ମେଣ୍ଟ ଚର୍ଚ୍ଚାରେ ଚାନ୍ଦବାଲି ଟେନସନ୍

  • Published: Wednesday, 13 March 2024
  • , Updated: 13 March 2024, 12:56 PM IST

ବିଜେପି-ବିଜେଡି ମେଣ୍ଟ ହେବ କି? ଏହା କେବଳ ଏକ ଚର୍ଚ୍ଚା ନା ଏଥିରେ କିଛି ସତ୍ୟତା ରହିଛି, ତା’କୁ ନେଇ ରାଜନୀତିକ ସମୀକ୍ଷକମାନେ ମତ ଦେବାରେ ଲାଗିଛନ୍ତି। ଦିଲ୍ଲୀରେ ରାଜ୍ୟ ବିଜେପି ନେତାଙ୍କ ଚାଲିଛି ଜୋରଦାର ବୈଠକ। ତେବେ ରାଜ୍ୟରେ ଗ୍ରୀଷ୍ମର ତାପମାତ୍ରା ଯେତେ ବଢୁଛି, ତାଠୁ ବଳିଯାଉଛି ରାଜ୍ୟ ରାଜନୈତିକ ଉଷ୍ମତା। ରାଜଧାନୀରୁ ଗାଁ, ସବୁଠି ବିଜେଡି-ବିଜେପି ମେଣ୍ଟ ନେଇ ଚର୍ଚ୍ଚା ଓ ଆଲୋଚନା। ଯଦି ମେଣ୍ଟ ହୁଏ, ତେବେ କେଉଁ ନିର୍ବାଚନମଣ୍ଡଳୀ କାହା ହାତକୁ ଯିବ, ତାକୁ ନେଇ ବଢୁଛି ସସପେନ୍ସ। ଦେଖନ୍ତୁ ପୂରା ରିପୋର୍ଟ। 

Related story