ରାଜ୍ୟସଭା ନା ଖେଳଘର: ଅଭିଜ୍ଞ ଥାଉ ଥାଉ ଅନଭିଜ୍ଞଙ୍କୁ ମିଳୁଛି ଚାନ୍ସ

ଭୁବନେଶ୍ୱର(ଅର୍ଦ୍ଧେନ୍ଦୁ ଶେଖର): ଭାରତ ଭଳି ଏକ ଅର୍ଦ୍ଧ ସଂଘୀୟ ରାଷ୍ଟ୍ରରେ ରାଜ୍ୟସଭାର ସ୍ୱତନ୍ତ୍ର ପଦ ମର୍ଯ୍ୟାଦା ରହିଛି। ଏହାକୁ ବରିଷ୍ଠମାନଙ୍କ ସଦନ ବୋଲି ମଧ୍ୟ କୁହାଯାଇଥାଏ। ମାତ୍ର ବିଗତ କିଛି ବର୍ଷ ହେଲା ବିଜେଡି ଭଳି କେତେକ ଆଞ୍ଚଳିକ ଦଳ ଏହି ଗୃହର ଗାରିମା ନଷ୍ଟ କରିବାକୁ ଲାଗିଥିବା ଚର୍ଚ୍ଚା ହେଉଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଜେ ପ୍ରତିଶୃତି ଦେଇ ମଧ୍ୟ ତାଙ୍କ ଦଳର ବ୍ୟକ୍ତିମାନଙ୍କୁ ରାଜ୍ୟସଭା ନ ପଠାଇବାର ନଜୀର ରହିଛି। ଏହାବାଦ ଯେଉଁଭଳି […]

bjd

bjd

Ordigital Desk
  • Published: Wednesday, 01 June 2022
  • Updated: 01 June 2022, 11:57 AM IST

Sports

Latest News

ଭୁବନେଶ୍ୱର(ଅର୍ଦ୍ଧେନ୍ଦୁ ଶେଖର): ଭାରତ ଭଳି ଏକ ଅର୍ଦ୍ଧ ସଂଘୀୟ ରାଷ୍ଟ୍ରରେ ରାଜ୍ୟସଭାର ସ୍ୱତନ୍ତ୍ର ପଦ ମର୍ଯ୍ୟାଦା ରହିଛି। ଏହାକୁ ବରିଷ୍ଠମାନଙ୍କ ସଦନ ବୋଲି ମଧ୍ୟ କୁହାଯାଇଥାଏ। ମାତ୍ର ବିଗତ କିଛି ବର୍ଷ ହେଲା ବିଜେଡି ଭଳି କେତେକ ଆଞ୍ଚଳିକ ଦଳ ଏହି ଗୃହର ଗାରିମା ନଷ୍ଟ କରିବାକୁ ଲାଗିଥିବା ଚର୍ଚ୍ଚା ହେଉଛି।

ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଜେ ପ୍ରତିଶୃତି ଦେଇ ମଧ୍ୟ ତାଙ୍କ ଦଳର ବ୍ୟକ୍ତିମାନଙ୍କୁ ରାଜ୍ୟସଭା ନ ପଠାଇବାର ନଜୀର ରହିଛି। ଏହାବାଦ ଯେଉଁଭଳି ଢଙ୍ଗରେ ଏହି ଗୃହକୁ ନେତାମାନଙ୍କୁ ପଠାଯାଉଛି ଏବଂ ପରେ ଇସ୍ତଫା ଦେବା ପାଇଁ କୁହାଯାଉଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଛି। ତେଣୁ ଏହା ରାଜ୍ୟ ସଭା ନା ଖେଳ ଘର ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ରାଜ୍ୟରେ ଅଭିଜ୍ଞ ତଥା ପୋଖତ ରାଜନେତା ଥାଉ ଥାଉ ଅନଭିଜ୍ଞଙ୍କୁ ମିଳୁଛି ଚାନ୍ସ। ଦେଶର ସର୍ବୋଚ୍ଚ ସଦନକୁ କନିଷ୍ଠମାନଙ୍କୁ ପଠାଯାଉଥିବା ବେଳେ ସେଠାରେ ସେମାନେ କି ମହତ ଉଦ୍ଦେଶ୍ୟ ସାଧିତ କରିବେ ତଥା ରାଜ୍ୟବାସୀଙ୍କର କ’ଣ ମଙ୍ଗଳ କରିବେ ତାହା ଉପରେ ସମସ୍ତଙ୍କ ନଜର ।

