ବିଧାୟକଙ୍କଠୁ ପତ୍ନୀ ଅଧିକାର ମାଗୁଛନ୍ତି ବିଜେଡି ନେତ୍ରୀ

ପିଛା ଛାଡ଼ୁନି ପୂର୍ବତନ ମନ୍ତ୍ରୀ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଅଡ଼ୁଆ । ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ସାଘାଂତିକ ଅଭିଯୋଗ ଆଣିଛନ୍ତି ବିଜେଡି ନେତ୍ରୀ ସଂଯୁକ୍ତା ମହଲା । ଦୀର୍ଘ ୯ ବର୍ଷ ଧରି ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ।

Manoj Swain
  • Published: Tuesday, 11 July 2023
  • Updated: 11 July 2023, 01:55 PM IST

Sports

Latest News

ପୁଣି ମହିଳା ଥାନାର ଦ୍ୱାରସ୍ଥ ହେଲେ ବିଜୁ ମହିଳା ଜନତା ଦଳର ଉପସଭାନେତ୍ରୀ ତଥା ରାଜ୍ୟ ଶ୍ରମିକ କଲ୍ୟାଣ ବୋର୍ଡ ସଦସ୍ୟା ସଂଯୁକ୍ତା ମହଲା। ପ୍ରେମ, ପ୍ରତାରଣା ଓ ଯୌନ ନିର୍ଯାତନାର ଅଭିଯୋଗ ଆଣି ତୃତୀୟ ଥର ପାଇଁ ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପୂର୍ବତନ ଶ୍ରମମନ୍ତ୍ରୀ ତଥା ପୋଲସରା ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁଙ୍କ ପତ୍ନୀ ବୋଲି ନିଜକୁ ଗଣମାଧ୍ୟମ ସାମ୍ନାରେ ଦାବି କରୁଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos