'ମେଣ୍ଟ ଚର୍ଚ୍ଚା କେବଳ ମିଡିଆରେ ରହିଛି'

  • Published: Tuesday, 12 March 2024
  • , Updated: 12 March 2024, 05:19 PM IST

ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚାକୁ ନେଇ ପ୍ରତିକ୍ରିୟା ରଖିଲେ ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୂରଜ। ଏ ଚର୍ଚ୍ଚା କେବଳ ମିଡିଆରେ ରହିଛି ଆମ ପାଖରେ ନାହିଁ ବୋଲି କହିଲେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

Related story