ସ୍ୱର୍ଗତ ବିଷ୍ଣୁ ଦାସଙ୍କଠାରୁ ଆରମ୍ଭ କରି ଅନୁଭବ ମହାନ୍ତି ପ୍ରତାପ ଦେବ, ସୌମ୍ୟରଞ୍ଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତ କିମ୍ୱା ସୁବାଷ ସିଂ ହୁଅନ୍ତୁ ଭିନ୍ନ ଭିନ୍ନ କାରଣରୁ ରାଜ୍ୟସଭାରେ ଏମାନଙ୍କୁ ଅଧା ଦିନିଆ ହେବାକୁ ପଡ଼ିଛି। କାହାକୁ ଲୋକସଭା ସିଟ୍‌ ଲଢ଼ିବାକୁ ହେଉ କି ଆଉ କାହାକୁ ବିଧାନସଭା ସେପରି ସୁବାସଙ୍କୁ କଟକ ମେୟର ହେବା ପାଇଁ ରାଜ୍ୟସଭା ଛାଡ଼ିବାକୁ ପଡ଼ିଛି।

ରାଜ୍ୟସଭାରେ ଯେଉଁ ୧୨ ଜଣ ସଦସ୍ୟଙ୍କୁ ରାଷ୍ଟ୍ରପତି ମନୋନୀତ କରନ୍ତି ସେମାନଙ୍କ କଳା, ବିଜ୍ଞାନ କିମ୍ୱା ସମାଜସେବା କ୍ଷେତ୍ରରେ ଦକ୍ଷତା ଥିବା ଦରକାର ବୋଲି ଭାରତୀୟ ସମ୍ୱିଧାନରେ ଉଲ୍ଲେଖ କରାଯାଇଛି। ସେହି ସମାନ ଢାଞ୍ଚାରେ ଅନ୍ୟ ସାଂସଦମାନେ ମଧ୍ୟ ରାଜ୍ୟଗୁଡ଼ିକ ଦ୍ୱାରା ମନୋନୀତ ହେବା ଦରକାର।

ରାଜ୍ୟସଭା ଲାଗି ବୟସ ସୀମା ୩୦ ବର୍ଷ ଦରକାର ବୋଲି କୁହାଯାଇଛି। ମାତ୍ର ବିନା ପାଚିଲା ଚୁଟି ବା ଦାଢ଼ିରେ ଏହି ଗୃହରେ କେହି ବସିଥିବାର ଆଗରୁ ପ୍ରାୟତଃ ଦେଖିବାକୁ ମିଳୁନଥିଲା। ବିଜେଡି ଏଥିରେ ବ୍ୟତିକ୍ରମ କରି ୨୮ ବର୍ଷିଆ ପିଲ୍ମ ଷ୍ଟାର ଅନୁଭବ ମହାନ୍ତିଙ୍କୁ ରାଜ୍ୟସଭା ପଠାଇଲା। ଏବେ ଯେଉଁ ଚାରିଜଣ ବ୍ୟକ୍ତିଙ୍କୁ ବିଜୁ ଜନତା ଦଳ ରାଜ୍ୟସଭା ପଠାଇବା ପାଇଁ ଯାଉଛି ଏମାନଙ୍କ କେଉଁ କଳା, ବିଜ୍ଞାନ ବା ସମାଜସେବା କ୍ଷେତ୍ରରେ ଦକ୍ଷତା ରହିଛି ତାହା ସେମାନଙ୍କୁ ଓ ବିଜେଡି ମୁଖିଆଙ୍କୁ। ଏହି ୪ ମଧ୍ୟରୁ ତିନିଜଣ ହେଉଛନ୍ତି ବିଜୁ ଜନତା ଦଳର ପ୍ରବକ୍ତା ଓ ଅନ୍ୟ ଜଣେ ଜଣେ ଆଦିବାସୀ ନେତା।

ରାଜ୍ୟରେ ବିଜୁ ଜନତା ଦଳ ଭିତରେ ବି ବଛାବଛା ବରିଷ୍ଠ ନେତା ରହିଛନ୍ତି। ସେମାନଙ୍କୁ କିନ୍ତୁ ଅଣଦେଖା କରାଯାଉଛି। ସତେ ଯେମିତି ରାଜ୍ୟସଭାଟା ବିଜେଡି ପାଇଁ ଏକ ଖେଳଘର ପାଲଟିଛି।

https://youtu.be/EO5h7Ja-oEk

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story