ଆଉ କେତେ ଦିନ ବିଜେଡି ତ୍ରିଶଙ୍କୁ ଷ୍ଟାଣ୍ଡ୍ ?

ବିଜେଡି ଉପରେ ଆଉ ଭିତରେ ସମର୍ଥନ କରୁଛି ବିଜେପିକୁ । ହେଲେ କହିଲା ବେଳକୁ କହୁଛି ଆମର ସମଦୂରତା ଷ୍ଟାଣ୍ଡ। କେନ୍ଦ୍ର ସରକାରଙ୍କ ସବୁ କଥାରେ ସମର୍ଥନ ଦେଉଛି । ସେପଟେ ବରିଷ୍ଠ କଂଗ୍ରେସ ନେତା ଜୟରାମ କହିଲେ ଚଳିବନି ତ୍ରିଶଙ୍କୁ ଷ୍ଟାଣ୍ଡ ।

Manoj Swain
  • Published: Wednesday, 19 July 2023
  • Updated: 19 July 2023, 12:04 PM IST

Sports

Latest News

ବିଜେଡି ଉପରେ ଆଉ ଭିତରେ ସମର୍ଥନ କରୁଛି ବିଜେପିକୁ । ହେଲେ କହିଲା ବେଳକୁ କହୁଛି ଆମର ସମଦୂରତା ଷ୍ଟାଣ୍ଡ। କେନ୍ଦ୍ର ସରକାରଙ୍କ ସବୁ କଥାରେ ସମର୍ଥନ ଦେଉଛି । ସେପଟେ ବରିଷ୍ଠ କଂଗ୍ରେସ ନେତା ଜୟରାମ କହିଲେ ଚଳିବନି ତ୍ରିଶଙ୍କୁ ଷ୍ଟାଣ୍ଡ । ଦଳମାନଙ୍କୁ ନିଷ୍ପତ୍ତି ନେବାକୁ ହେବ ସେମାନେ କାହା ସଙ୍ଗେ ରହିବେ । କଂଗ୍ରେସ କହିଲା ଭୟରେ ଅଛି ବିଜେଡି, ଚାରିଆଡ଼େ ଇଡି ସିବିଆଇ ମାତିଛି ଏଇଠି କାହିଁକି ନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos