

ମନ୍ଦିର ଗୁଡ଼ିକର ସୌନ୍ଦର୍ଯ୍ୟକରଣ କାମ ଓଡ଼ିଆ ଆର୍କିଟକ୍‌ଙ୍କୁ ନଦେଇ ନୋଏଡା ଏବଂ ଦକ୍ଷିଣ ଭାରତର ଆର୍କିହୋମ୍‌ ଏବଂ ଭୂମିପୂତ୍ର ସଂସ୍ଥାକୁ କାହିଁକି କାମ ଦିଆଗଲା ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଇନଟାକ୍‌ର ସଦସ୍ୟ ଅଛନ୍ତି। ତେଣୁ ଏହି ଅସଙ୍ଗତି ଦୂର କରିବା ସହ ମନ୍ଦିର ସୌନ୍ଦର୍ଯ୍ୟକରଣ ନାଁରେ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ଲାଗି ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ଅପରାଜିତା ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story