‘ସୁଦାମ ତାମିଲ ପିଞ୍ଜରାର ବାଘ’

  • Published: Tuesday, 30 April 2024
  • , Updated: 30 April 2024, 11:36 AM IST

ଚର୍ଚ୍ଚାରେ ସୁଦାମଙ୍କ ବାଘ ବାଘୁଣୀ ଉପାଖ୍ୟାନ, ମୟୁରଭଞ୍ଜ ବିଜେଡିରେ ବାଘ କିଏ ? ସୁଦାମ କହିଲେ, ମୁଁ ହେଉଛି ବାଘ, ମୋ ସ୍ତ୍ରୀ ହେଉଛି ବାଘୁଣୀ । ମୁଁ ମୟୁରଭଞ୍ଜ ଜଗିବି, ମୋ ବାଘୁଣୀ ବାଙ୍ଗିରିପୋଷି ଜଗିବ । ବିଜେପି କହିଲା, ତାମିଲ ପିଞ୍ଜରାର ବାଘ । ଏକ ସାଧାରଣ ସଭାରେ ଏମିତି କିଛି ବୟାନ ଦେଇ ଚର୍ଚ୍ଚାରେ ରହିଛନ୍ତି ବିଜେଡି ସାଂସଦ ପ୍ରାର୍ଥୀ ସୁଦାମ ମାରଣ୍ଡି। ସୂଚନାଯୋଗ୍ୟ ଯେ, ସୁଦାମ ମାରଣ୍ଡି ମୟୂରଭଞ୍ଜ ଲୋକସଭା ଆସନ ପାଇଁ ଲଢୁଥିବା ବେଳେ ତାଙ୍କ ପତ୍ନୀ ରଂଜିତା ମାରଣ୍ଡିଙ୍କୁ ବାଙ୍ଗିରିପୋଷିରୁ ଟିକେଟ ଦେଇଛି ବିଜେଡି । ଦେଖନ୍ତୁ ପୂରା ରିପୋର୍ଟ। 

Related story