ପୁତୁରା ଦେହ ଖରାପ ଦେଖି ମୌକା ମାରିଲେ କକା !

  • Published: Thursday, 12 October 2023
  • , Updated: 12 October 2023, 12:51 PM IST

ବିଜେଡି ଟିକଟ ଖଣ୍ଡେ ପାଇଁ କକା ପୁତୁରା ମଧ୍ୟରେ ବଳ କଷାକଷି । ଏମପି ନିର୍ବାଚନ ହାରିବା ପରେ ଏବେ ନଳିନୀଙ୍କ ଆଖି ଏମଏଲ୍ଏ । ଏବେ ପାଇଁ ଆଠମଲ୍ଲିକ ଆସନରେ ପୁତୁରା ରମେଶ ସାଏଙ୍କ ଟିକେଟ୍ କାଟି କକା ମାରିବେ ମୌକା । ରମେଶଙ୍କୁ ନ ଜଣାଇ ତାଙ୍କ ଦେହ ଖରାପ ଥିବାବେଳେ ନଳିନୀ କଲେ ପଦଯାତ୍ରା ।

Related story